ତାଜା ଖବର ରାଜ୍ୟ Balangir to Lakhna New Railway Line: ବଲାଙ୍ଗିର-ପାଟଣାଗଡ଼-ଲଖନା ନୂଆ ରେଳପଥକୁ ସ୍ୱତନ୍ତ୍ର ରେଳ ପ୍ରକଳ୍ପ ମାନ୍ୟତା November 26, 2026 Papirani ପଶ୍ଚିମ ଓଡ଼ିଶାର ଗମନାଗମନ ଓ ଅର୍ଥନୈତିକ ବିକାଶର ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି ବଲାଙ୍ଗିର-ପାଟଣାଗଡ଼-ଲଖନା ନୂଆ ବ୍ରଡଗେଜ୍ ରେଳ ପ୍ରକଳ୍ପ। ଦୀର୍ଘ ଦିନର ପ୍ରତୀକ୍ଷା ପରେ ଏହି ପ୍ରକଳ୍ପକୁ ‘ସ୍ୱତନ୍ତ୍ର ରେଳ ପ୍ରକଳ୍ପ’ ଭାବେ ସ୍ୱୀକୃତି ମିଳିଥିବା ନେଇ ପୂର୍ବତଟ ରେଳପଥ…