ତାଜା ଖବର ରାଜ୍ୟ Single Exam for Similar Posts: ପରୀକ୍ଷା ସଂସ୍କାର ସମ୍ପର୍କିତ ଉଚ୍ଚକ୍ଷମତା ସମ୍ପନ୍ନ ଟାସ୍କ ଫୋର୍ସର ସଦସ୍ୟମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା November 25, 2026 Papirani ପରୀକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଓ ଚାକିରି ସନ୍ଧାନୀ ଯୁବକଯୁବତୀଙ୍କ କଷ୍ଟ ଲାଘବ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ଚିନ୍ତାଧାରା ଉପରେ ଜୋର ଦେଇଛନ୍ତି। ସମାନ ଯୋଗ୍ୟତା ଓ ସମାନ ଧରଣର ଦାୟିତ୍ୱ ଥିବା ବିଭିନ୍ନ ବିଭାଗର…