Tag: Cm mohan Ch majhi

ଭୁବନେଶ୍ବର ୧ ନମ୍ବର ମାର୍କେଟରୁ ଦୀପ କିଣିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜି ଭୁବନେଶ୍ବର ୧ ନମ୍ବର ହାଟ ଯାଇ ଦୀପ, ତେଲ, ସଳିତା, ନଡ଼ିଆ, ଆଖୁ, କଦଳୀ ଗଛ ଭଳି ବିଭିନ୍ନ ସାମଗ୍ରୀ ନିଜ ପତ୍ନୀ ପ୍ରିୟଙ୍କାଙ୍କ ସହ କିଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଯାହାର ଯେତିକି ଟଙ୍କା ବ୍ୟବସାୟକୁ ସେତିକି ଟଙ୍କା…

ବିହାରରେ ମୃତ୍ୟୁ ବରଣ କରିଥିବା ଓଡ଼ିଆ ଶ୍ରମିକ ପରିବାର ପାଇଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 

ବିହାରର ରାଜଧାନୀ ପାଟନାର ଚାଲିଥିବା ମେଟ୍ରୋ ରେଳ ପ୍ରକଳ୍ପର କାମ ବେଳେ ହୋଇଥିବା ଦୁର୍ଘଟଣାରେ ମୃତ ବରଣ କରିଥିବା ଦୁଇ ଓଡ଼ିଆ ଶ୍ରମିକ ପାଇଁ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ପାଇଁ ସହାୟତା ରାଶି ଘୋଷଣା…

କାହାକୁ କହିଲେ ମୁଖ୍ୟମନ୍ତ୍ରୀ ମୋହନ ‘ମୋତେ ହେୟଜ୍ଞାନ କରନାହିଁ’

ଦୁର୍ନୀତି ନିବାରଣ ସପ୍ତାହ ଆରମ୍ଭରେ ସୋମବାର ଦିନ କିଛି ଟାଣ କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ। ଉପସ୍ଥିତ ବରିଷ୍ଠ ଅଧିକାରୀମାନଙ୍କୁ ସରକାରଙ୍କ ଦୂର୍ନୀତି ବିରୋଧୀ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଯାଇ ମୋହନ ୩ଟି ବଡ଼ କଥା କହିଛନ୍ତି । ପ୍ରଥମଟି…

ଓଡିଶାରେ ୩ଟି ସ୍ୱାସ୍ଥ୍ୟ ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ; ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡିଶାରେ ୩ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ୱର ନିକଟସ୍ଥ ଗୋଠପାଟଣା ଠାରେ ସେଣ୍ଟ୍ରାଲ ଡ୍ରଗ୍‌ସ ଟେଷ୍ଟିଙ୍ଗ ଲାବୋରେଟୋରୀର ଉଦ୍‌ଘାଟନ କରିଥିବା ବେଳେ, ଖୋର୍ଦ୍ଧା ଜିଲ୍ଲା ବିଞ୍ଝଗିରି ଠାରେ କେନ୍ଦ୍ରୀୟ ଯୋଗ ଓ ପ୍ରାକୃତିକ ଚିକିତ୍ସା ଅନୁସନ୍ଧାନ…

ଧରାପଡ଼ିଯାଉଛି ବିଜଦର ହତାଶା ! ‘ଦାନା’ ପରୀକ୍ଷାରେ ଉତ୍ତୀର୍ଣ୍ଣ ମୋହନ

ବାତ୍ୟା ‘ଦାନା’ ଆସିବା ପୂର୍ବରୁ ଏବଂ ବାତ୍ୟା ପରେ ମଧ୍ୟ ଆକ୍ଟିଭ୍ ମୋଡରେ ମୋହନ ସରକାର। ବାତ୍ୟା ‘ଦାନା’ର ଦୁଇଟି ଦିଗ। ପ୍ରଥମଟି ବାତ୍ୟା ଓ ଦ୍ବିତୀୟଟି ବର୍ଷା । ବାତ୍ୟା ବିଶେଷ କ୍ଷତି କରିପାରି ନାହିଁ। କିନ୍ତୁ ବର୍ଷା ୫ଟି…

ଆଜି ମଧ୍ୟ ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ଆଜି ଦ୍ଵିତୀୟ ଦିନରେ ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ । ଆଜି ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀ ବାଲେଶ୍ଵର ଓ ମୟୁରଭଞ୍ଜ ଜିଲ୍ଲା ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏପରିକି ଲ୍ୟାଣ୍ଡଫଲ କରିଥିବା ସ୍ଥାନ ହାବେଲୀଖଟିରେ ମଧ୍ୟ ସ୍ଥିତି ଅନୁଧ୍ୟାନ…

ସରକାର ଆପଣମାନଙ୍କ ସହିତ ସବୁବେଳେ, ସବୁସମୟରେ, ଦୃଢ ଭାବେ ଛିଡା ହୋଇଛନ୍ତି, ହୋଇଥିବେ: ମୁଖ୍ୟମନ୍ତ୍ରୀ

ବାତ୍ୟା ‘ଦାନା’ ଏବଂ ଏହାର ପ୍ରଭାବ ସମ୍ବନ୍ଧରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ବାର୍ତ୍ତା ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରଭୁ ଜଗନ୍ନାଥଙ୍କ, ଅପାର କରୁଣାରୁ, ଆମ ରାଜ୍ୟ ଉପରୁ, ଏତେ ବଡ ବିପତ୍ତି ହଟି ଗଲା…

ବାତ୍ୟା ରାଜନୀତିରୁ ବାହାରି ପାରୁନାହାନ୍ତି ନବୀନ !

କେନ୍ଦ୍ରାପଡା଼, ଭଦ୍ରକ ଓ ବାଲେଶ୍ଵରର ଲୋକେ ‘ଦାନା’ ବାତ୍ୟାକୁ ନେଇ ଆତଙ୍କିତ ଅବସ୍ଥାରେ ରହିଥିଲେ । କିନ୍ତୁ ପ୍ରଶାସନ ଅତ୍ୟନ୍ତ ତତ୍ପର ହୋଇସାରିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସ୍ଥାନାନ୍ତରଣର ଏକ ବାସ୍ତବ ଚିତ୍ର ସାମ୍ବାଦିକ ସମ୍ମିଳନୀରେ ଦେଇଥିଲେ । ଗୁରୁବାର…

ବାତ୍ୟା ଆଗରୁ ବୃଦ୍ଧାଙ୍କୁ କାନ୍ଧେଇ ଆଣିବା ଘଟଣା; ଆଶା ଦିଦିଙ୍କୁ ପ୍ରଶଂସା କରିବା ସହ ଘର ଓ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡା ଜିଲ୍ଲା ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଆଶା ଦିଦି ଶିବାନୀ ମଣ୍ଡଳଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ନରେ ଟେଲିଫୋନ୍ ଯୋଗେ କଥାହୋଇ ବାତ୍ୟା ସମୟରେ ମାନବିକତାର ପ୍ରକୃତ ନିଦର୍ଶନ ଦେଖାଇଥିବାରୁ ତାଙ୍କୁ ଧନ୍ୟବାଦ ଦେଇଥିଲେ। ସୂଚନା…

କାଲି ଆକାଶମାର୍ଗରୁ ବାତ୍ୟା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

କାଲି ବାତ୍ୟା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆକାଶମାର୍ଗରୁ କାଲି ଦିନ ୧୦ଟାରେ କରିବେ ପରିଦର୍ଶନ । କାଲି ଆକାଶ ମାର୍ଗରୁ ବାତ୍ୟା ଦାନା ଦ୍ଵାରା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିବେ ମୁଖ୍ୟମନ୍ତ୍ରୀ…