Tag: Bishnupada Sethi

Major IAS Reshuffle in Odisha: ରାଜ୍ୟରେ ଆଇଏଏସ୍ ସ୍ତରରେ ଅଦଳବଦଳ: ବିଷ୍ଣୁପଦ ସେଠୀ ହେଲେ ଜିଏ ବିଭାଗର ପ୍ରମୁଖ ଶାସନ ସଚିବ; ରୂପା ମିଶ୍ରଙ୍କୁ ମିଳିଲା ପଞ୍ଚାୟତରାଜ ବିଭାଗ

ରାଜ୍ୟ ସରକାର ଆଜି ଆଇଏଏସ୍ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରି ବରିଷ୍ଠ ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି। ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟରେ ଏକାଧିକ…

ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କୁ ଆଶ୍ୱସ୍ତି; ବଢିଲା ଅନ୍ତରୀଣ ସୁରକ୍ଷା

ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ମିଳିଲା ଆଶ୍ୱସ୍ତି । ତାଙ୍କ ଅନ୍ତରୀଣ ଜାମିନ ଅବଧି ବୃଦ୍ଧି । ଜୁଲାଇ ୧୮ ତାରିଖ ଯାଏଁ ଅନ୍ତରୀଣ ସୁରକ୍ଷାକୁ ବଳବତ୍ତର ରଖିଛନ୍ତି ହାଇକୋର୍ଟ। ଏହି ଅବଧି ମଧ୍ୟରେ ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ…

ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ବଢ଼ିଲା ଅଡ଼ୁଆ; ହାଇକୋର୍ଟରେ ଆବେଦନ ଖାରଜ

ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ବଢ଼ିଲା ଅଡ଼ୁଆ । ହାଇକୋର୍ଟରେ ବିଷ୍ଣୁପଦଙ୍କ ଆବେଦନ ଖାରଜ । ଓଡ଼ିଶା ବ୍ରିଜ୍ ଆଣ୍ଡ୍ ରୁଫ୍ କର୍ପୋରେସନର ୧୦ ଲକ୍ଷ ଟଙ୍କା ଲାଞ୍ଚ ଅଭିଯୋଗ ମାମଲାରେ ବିଷ୍ଣୁପଦଙ୍କ ଘରେ ସିବିଆଇ ରେଡ୍ କରିଥିଲା । ସିବିଆଇ ରେଡ୍‌କୁ…

ଆଇଏଏସ ବିଷ୍ଣୁପଦଙ୍କ ବଢ଼ିଲା ଅନ୍ତରୀଣ ସୁରକ୍ଷା

ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍ ପ୍ରସଙ୍ଗକୁ ନେଇ ବଢିଲା ବିଷ୍ଣୁପଦ ଓ ତାଙ୍କ ପରିବାରର ଅନ୍ତରୀଣ ସୁରକ୍ଷା। ଅନ୍ତରୀଣ ସୁରକ୍ଷା ବଢାଇଛନ୍ତି ହାଇକୋର୍ଟ। ବ୍ରିଜ୍‌ ଆଣ୍ଡ ରୁଫ୍‌ କର୍ପୋରେସନ ଲିମିଟେଡ୍‌ ଲାଞ୍ଚ ମାମଲା ଅନ୍ତରୀଣ ସୁରକ୍ଷା ବଳବତ୍ତର ରଖିଲେ…

ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି; ପରବର୍ତ୍ତୀ ଶୁଣାଣି ଯାଏଁ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍‌

ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି; ପରବର୍ତ୍ତୀ ଶୁଣାଣି ଯାଏଁ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍‌ ଲଗାଇଲା ଓଡିଶା ହାଇକୋର୍ଟ । ମାର୍ଚ୍ଚ ୪ ତାରିଖରେ ଏହି ଘଟଣାର ପରବର୍ତ୍ତୀ ଶୁଣାଣି ହେବ । ପୂର୍ବରୁ ତାଙ୍କ ବାସ ଭାବନରେ ସିବିଆଇ…

ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ

ବରିଷ୍ଠ ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ଚଢାଉ।ଆଜି ସକାଳ ୭ ଟାରେ ବିଷ୍ଣୁପଦଙ୍କ ସରକାରୀ କ୍ବାର୍ଟର୍ସରେ ପହଞ୍ଚି ମାରାଥନ୍ ରେଡ୍ କରୁଛନ୍ତି ସିବିଆଇର ୮ ଜଣିଆ ଟିମ୍‌ । ବ୍ରିଜ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍‌କୁ ନେଇ ସିବିଆଇ ଖୋଳତାଡ଼…

ବିଷ୍ଣୁପଦ ମାମଲାରେ ସିବିଆଇକୁ ଯିବେ କି ସରକାର ?

ତିନି ‘ଏମ୍’ଙ୍କୁ ମିଳିଗଲା ଜାମିନ । ତିନି ଏମ୍ ହେଲେ -ମୁଖାର୍ଜୀ, ମହାପାତ୍ର ଏବଂ ମହାରଣା। ବ୍ରିଜ ଆଣ୍ଡ ରୂଫ କମ୍ପାନୀର ୧୦ଲକ୍ଷ ଟଙ୍କାର ଲାଞ୍ଚ ମାମଲାରେ ଏହି ତିନିଜଣଙ୍କୁ ଗିରଫ କରିଥିଲା ସିବିଆଇ। ରିମାଣ୍ଡରେ ନେଇଥିଲା । ଜେରା କଲା…

ଆସନ୍ତାକାଲି ଜାମିନ ଆବେଦନ କରିବେ ଆଇଏଏସ ଅଧିକାରୀ ବିଷ୍ନୁପଦ ସେଠୀ

ଆଜି ସିବିଆଇଙ୍କ ନିକଟରେ ଉପସ୍ଥିତ ହେବାପାଇଁ ନିର୍ଦ୍ଧେଶ ଥିଲେ ହେଁ ଉପସ୍ଥିତ ହୋଇନଥିଲେ ବରିଷ୍ଠ ଆଇଏଏସ ବିଷ୍ନୁପଦ ସେଠୀ । ଏ ବାବଦରେ ପ୍ରତିକ୍ରିୟା ରଖିଛନ୍ତି ବିଷ୍ଣୁପଦ ସେଠୀଙ୍କ ଓକିଲ। ଓକିଲ ଙ୍କ କହିବା ଅନୁସାରେ “ସାରଙ୍କ ଦେହ ଖରାପ ସେ…

ସିବିଆଇ ସମ୍ମୁଖରେ ଆଜି ହାଜର ହୋଇପାରନ୍ତି ବିଷ୍ଣୁପଦ ସେଠୀ

‘ବ୍ରିଜ୍‌ ଆଣ୍ଡ୍‌ ରୁଫ୍ କର୍ପୋରେସନ୍‌’ର ଭୁବନେଶ୍ବର ଜିଜିଏମ୍ ଚଞ୍ଚଲ୍‌ ମୁଖାର୍ଜୀଙ୍କୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ଦିଆଯିବା ମାମଲା ଭିନ୍ନ ମୋଡ଼ ନେଇଛି। ଏହି ମାମଲାରେ ବରିଷ୍ଠ ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କ ନାଁ ଆସିବା ପରେ ସମ୍ପୂର୍ଣ ଘଟଣା ନୂଆ ମୋଡ଼…

ମାଲକାନଗିରିରେ ବନ୍ୟା ସ୍ଥିତି ନେଇ ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ସୂଚନା

ଲଗାଣ ବର୍ଷାରେ ଅଧିକ ପ୍ରଭାବିତ ହୋଇଥିବା ମାଲକାନଗିରିର ସ୍ଥିତି ନେଇ ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ସୂଚନା । ସେ କହିଛନ୍ତି ମାଲକାନଗିରିରେ ଜଳବନ୍ଦୀରେ ଥିବା ୧୬୨ ଜଣଙ୍କୁ ଉଦ୍ଧାର କରିଛନ୍ତି ଓଡ୍ରାଫ ଓ ଅଗ୍ନିଶମ ବିଭାଗ । ସେଥିମଧ୍ୟରୁ ୫୪…