ରାଜନୀତି ରାଜ୍ୟ ଆସିଲା ନୂଆ ପ୍ରାର୍ଥୀ ତାଲିକା; ବିଜେପି ୮; ବିଜେଡି ୩ April 27, 2024 Nirvay ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଆଉ ୮ଟି ପ୍ରାର୍ଥୀ ଘୋଷଣା କଲା ବିଜେପି । ସାଲେପୁରରୁ ଅରିନ୍ଦମ ରାୟ ଓ ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିଛି ଦଳ । ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ ଶର୍ମା, ବସ୍ତାରୁ…
ରାଜନୀତି ରାଜ୍ୟ ୫ଟି ଲୋକସଭା ଆସନ ପାଇଁ ପ୍ରଭାରୀ ହେଲେ ବିପ୍ଳବ ଦେବ April 27, 2024 Nirvay ନିର୍ଭୟ ମିଡିଆ : ଭୁବନେଶ୍ୱର, ଓଡ଼ିଶାକୁ ଏଥର ଭାରତୀୟ ଜନତା ପାର୍ଟି କେନ୍ଦ୍ରୀୟ ନେତୃତ୍ୱ କେତେ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି ତାହାର ପ୍ରଥମ ଝଲକ ସୋନପୁରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଜନସଭାରୁ ଦେଖିବାକୁ ମିଳିଥିଲା । କିନ୍ତୁ ଭାଷଣ…
ରାଜନୀତି ରାଜ୍ୟ ସଂକଳ୍ପ ପତ୍ର ଜାରି କଲା ବିଜେପି April 22, 2024 Nirvay ଭୁବନେଶ୍ବର: ଆଜି ବିଜେପି ନିର୍ବାଚନ ପାଇଁ ତାହାର ସଂକଳ୍ପ ପତ୍ର ଜାରି କରିଛି । ରାଜ୍ୟ କାର୍ଯ୍ୟାଳୟରେ ବିଜେପିର ଓଡ଼ିଆ ସଂକଳ୍ପପତ୍ର ଲୋକାର୍ପିତ ହୋଇଛି। ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଏହାକୁ ଉନ୍ମୋଚନ କରିଛନ୍ତି। ବିଜେପିର ମୋଦି ଗ୍ୟାରେଣ୍ଟି ସଂକଳ୍ପପତ୍ରର…
ରାଜନୀତି ରାଜ୍ୟ ନିରପେକ୍ଷ ନିର୍ବାଚନକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି April 19, 2024 Nirvay ଆଇନ ମନ୍ତ୍ରୀ ଜଗନ୍ନାଥ ସରକା ବିଷମ କଟକର ମୁନିଗୁଡାରେ ନିର୍ବାଚନ ପ୍ରଚାର୍ ପାଇଁ ଯାଇଥିବା ସମୟରେ ସଧାରଣ ଭୋଟର ମାନେ ତାଙ୍କୁ ଜଳ ସମସ୍ୟାକୁ ନେଇ ପ୍ରଶ୍ନ କରିଥିଲେ । ଏହି ସମୟରେ ମନ୍ତ୍ରୀଙ୍କ ସହ ଥିବା କିଛି ଅସାଧୁ ବ୍ୟକ୍ତି…
ରାଜନୀତି ରାଜ୍ୟ ପଦ୍ମ ଧରିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ପ୍ରସନ୍ନ ପାଟ୍ଟଶାଣୀ ! April 19, 2024 Nirvay ପଦ୍ମ ଧରିବେ ପୁର୍ବତନ ଭୁବନେଶ୍ଵର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ଯେ ଖୁବ ଶୀଘ୍ର ଦିଲ୍ଲୀରେ ବିଜେପିର ମୁଖ୍ୟ କାର୍ଯ୍ୟାଳୟରେ ଦୁଇ ନେତା ବିଜେପିରେ ଯୋଗ ଦେବାର ସମ୍ଭାବନା ରହିଛି ।…
ରାଜନୀତି ରାଜ୍ୟ ପଦ୍ମ ଧରିଲେ ବିଜେଡିର ପ୍ରତିଷ୍ଠାତା ସଦସ୍ୟ ପ୍ରହଲ୍ଲାଦ ତ୍ରିପାଠୀ April 17, 2024 Nirvay ଭୁବନେଶ୍ୱର: ବିଜେଡିର ପ୍ରତିଷ୍ଠାତା ସଦସ୍ୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ନବରଙ୍ଗପୁର ଜିଲ୍ଲାର ପୂର୍ବତନ ସଭାପତି ଏବଂ ସୁସଂଗଠକ ପ୍ରହଲ୍ଲାଦ ତ୍ରିପାଠୀ(ଅର୍ଜୁନ) ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ତ୍ରିପାଠୀ କହିଛନ୍ତି ଯେ, ବ୍ୟକ୍ତିକେନ୍ଦ୍ରୀକ ରାଜନୈତିକ ଦଳ ପାଲଟିଛି ବିଜେଡି…
ରାଜନୀତି ରାଜ୍ୟ ପଦ୍ମ ଧରିଲେ ବିଜେଡିର ପୂର୍ବତନ ବିଧାୟକ ବେଦବ୍ୟାସ ନାୟକ April 16, 2024 Nirvay ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କେନ୍ଦୁଝର ଜିଲ୍ଲା ତେଲକୋଇ ନିର୍ବାଚନ ମଣ୍ଡଳୀର ବିଜେଡିର ପୂର୍ବତନ ବିଧାୟକ ତଥା ପୂର୍ବତନ ଚେୟାରମ୍ୟାନ ବେଦବ୍ୟାସ ନାୟକ ନିଜ ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି । ନାୟକଙ୍କ…
ରାଜନୀତି ରାଜ୍ୟ ନୂଆ ବିଜେପି ତାଲିକା: ରାଉରକେଲାରୁ ଦିଲୀପ ରାୟ, ରଣପୁରରୁ ସୁରମା ପାଢ଼ୀ April 16, 2024 Nirvay ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ନିର୍ବାଚନକୁ ନଜରରେ ରଖି ସମସ୍ତ ଛାମୁଆ ଦଳ ଆରମ୍ଭ କରି ସାରିଲେଣି ଅଙ୍କକଷା। ରାଜ୍ୟରେ ନିର୍ବାଚନକୁ ନେଇ ତିନି ପ୍ରମୁଖ ଦଳ ରାଜନୈତିକ ପ୍ରଚାର…
ରାଜନୀତି ରାଜ୍ୟ ମେଣ୍ଟ ସପକ୍ଷବାଦୀଙ୍କ ଷଡ଼ଯନ୍ତ୍ର! ଦ୍ୱିତୀୟ ପ୍ରାର୍ଥୀ ତାଲିକା ବିଳମ୍ବ ହେଉଛି କାହିଁକି? April 16, 2024 Nirvay ନିର୍ଭୟ ମିଡ଼ିଆ: ଭାରତୀୟ ଜନତା ପାର୍ଟିର ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବାରେ ଏତେ ବିଳମ୍ବ ଘଟୁଛି କାହିଁକି? ୧୨ ତାରିଖ ଦିନ ୨୨ଟି ଆସନ ସକାଶେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ବୋଲି କୁହାଯାଉଥିଲା । କିନ୍ତୁ ୧୫ ତାରିଖ…
ରାଜନୀତି ରାଜ୍ୟ ବିଜେପିର ସଂକଳ୍ପ ପତ୍ରରୁ ସର୍ବାଧିକ ଲାଭାନ୍ୱିତ ହେବ ଓଡିଶା: ମନମୋହନ ସାମଲ April 15, 2024 Nirvay ଭୁବନେଶ୍ୱର: ୨୦୦୧୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି କ୍ଷମତାକୁ ଆସିବା ପରେ ଦେଶବାସୀଙ୍କୁ ଦିଆଯାଇଥିବା ଅଧିକାଂଶ ପ୍ରତିଶୃତି ପୂରଣ କରାଯାଇଛି । ଏହା ପରେ ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ଦିଆଯାଇଥିବା ସମସ୍ତ ପ୍ରତିଶୃତିକୁ…