ତାଜା ଖବର ରାଜନୀତି ରାଜ୍ୟ Koko Padhi Takes Charge as AICC Co-Incharge: ଓଡ଼ିଶା କଂଗ୍ରେସ ସହ-ପ୍ରଭାରୀ ଭାବେ ଦାୟିତ୍ୱ ନେଲେ ପୂର୍ଣ୍ଣଚନ୍ଦ୍ର କୋକୋ ପାଢ଼ୀ November 25, 2026 Papirani ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନବନିଯୁକ୍ତ ଏଆଇସିସି ସହ-ପ୍ରଭାରୀ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ଓରଫ ‘କୋକୋ ପାଢ଼ୀ’ ବିଧିବଦ୍ଧ ଭାବେ ନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ବୁଧବାର କଂଗ୍ରେସ ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ସେ ଆଗାମୀ ନଭେମ୍ବର ୨୬…