Tag: Dismissed Electricity Staff protest

Sacked Electricity Workers Protest in Odisha: ଚାକିରିରୁ ବହିଷ୍କୃତ ବିଦ୍ୟୁତ୍ କର୍ମଚାରୀଙ୍କ ଅଭିନବ ପ୍ରତିବାଦ: ବିଭିନ୍ନ ସ୍ଥାନରେ ହାଇ-ଟେନସନ୍ ଟାୱାର ଚଢ଼ିଲେ କର୍ମଚାରୀ

ନିଜ ଦାବି ପୂରଣ ଏବଂ ଚାକିରିରୁ ବହିଷ୍କାରକୁ ବିରୋଧ କରି ବୁଧବାର ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ହାଇ-ଟେନସନ୍ ବିଦ୍ୟୁତ୍ ଟାୱାର ଉପରେ ଚଢ଼ି ଅଭିନବ ଓ ବିପଦପୂର୍ଣ୍ଣ ପ୍ରତିବାଦ କରିଛନ୍ତି ବହିଷ୍କୃତ ବିଦ୍ୟୁତ୍ କର୍ମଚାରୀମାନେ। ଲୋୟର ପିଏମଜିରେ କିଛି ଦିନ…