Tag: Airport

ଭୁବନେଶ୍ବର ବିମାନବନ୍ଦରର ଘରୋଇକରଣ ପ୍ରସଙ୍ଗରେ ବିଜେଡ଼ିର ଅସନ୍ତୋଷ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଘରୋଇକରଣ ଯୋଜନା ଉପରେ କାମ ଆରମ୍ଭ କରିଛନ୍ତି। ଭାରତରେ ବିମାନବନ୍ଦର ସଂଖ୍ୟା ବଢ଼ୁଥିବା ବେଳେ ଦେଶରେ ଥିବା ୧୧ଟି ବିମାନବନ୍ଦରର ଘରୋଇକରଣ କରାଯିବ। ସେହି ତାଲିକାରେ ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନାମ ରହିଛି।…

ବିମାନବନ୍ଦର ଛାତ ଭୁଶୁଡ଼ିବା ଘଟଣାରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା

ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ରେ ଛାତ ଭୁଶୁଡ଼ିଥିବା ଘଟଣାରେ ମୃତ ସଂଖ୍ୟା ୩କୁ ବୃଦ୍ଧି।ବିମାନବନ୍ଦରର ଟର୍ମିନାଲ-୧ର ଛାତର ଏକ ଅଂଶ ଭୁଶୁଡ଼ି ସେଠାରେ ଥିବା ଗାଡ଼ି ଉପରେ ପଡ଼ିଯାଇଥିଲା। ଫଳରେ ଏପର୍ଯ୍ୟନ୍ତ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ…

ଭୁଶୁଡିଲା ବିମାନବନ୍ଦର ଛାତ: ୧ ମୃତ ଓ ଏକାଥିକ ଗୁରୁତର

ଦିଲ୍ଲୀ ବିମାନବନ୍ଦରର ଭୁଶୁଡ଼ିଲା ଛାତ। ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତ ଅଚାନକ ଭୁଶୁଡିବାରୁ ୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଥିବା ସୂଚନା ମିଳିଛି । ଛାତ ଭଗ୍ନାଂବଶେଷ ଗୁଡ଼ିକ ଟର୍ମିନାଲ-୧ରେ ଥିବା କିଛି କାର୍‌ ଉପରେ…

ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହୋଇଛି ୭୫ ଲକ୍ଷ ଟଙ୍କା

ଭୁବନେଶ୍ୱର; ବିମାନବନ୍ଦରରୁ ଜବତ ହୋଇଛି ପୁଳାପୁଳା ଟଙ୍କା । ସାଧାରଣ ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ବିଭିନ୍ନ ସ୍ଥାନରୁ ପୁଳାପୁଳା ଟଙ୍କା ଜବତ କରାଯାଉଛି । ଭୁବନେଶ୍ୱର ବିମାନବନ୍ଦରରୁ ଦୁଇଜଣ ବ୍ୟକ୍ତିଙ୍କ ଲଗେଜରୁ ନଗଦ ୭୫ଲକ୍ଷ ଟଙ୍କା ଜବତ କରାଯାଇଛି।…

ମାଲକାନଗିରି ବିମାନ ବନ୍ଦରର ପ୍ରଥମ ପରୀକ୍ଷଣ ହେଲା ସଫଳ

ମାଲକାନଗିରି :ବାଣିଜ୍ୟିକ ଉଡ଼ାଣ ପୂର୍ବରୁ ପ୍ରଥମ ପରୀକ୍ଷଣ ବିମାନ ମାଲକାନଗିରି ବିମାନ ବନ୍ଦରରେ ସଫଳତାର ସହ ଅବତରଣ କରିଛି। ମାଲକାନଗିରିକୁ ବିମାନ ଯୋଗାଯୋଗ ବିକାଶର ଏକ ନୂତନ ଯୁଗଆରମ୍ଭ କରିବ, ବ୍ୟବସାୟ ଏବଂ ପର୍ଯ୍ୟଟନର ବାଟ ଖୋଲିବ ଏବଂ ଏହି ଅଞ୍ଚଳର…