Tag: China

ଏସସିଓ ଶିଖର ସମ୍ମିଳନୀରେ ଆତଙ୍କବାଦ ରୋକିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ଚୀନର ତିୟାନଜିନ୍‌ରେ ଆୟୋଜିତ ୨୫ତମ ଏସସିଓ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତଙ୍କବାଦ ରୋକିବାକୁ ଆହ୍ୱାନ ଦେଇଛନ୍ତି । ଏସସିଓ ଶିଖର ସମ୍ମିଳନୀରେ ଚମତ୍କାର ସ୍ୱାଗତ ଏବଂ ଆତିଥ୍ୟ ପାଇଁ ମୋଦି ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ହୃଦୟରୁ କୃତଜ୍ଞତା…

ଚୀନ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି

ଚୀନ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି । ଏସସିଓ ସମ୍ମିଳନୀରେ ଯୋଗ ଦେବାକୁ ଚୀନ୍‌ ଯିବେ । ଅଗଷ୍ଟ ୩୧ରେ ଚୀନ୍‌ ଗସ୍ତ କରିବା ନେଇ ସୂଚନା । ଚୀନ ସହ ଜାପାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ । ଅଗଷ୍ଟ ୩୧ରୁ…

ଆମେରିକା ଉତ୍ପାଦ ଉପରେ ୮୪ ପ୍ରତିଶତ ଶୁଳ୍କ ଲଗାଇଲା ଚୀନ

ଆମେରିକା ଉତ୍ପାଦ ଉପରେ ୮୪ ପ୍ରତିଶତ ଟାରିଫ ଲଗାଇଲା ଚୀନ । ଆମେରିକାରୁ ଆମଦାନୀ ହେବାକୁ ଥିବା ସମସ୍ତ ସାମଗ୍ରୀ ଉପରେ ୮୪ ପ୍ରତିଶତ ଟାରିଫ୍ ଲଗାଇଛି ଚୀନ । ୧୦ ତାରିଖ ଅର୍ଥାତ୍ ଆସନ୍ତା କାଲିଠଶରୁ ବର୍ଦ୍ଧିତ ଟାରିଫ ଲାଗୁ…

ଓଡ଼ିଶାରୁ ଚୀନ ନେଉଛି ଲୁହାପଥର

ଓଡ଼ିଶାରୁ ଚୀନ ଯାଉଛି ଲୁହାପଥର । ଓଡିଶାରୁ ଯେତେ ଲୁହାପଥର ବିଦେଶକୁ ରପ୍ତାନି ହୋଇଛି ତାହା ମୁଖ୍ୟତଃ ଚୀନ୍‍କୁ ହିଁ ଯାଉଛି । ଆଜି ବିଧାନସଭା ଗୃହରେ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳଙ୍କ ପ୍ରଶ୍ନ କେଉଁ ଦେଶକୁ କେତେ ଲୁହାପଥର ରପ୍ତାନୀ…

HMPVକୁ ନେଇ ଭୟଭୀତ ନହେବାକୁ କେନ୍ଦ୍ରର ପରାମର୍ଶ

କୋଭିଡ ମହାମାରୀର ୫ ବର୍ଷ ପରେ ଏବେ ଚୀନରେ ଦେଖାଯାଇଛି ନୂଆ ଭାଇରସ ଆତଙ୍କ । ଦୃତଗତିରେ ବ୍ୟାପୁଛି ସଂକ୍ରମଣ । କୋରୋନା ଭଳି ଥଣ୍ଡା, କାଶ, ଛିଙ୍କ ଏହାର ମୁଖ୍ୟ ଲକ୍ଷଣ । ହେଲେ ଚୀନ୍‌ର ହ୍ୟୁମନ ମେଟାନ୍ୟୁମୋ ଭାଇରସ…

ଚୀନରେ ବ୍ୟାପୁଛି ଆଉ ଏକ ଭାଇରସ ସଂକ୍ରମଣ

କୋଭିଡ ମହାମାରୀର ପରେ ଏବେ ଚୀନରେ ଦେଖାଯାଇଛି ଆଉ ଏକ ନୂଆ ଭାଇରସ ଆତଙ୍କ । ଚୀନରେ ବ୍ୟାପୁଛି ହ୍ୟୁମନ ମେଟାନ୍ୟୁମୋ ଭାଇରସ ବା ଏଚଏମପିଭି । ଚୀନର କିଛି ସ୍ଥାନରେ ଜରୁରୀକାଳିନ ପରିସ୍ଥିତି ଦେଖିବାକୁ ମିଳିଛି । ପିଲାଠୁ ବୁଢା…