Tag: BJD

ବିଜେଡିର ନିର୍ବାଚନ ଇସ୍ତାହାର ପ୍ରକାଶିତ , ଭୋଟ ହାତେଇବା ପାଇଁ ମାରିଛି ଧୂଆଁ ବାଣ

ପ୍ରକାଶ ପାଇଲା ବିଜେଡିର ନିର୍ବାଚନ ଇସ୍ତାହାର (ମେନିଫେଷ୍ଟୋ)। ଏହି ମନିଫେଷ୍ଟୋରେ ବିଜେଡି ନିଜର ଆତ୍ମ ପ୍ରଚାର କରିଛି କହିଲେ ଭୁଲ ହେବନି। ଗତ ୨୪ ବର୍ଷ ମଧ୍ୟରେ, ବିଜେଡି ସରକାର ଓଡିଶାକୁ ଏକ ଗରିବ, କ୍ଷୁଧା ପ୍ରବଣ, ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା…

ନବୀନଙ୍କୁ ପ୍ରଶ୍ନ କଲେ ଅର୍କେଶ ସିଂଦେଓଙ୍କ ପତ୍ନୀ ଅଦ୍ରିଜା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ କଲେ ଅଦ୍ରିଜା ମଂଜରୀ ସିଂହଦେଓ। ଅର୍କେଶ ସିଂଦେଓଙ୍କ ପତ୍ନୀ ତଥା ଏୟୁ ସିଂଦେଓଙ୍କ ବୋହୂ ଅଦ୍ରିଜା। ସେ କହିଛନ୍ତି ଯେ, ମୋ ନିର୍ଯାତନା ବିଷୟରେ ଜାଣି କିଭଳି ସେ ପରିବାରକୁ ଟିକେଟ ଦେଲେ ବୋଲି ପ୍ରସନ୍ନ…

ଭଲ ପ୍ରାର୍ଥୀଙ୍କୁ ଆର୍ଶୀବାଦ କରନ୍ତୁ, ଚୋର ପ୍ରାର୍ଥୀଙ୍କୁ ଆର୍ଶୀବାଦ କରନ୍ତୁ ନାହିଁ: ନବୀନ ପଟ୍ଟନାୟକ

ଗୋପାଳପୁରରେ ବିରୋଧୀଙ୍କୁ ଟାର୍ଗେଟ୍ କଲେ ନବୀନ । କହିଲେ ଆପଣମାନେ ଏତେ ଖରାରେ ଆସିଛନ୍ତି, ବହୁତ ବହୁତ ଧନ୍ୟବାଦ । ଚୋର ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତୁନି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି କି, ଯୋଡ଼ି ଶଙ୍ଖରେ ଭୋଟ…

ନିର୍ବାଚନୀ ପ୍ରଚାର ପାଇଁ ଆଜି କନ୍ଧମାଳ ଗସ୍ତରେ ଯିବେ ମୁଖ୍ଯମନ୍ତ୍ରୀ

ଭୁବନେଶ୍ବର: ନିର୍ବାଚନୀ ପ୍ରଚାର ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳ ଜିଲ୍ଲା ଗସ୍ତରେ ଯିବେ। ସେଠାରେ ମୁଖ୍ୟମନ୍ତ୍ରୀ ନିର୍ବାଚନୀ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନ ପ୍ରାୟ ୧୨ଟାରେ ମୁଖ୍ୟମନ୍ତ୍ରୀ କନ୍ଧମାଳ ଷ୍ଟାଡିୟମରେ ପହଞ୍ଚିବେ ଏବଂ ସେଠାରେ ଆୟୋଜିତ…

ବିଜେଡିକୁ ଜିତାଇବା ପାଇଁ ନିଜର ହିତାହିତ ଜ୍ଞାନ ହରାଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଗୁମାସ୍ତା: ବିଜେପି

ଭୁବନେଶ୍ୱର, ତା.୦୮/୦୫: ସଠିକ୍ ଖବର ନରଖି ନିର୍ବାଚନ ପ୍ରଚାର କରିବା ମୁର୍ଖାମୀ । ବିଜେଡି ଦଳକୁ ଜିତାଇବା ପାଇଁ ନିଜର ହିତାହିତ ଜ୍ଞାନ ହରାଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଗୁମାସ୍ତା । ମୁଖ୍ୟମନ୍ତ୍ରୀଙ୍କ ଗୁମାସ୍ତା ବିଜେଡିର ଷ୍ଟାର କ୍ୟାମ୍ପନର ଲିଷ୍ଟର ୨ନମ୍ବର ସ୍ଥାନରେ ଅଛନ୍ତି…

ବିଜେପି ଲିଙ୍କରେ ବିଜେଡିର ବହୁତ ନେତା!

ବିଜେଡି ନେତା ପାଣ୍ଡିଆନଙ୍କ ମନ୍ତବ୍ୟକୁ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି । ସେ କହିଛନ୍ତି ବିଜେଡିରେ ସମସ୍ତେ ତ କ୍ରୀତଦାସ ନୁହନ୍ତି ନା, ଅନେକ ଏକନାଥ ସିନ୍ଦେ ବି ଅଛନ୍ତି। ଆଉ ଏମାନେ…

ବିଜେଡିକୁ ଟାର୍ଗେଟ କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ବିଜେଡିକୁ ଟାର୍ଗେଟ୍ କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ। ଆଜି କୋରାପୁଟ ଜିଲ୍ଲା କୁନ୍ଦ୍ରାରେ ବିଜେପି ପାଇଁ ନିର୍ବାଚନ ପ୍ରଚାର କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ ବିଜେଡି ଆଦିବାସୀଙ୍କୁ କେବଳ ଭୋଟ…

ରାଜ୍ୟରେ ମହିଳା ବିରୋଧୀ ଅପରାଧ ବଢ଼ିଛି, ସରକାର ମୌନ କାହିଁକି : ବିଜେପି

ଭୁବନେଶ୍ୱର : ଆଜି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଓ ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରେସମିଟ୍ ।ପ୍ରେସମିଟରେ ବିଜେଡି ସରକାରଙ୍କ ବିରୋଧରେ ବର୍ଷିଲା ବିଜେପି । ରାଜ୍ୟରେ ମହିଳା ବିରୋଧୀ ଅପରାଧ ବଢିଛି, ସରକାର ମୌନ କାହିଁକି ବୋଲି ସେ ପ୍ରଶ୍ନ…

ଓଡ଼ିଶାରେ “ଭ୍ରଷ୍ଟାଚାରୀ”ଙ୍କ ପେଣ୍ଠସ୍ଥଳ ପାଲଟିଛି ନବୀନ ଶାସନ: ସଜ୍ଜନ ଶର୍ମା

ଭୁବନେଶ୍ୱର, ତା.୦୭/୦୫: ନିର୍ବାଚନ ମାହୋଲ ଏବେ ଗରମା ଗରମ ହେବା ଆରମ୍ଭ କରିଛି । ସାଧାରଣତଃ ନିର୍ବାଚନ ସମୟରେ ଯେଉଁ ରାଜନୈତିକ ଦଳ ସରକାରରେ ଥାଏ ସେ ବିଗତ ୫ବର୍ଷରେ କ’ଣ କରିଛି ତାହା ଉପସ୍ଥାପିତ କରେ । ଲୋକଙ୍କ ପ୍ରତିଶ୍ରୁତି…

ବିଜେଡ଼ି ଭୋଟ ବ୍ୟାଙ୍କ ପାଇଁ ଏସ୍‌ଏଚଜିର ଅପବ୍ୟବହାର କରୁଥିବା ଅଭିଯୋଗ ଆଣିଲା ବିଜେପି

ଭୁବନେଶ୍ୱର: ମହିଳାଙ୍କୁ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ସଶକ୍ତ କରିବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀର ସୃଷ୍ଟି କରାଯାଇଥିଲା । କିନ୍ତୁ ବିଜେଡି ଓଲଟା ନିଜର ଭୋଟ ବ୍ୟାଙ୍କକୁ ସଶକ୍ତ କରିବା ପାଇଁ ଏସ୍‌ଏଚଜିର ମା’, ଭଉଣୀମାନଙ୍କୁ ପ୍ରଲୋଭିତ କରିଆସୁଛି ।…