ଦେଶ ଉତ୍ତରାଖଣ୍ଡ ଚାମୋଲି ହିମସ୍ଖଳନ ଘଟଣାରେ ୪ ମୃତ March 1, 2025 Nirvay ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ଶୁକ୍ରବାର ପ୍ରବଳ ହିମସ୍ଖଳନ ପରେ ଉଦ୍ଧାର ହୋଇଥିବା ସୀମା ସଡ଼କ ସଂଗଠନ (ବିଆରଓ)ର ୫୦ ଜଣ ଶ୍ରମିକଙ୍କ ମଧ୍ୟରୁ ୪ ଜଣଙ୍କର ଶନିବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଉଦ୍ଧାର କରାଯିବାପରେ ସେମାନଙ୍କୁ ମେଡିକାଲ୍ରେ ଭର୍ତ୍ତି…