Tag: BJD

ଭିକେ ପାଣ୍ଡିଆନଙ୍କ ବାସଭବନ ଆଗରୁ ହଟିଲା ସୁରକ୍ଷା ବଳୟ

ଭୁବନେଶ୍ୱର ୟୁନିଟ୍‌ ୬ରେ ଥିବା ଭିକେ ପାଣ୍ଡିଆନଙ୍କ କ୍ୱାର୍ଟର ଆଗରେ କରାଯାଇଥିବା ବ୍ୟାରିକେଡ୍‌କୁ ହଟାଇ ଦିଆଯାଇଛି। ଗତକାଲି ବିଜେଡିର ଶୋଚନୀୟ ପରାଜୟ ପାଇଁ ଗତକାଲି ବିଜେଡି କର୍ମୀଙ୍କୁ ଭୁଲ୍ ମାଗି ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି ଭିକେ ପାଣ୍ଡିଆନ୍‌ । ଆଗରୁ ରାଜ୍ୟରେ…

ବାଧ୍ୟ କରି ବ୍ରହ୍ମଗିରିରେ ନିର୍ବାଚନ ଲଢ଼ିବାକୁ ପଠାଯାଇଥିଲା: ଉମା ସାମନ୍ତରାୟ

ବିଜେଡି ନେତା ଉମା ସାମନ୍ତରାୟ ଖୋଲିଲେ ବିଜେଡି ଅସନ୍ତୋଷ ପେଡ଼ି । ସେ କହିଛନ୍ତି , ତାଙ୍କୁ ବାଧ୍ୟକରି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀକୁ ପଠାଯାଇଥିିଲା । ସେ ୪ ଥର ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଜିତି ବିଧାୟକ ହୋଇଥିବା ବେଳେ…

ଦଳର ପରାଜୟ ପାଇଁ ପାଣ୍ଡିଆନଙ୍କୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ: ନବୀନ ପଟ୍ଟନାୟକ

ବିଜେଡି ରାଜ୍ୟରେ ପରାଜୟ ହେବା ପରେ ଭିକେ ପାଣ୍ଡିଆନ୍‌ଙ୍କୁ ନେଇ ଜାରି ରହିଥିବା ବିବାଦ ମଧ୍ୟରେ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗଣମାଧ୍ୟମ ଆଗରେ କହିଛନ୍ତି, ଗଣତନ୍ତ୍ରରେ ଜିତିବା, ହାରିବା ନିରନ୍ତର ପ୍ରକ୍ରିୟା। ଦୀର୍ଘଦିନ କ୍ଷମତାରେ ରହିବା ପରେ ହାରିବାକୁ…

ବିଜେଡିର ବରିଷ୍ଠ ନେତାଙ୍କୁ ନବୀନ ନିବାସରୁ ଡ଼କରା

ବିଜେଡିର ବରିଷ୍ଠ ନେତାଙ୍କୁ ନବୀନ ନିବାସକୁ ଡକାଯାଇଛି।ନିର୍ବାଚନରେ ପରାଜୟ ପରେ ନବୀନ ନିବାସରେ ବରିଷ୍ଠ ବିଜେଡ଼ି ନେତା ପହଞ୍ଚି ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିବେ। କିଛି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇପାରେ। ଏଥିପାଇଁ ପହଞ୍ଚୁଛନ୍ତି ଜଣକ ପରେ ଜଣେ ବରିଷ୍ଠ…

ଦିଲ୍ଲୀରେ ପାଣ୍ଡିଆନ; ବିଦେଶ ଯିବାକୁ ମସୁଧା !

ଦୀର୍ଘ ୨୪ବର୍ଷ ଧରି କ୍ଷମତାସୀନ ବିଜେଡିର ଦୁର୍ଗକୁ ଧୂଳିସାତ୍ କରି ବିଜେପି ରାଜ୍ୟରେ ପ୍ରଥମଥର ପାଇଁ ଏକାକୀ ସରକାର ଗଢ଼ିବାକୁ ଯାଉଛି । ବିଜେଡିର ଏଭଳି ନିର୍ବାଚନୀ ବିପର୍ଯ୍ୟୟ ପାଇଁ ଦଳର ଦ୍ୱିତୀୟ କ୍ଷମତାକେନ୍ଦ୍ର ଭିକେ ପାଣ୍ଡିଆନଙ୍କୁ ସାଧାରଣରେ ଦାୟୀ କରାଯାଉଛି…

ବିଜୁ ଜନତା ଦଳର ଦୁର୍ଦ୍ଦଶା ପାଇଁ ଦାୟୀ କେବଳ ପାଣ୍ଡିଆନ

ଶୁଭସ୍ମିତା ନାୟକ: ଆଜି ଲୋକଙ୍କ ମୁହଁରେ ଗୋଟିଏ କଥା, ନବୀନ ପଟ୍ଟନାୟକଙ୍କ ପରାଜୟ ଓ ବିଜୁ ଜନତା ଦଳର ଦୁର୍ଦ୍ଦଶା ପାଇଁ ଦାୟୀ କେବଳ ପାଣ୍ଡିଆନ। ଜଣେ ଅଣଓଡ଼ିଆ ଆସି ଓଡ଼ିଶାବାସୀଙ୍କ ନେତୃତ୍ୱ ନେବେ ଓ ରାଜନୀତିର ମଙ୍ଗ ଧରିବେ, ଲୋକେ…

ନବୀନ ନିବାସରୁ ନବନିର୍ବାଚିତ ବିଧାୟକଙ୍କୁ ଆସିଲା ଡାକରା

ବିଜେଡି ବିଧାୟକଙ୍କୁ ଡାକରା ପଠାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସଂଧ୍ୟାା ୫ଟାରେ ଆସି ନବୀନ ନିବାସରେ ପହଞ୍ଚିବାକୁ ଦିଆଯାଇଛି ନିର୍ଦ୍ଦେଶ। ନବ ନିର୍ବାଚିତ ବିଧାୟକଙ୍କୁ ସଂଧ୍ୟାରେ ଆସି ନବୀନ ନିବାସରେ ପହଞ୍ଚିବାକୁ କୁହାଯାଇଛି । କିନ୍ତୁ କେଉଁ କରଣ ପାଇଁ…

ମୁଖ୍ୟମନ୍ତ୍ରୀ ପଦରୁ ନବୀନ ପଟ୍ଟନାୟକ ଦେଲେ ଇସ୍ତଫା

ରାଜ୍ୟ ରାଜନୀତିରେ ବଡ ଧରଣର ଓଲଟପାଲଟ ହୋଇଛି । ୨୪ ବର୍ଷ ପରେ ପ୍ରଥମ ଥର ପାଇଁ ରାଜ୍ୟରେ ପଟ୍ଟ ପରିବର୍ତନ ହୋଇଛି । ୨୪ ବର୍ଷ ପରେ ଓଡ଼ିଶାରେ ସରକାର ବଦଳିବାକୁ ଯାଉଛି। ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି…

ଓଡ଼ିଶାରେ ବିଜେଡିର ଶୋଚନୀୟ ସ୍ଥିତି, ଗୋଟାଏ ବି ଲୋକସଭା ଆସନ ଜିତିପରିଲାନି ବିଜେଡି

ସାଧାରଣ ନିର୍ବାଚନ ଫଳାଫଳ ଆସିବା ପରେ ଭାଜପା ଓଡ଼ିଶାରେ ରେକର୍ଡ ବିଜୟ ଦିଗରେ ଅଗ୍ରସର ହେଉଛି। ଫଳରେ ପ୍ରଥମ ଥର ପାଇଁ ଦଳ ସରକାର ଗଢ଼ିବ ବୋଲି ସ୍ପଷ୍ଟ ହୋଇଛି। କେବଳ ବିଧାନସଭା ନୁହେଁ ବରଂ ଲୋକ ସଭାରେ ମଧ୍ୟ ଦଳ…

ହିଞ୍ଜିଳି ବିଧାନସଭା ଆସନରୁ ଜିତିଲେ ନବୀନ

ଚଳିତବର୍ଷ ନିର୍ବାଚନରେ ହିଞ୍ଜିଳିରେ ବିଧାନସଭା ଆସନରୁ ଜିତିଲେ ନବୀନ। ନିଜ ପାରମ୍ପରିକ ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ନିର୍ବାଚିତ ହୋଇଛନ୍ତି। ଭାଜପାର ଶିଶିର ମିଶ୍ରଙ୍କୁ ହରାଇ ନବୀନ ବିଜୟଲାଭ କରିଛନ୍ତି। ଭାଜପା ପ୍ରାର୍ଥୀଙ୍କୁ ୪ ହଜାରରୁ ଅଧିକ ଭୋଟରେ ନବୀନ…