Tag: Dead

ବିଧାୟକଙ୍କ ଗାଡ଼ି ଧକ୍କାରେ ସ୍କୁଟି ଚାଳକ ମୃତ

ପଶ୍ଚିମବଙ୍ଗ ବିଧାୟକଙ୍କ ଗାଡ଼ି ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ । ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ନିକଟ ଜାମୁଝାଡ଼ି ଛକ ନିକଟରେ ସ୍କୁଟିକୁ ଧକ୍କା ଦେଲା ପଶ୍ଚିମବଙ୍ଗ ହାଓ୍ବଡ଼ାର ବିଧାୟକ ଗୌତମ ଚୌଧୁରୀଙ୍କ ଗାଡ଼ି । ଘଟଣାସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ…

ରାଜ୍ୟରେ ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରପାତ; ୩ ଜଣଙ୍କ ମୃତ୍ୟୁ, ୩ ଗୁରୁତର

ବଜ୍ରପାତ ନେଲା ଜୀବନ । ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରାଘାତ ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ହୋଇଥିବା ସୂଚନା ମିଳିଛି । ସୂଚନା ମୁତାବକ; ଭଦ୍ରକ ଆଗରପଡ଼ା ଭଗାରାମରେ ବିଲରେ କାମ କଲାବେଳେ ଜଣେ…

୯୮ ଭାରତୀୟ ହଜ୍‌ ଯାତ୍ରୀଙ୍କ ମୃତ୍ୟୁ: ବୈଦେଶିକ ମନ୍ତ୍ରାଳୟ

ହଜ୍ ଯାତ୍ରୀଙ୍କ ପାଇଁ କାଳ ସାଜିଛି ଗରମ। ସାଉଦି ଆରବରେ ଅସହ୍ୟ ଗରମ ଓ ଗୁଳୁଗୁଳି ଯୋଗୁ ଚଳିତ ବର୍ଷ ହଜ୍‌ ଯାତ୍ରା କରିଥିବା ୧ ହଜାରରୁ ଅଧିକ ହଜ୍‌ ଯାତ୍ରୀଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଛି। ପ୍ରତିବର୍ଷ ସାରା ବିଶ୍ୱରୁ ଲକ୍ଷ…

ଦୁବାଇରେ ଓଡ଼ିଆ ଯୁବକ ମୃତ

ଦୁବାଇରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ହୋଇଛି। ମରଶରୀର ନିଜ ଜନ୍ମମାଟିକୁ ଫେରାଇ ଆଣିବାକୁ ଉଦ୍ୟମ। ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା । ମୃତ ଓଡ଼ିଆ…