Tag: BMC

Protests Hit BMC Headquarters: BMC ଅଫିସ ଘେରିଲା ‘ଆମେ ଭୁବନେଶ୍ୱରିଆ’ ସଂଘ; ପ୍ରାୟ ୫ ହଜାର ଘର ସିଲ୍‌ ନୋଟିସକୁ ବିରୋଧରେ

ଭୁବନେଶ୍ୱର ମହାନଗର ନିଗମ ଅଫିସ ଆଗରେ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ ଓ ବିକ୍ଷୋଭ ପ୍ରଦର୍ଶନ କରିଛି ‘ଆମେ ଭୁବନେଶ୍ୱରିଆ’ ସଂଘ। ବିଏମ୍ସି ପକ୍ଷରୁ ଜାରି କରାଯାଇଥିବା ନୋଟିସ୍‌କୁ ବିରୋଧ କରି ଶହ ଶହ ସ୍ଥାନୀୟ ବାସିନ୍ଦା ଏବଂ ସଂଘର ସଦସ୍ୟମାନେ ବିଏମସି କାର୍ଯ୍ୟାଳୟ…

Swachhata Hi Seva 2026 Campaign: ‘ଏକ ଦିନ୍, ଏକ ଘଣ୍ଟା, ଏକ ସାଥ୍’ ସ୍ୱଚ୍ଛତା ଅଭିଯାନରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜି ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ଖଣ୍ଡଗିରିଠାରେ ଆୟୋଜିତ ‘ଏକ ଦିନ୍, ଏକ ଘଣ୍ଟା, ଏକ ସାଥ୍’ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି କାର୍ଯ୍ୟକ୍ରମ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଏ ସହର ଆମର…

BMC Crackdown on Illegal Billboards: ରାଜଧାନୀ ଭୁବନେଶ୍ୱରରୁ ହଟିବ ୪୦ ଫୁଟରୁ ଉଚ୍ଚ ହୋର୍ଡିଂ

ରାଜଧାନୀ ଭୁବନେଶ୍ୱରକୁ ସୁନ୍ଦର, ସୁରକ୍ଷିତ ଓ ବେଆଇନ କବ୍‌ଜାରୁ ମୁକ୍ତ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (BMC) ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ସହରର ବିଭିନ୍ନ ପ୍ରମୁଖ ରାସ୍ତା ଓ ସାର୍ବଜନୀନ ସ୍ଥାନରେ ନିୟମ ଉଲ୍ଲଂଘନ କରି ଲଗାଯାଇଥିବା…

BMC Raid Sweet shops in Pahala: ପାହାଳରେ ଛେନା ଓ ପନିରରେ ଅପମିଶ୍ରଣ ନେଇ ବିଏମ୍ସିର ରେଡ୍‌

ରାଜଧାନୀ ଭୁବନେଶ୍ୱରରେ ଖାଦ୍ୟ ଅପମିଶ୍ରଣ ରୋକିବା ପାଇଁ ସକ୍ରିୟ ହୋଇଉଠିଛି ଭୁବନେଶ୍ୱର ମହାନଗର ନିଗମ (BMC)। ଛେନା ଓ ପନିରରେ ଅପମିଶ୍ରଣ କରାଯାଉଥିବା ନେଇ ଅଭିଯୋଗ ଆସିବା ପରେ ଆଜି ପାହାଳସ୍ଥିତ ପ୍ରସିଦ୍ଧ ମିଠା ବଜାରରେ BMC ପକ୍ଷରୁ ଏକ ବଡ଼ଧରଣର…

Wood And Coal Stoves: ହଟିବ କାଠ ଓ କୋଇଲା ଚୁଲା କଟକଣା

ବାୟୁ ପ୍ରଦୂଷଣ ରୋକିବାକୁ ଲାଗୁ କଟକଣା ହଟାଇବ ବିଏମ୍‌ସି ।କାଠ ଓ କୋଇଲା ଚୁଲା ବ୍ୟବହାର କଟକଣା ହଟାଇବ ବିଏମ୍‌ସି । ରାଜଧାନୀ ସହରରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ପୂର୍ବରୁ କାଠ ଏବଂ କୋଇଲା ଚୁଲି ବ୍ୟବହାର ଉପରେ ଲାଗୁ…

Voting In Maharashtra Civic Polls: ଆଜି ମୁମ୍ବାଇ ମହାନଗର ନିଗମ ସମେତ ୨୯ଟି ପୌର ସଂସ୍ଥା ପାଇଁ ମତଦାନ

ଆଜି ମୁମ୍ବାଇ ମହାନଗର ନିଗମ ସମେତ ୨୯ଟି ପୌର ସଂସ୍ଥା ପାଇଁ ମତଦାନ । ମହାରାଷ୍ଟ୍ରର ୨୯ଟି ନଗର ନିଗମ ପାଇଁ ଆଜି ଚାଲିଛି ଭୋଟ୍ ଗ୍ରହଣ ଚାଲିଛି। ଯେଉଁଥିରେ ୩.୪୮ କୋଟି ଭୋଟର ୧୫,୯୩୧ ଜଣ ପ୍ରାର୍ଥୀଙ୍କୁ ନିର୍ଣ୍ଣୟ କରୁଛନ୍ତି।…

Bhubaneswar Pollution: ପ୍ରଦୂଷଣ ରୋକିବାକୁ ବିଏମ୍‌ସି ପକ୍ଷରୁ ଜାରି ହେଲା କଟକଣା

ପ୍ରଦୂଷଣ ପାଇଁ ରାଜଧାନୀରେ ଲାଗିଲା କଟକଣା । ଅନୁଗୁଳ ଏବଂ ବାଲେଶ୍ୱର ପରେ, ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (BMC) ଓଡ଼ିଶା ରାଜଧାନୀରେ ବାୟୁ ଗୁଣବତ୍ତା ହ୍ରାସ କରିବା ପାଇଁ କଟକଣା ଜାରି କରିଛି । ହୋଟେଲ୍ ଢାବାରେ କାଠ ଓ କୋଇଲା…

BMC To Impose User Fee: ୟୁଜର ଫି ଆଦାୟ କରିବ ବିଏମ୍‌ସି

ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ଆଦାୟ କରିବ ୟୁଜର ଫି । ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଉପଭୋକ୍ତା ଦେୟ (User Fee) ଦେବାକୁ ସମ୍ବାଦିକ ସମ୍ମିଳନୀରେ ମେୟର ସୁଲୋଚନା ଦାସ ଅନୁରୋଧ କରିଛନ୍ତି । ଘର, ହୋଟେଲ, ସପିଂ ମଲ୍‌, କ୍ୟାଫେ,…

Non-Veg Retail Market: ଭୁବନେଶ୍ୱର ୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ

ଭୁବନେଶ୍ୱର ୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ । ମାଛ ମାର୍କେଟ୍ ରୂପରେଖ ବଦଳିବ । ନୂଆ ଦୋକାନ, ପାର୍କିଂ ଓ ରାସ୍ତା ତିଆରି ହେବ । ସୁବ୍ୟବସ୍ଥିତ ଢଙ୍ଗରେ ଆମିଷ ବ୍ୟବସାୟ କରିବେ ଦୋକାନୀ । ଏ…

CycloneMontha: ରାଜଧାନୀରେ ବାତ୍ୟା ମୋନ୍ଥା ମୁକାବିଲା ପାଇଁ ପ୍ରସ୍ତୁତ ବିଏମ୍‌ସି: ସୁଲୋଚନା ଦାସ

ରାଜଧାନୀରେ ମୋନ୍ଥା ମୁକାବିଲା ପାଇଁ ପ୍ରସ୍ତୁତ ବିଏମ୍‌ସି । ଏ ନେଇ ସୂଚନା ଦେଇଛନ୍ତି ମେୟର ସୁଲୋଚନା ଦାସ । ସେ କହିଛନ୍ତି ଭୁବନେଶ୍ବରରେ ୫୦ ଆଶ୍ରୟସ୍ଥଳ ସହ ସବୁ ସରକାରୀ ସ୍କୁଲ ପ୍ରସ୍ତୁତ ଅଛି । ଗଛ କାଟିବା ସହ…