Tag: ChatGPT

Emerging Trends in Social Media: ସୋସିଆଲ ମିଡିଆରେ ଅଗ୍ରଣୀ ହେବା ସହ AI ଏବଂ ChatGPT ର ସଦୁପଯୋଗ କରନ୍ତୁ: ସୂଚନା ସେବା ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ସରକାରୀ ସୂଚନା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ ଓ ଲୋକାଭିମୁଖୀ କରିବା ପାଇଁ ଓଡ଼ିଶା ସୂଚନା ସେବା ଅଫିସରମାନଙ୍କୁ ଆଧୁନିକ ପ୍ରଯୁକ୍ତିବିଦ୍ୟା ଆପଣାଇବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟ କନଭେନସନ ସେଣ୍ଟରରେ ଆୟୋଜିତ ‘ସୋସିଆଲ ମିଡିଆର ଉଦ୍ଦୀୟମାନ ଧାରା’…