Tag: Biju Janata Dal

Mahanadi Water Dispute: ଦିଲ୍ଲୀରେ ଓଡ଼ିଶା-ଛତିଶଗଡ଼ ବୈଠକରେ ହୋଇଥିବା ଆଲୋଚନାକୁ ସାର୍ବଜନୀନ କରିବାକୁ ବିଜେଡିର ଦାବି

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ଼ ଅରୁଣ ସାହୁ ଓ ବରିଷ୍ଠ ସାଧାରଣ ସମ୍ପାଦକ ଭୃଗୁ ବକ୍ସୀପାତ୍ର…

BJD Mass Resignation: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ

ବିଜୁ ଜନତା ଦଳ (ବିଜେଡି)କୁ ଭଦ୍ରକ ଜିଲ୍ଲାରେ ଆଜି ବଡ଼ ଝଟକା ଲାଗିଛି । ଦଳର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଏବଂ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ସମେତ ୫୦୦ରୁ ଅଧିକ କର୍ମୀ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ…

Tributes To Biju Patnaik: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ପାଳିତ

ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନ ଠାରେ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇଛନ୍ତି । ବିଜୁ ବାବୁଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି…

Farmers Rally In Bargarh: ବରଗଡ଼ରେ ବିଜେଡିର ବିଶାଳ ଚାଷୀ ସମାବେଶ

ଚଳିତ ଖରିଫ ଋତୁରେ ବରଗଡ଼ ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ଚାଷୀ ଭାଇ ଭଉଣୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଓ ତାର ତ୍ୱରିତ ସମାଧାନ ପାଇଁ ବରଗଡ଼ର ସୋହେଲା ଠାରେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ନେତୃତ୍ୱରେ ବରଗଡ଼…

ନୂଆପଡ଼ା ଉପନିର୍ବାଚନ: କେତେ ଦମ୍ ରେ ଲଢ଼ିବ ବିଜେଡି ?

ନୂଆପଡ଼ା ବିଧାନସଭା କ୍ଷେତ୍ର ପାଇଁ ଉପନିର୍ବାଚନ ତାରିଖ ଘୋଷଣା ହୋଇଛି । ଆସନ୍ତା ୧୧ ତାରିଖରେ ମତଦାନ ଓ ୧୪ରେ ଭୋଟ ଗଣତି ପାଇଁ ତାରିଖ ଧାର୍ଯ୍ୟ ହୋଇଛି । ରାଜ୍ୟରେ ନୂଆ କରି ସରକାର ଗଠନ କରିଥିବା ବିଜେପି ନେତୃତ୍ୱରେ…

ସବୁ ସମର୍ପି ଦେଇ ବି ବିଜୁଙ୍କୁ ଦିଆଇ ପାରିଲେନି ଭାରତ ରତ୍ନ

ନବୀନ ଦାସ: ଭୀମ ଭୋଇଙ୍କର ଏକ ବଡ଼ ଲୋକପ୍ରିୟ ଜଣାଣଟି ହେଲା ‘ସମର୍ପି ଦେଲି ପାଇଲ ସର୍ବ । ବୁଝ କି ନବୁଝ ସ୍ୱାମୀ ଗୁରୁଦେବ ।’ ଟିକେ ବୁଲେଇ ଦେଖିଲେ ବିଜୁ ଜନତା ଦଳକୁ ଏହା ଖାପ ଖାଇଯାଉଛି ।…

ଅପରିପକ୍ୱ ବିଜେଡି ସରକାର ଆଦିବାସୀ ବିରୋଧୀ : ବଳଭଦ୍ର ମାଝୀ

ଭୁବନେଶ୍ୱର: ଗତ ୨୧ଡିସେମ୍ବର ୨୦୨୩ରେ ରାୟଗଡା ଜିଲ୍ଲା ଚନ୍ଦ୍ରପୁରର ମା’ଗୃହରେ ଜଣେ ଆଦିବାସୀ ଦିବ୍ୟାଙ୍ଗ ଯୁବତୀ ଲକ୍ଷ୍ମୀ ମାଝୀଙ୍କୁ ମାରି ଦେଇଥିବା ଘଟଣାକୁ ନେଇ ରାଜ୍ୟ ସରକାର ସମ୍ବେଦନଶୀଳତା ହରାଇଥିବା ଏକ ଦୁର୍ଭାଗ୍ୟଜନକ । ହତ୍ୟାକୁ ୧୦ଦିନ ବିତିଯାଇଥିଲେ ମଧ୍ୟ ବର୍ତମାନ…