Tag: Application deadline

Application Deadline Extended for OAV Admission: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନାମଲେଖା ଅବଧି ବୃଦ୍ଧି: ନଭେମ୍ବର ୨୯ ପର୍ଯ୍ୟନ୍ତ ବଢ଼ିଲା ଅନଲାଇନ୍ ଆବେଦନ

ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV)ରେ ୨୦୨୭-୨୮ ଶିକ୍ଷାବର୍ଷ ପାଇଁ ନାମଲେଖା ଆଶାୟୀ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କ ପାଇଁ ଆସିଛି ଏକ ଆଶ୍ୱସ୍ତିକର ଖବର। ଅନଲାଇନ୍ ଆବେଦନର ଶେଷ ତାରିଖକୁ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ବୃଦ୍ଧି କରାଯାଇ…