ଭୁବନେଶ୍ୱର ମହାନଗର ନିଗମ (BMC) ବୈଠକରେ ହାଇଡ୍ରାମା ଦେଖିବାକୁ ମିଳିଛି। ବୈଠକ ଚାଲିଥିବା ସମୟରେ ଫେସବୁକ୍ରେ ଲାଇଭ୍ କରିବା ଅଭିଯୋଗରେ ୩୭ ନମ୍ବର ୱାର୍ଡ କର୍ପୋରେଟର ବନ୍ଦିତା ପାଳଙ୍କୁ ମେୟର ନିଲମ୍ବନ କରିଛନ୍ତି। ତେବେ କର୍ପୋରେଟରଙ୍କୁ ନିଲମ୍ବନ କରିବାର କୌଣସି ଅଧିକାର ମେୟରଙ୍କର ନାହିଁ ବୋଲି ବନ୍ଦିତା ପାଳ ପାଲଟା ଅଭିଯୋଗ କରିଛନ୍ତି। Post navigation kataka Shuts All Schools Tomorrow: ବାତ୍ୟା ଅର୍ଣ୍ଣବ ପ୍ରଭାବ: କାଲି କଟକରେ ସବୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା