Tag: Baragarh Ex-PEO

PMAY-G Bribery Case: ଲାଞ୍ଚ ମାମଲାରେ ପୂର୍ବତନ PEOଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ଲାଞ୍ଚ ନେବା ମାମଲାରେ ବରଗଡ଼ ଜିଲ୍ଲା ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଦାଖଲ ମାମଲାର ଶୁଣାଣି କରି ବରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ତାଙ୍କୁ…