Tag: Agricultural Growth

Agricultural Growth Accelerates in Odisha: କୃଷିରେ ଉନ୍ନତି ସହ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରିଛି ବିଜେପି ସରକାର: ସନ୍ତୋଷ ଖଟୁଆ

ଓଡ଼ିଶାର କୃଷି କ୍ଷେତ୍ରରେ ନୂତନ ଜାଗରଣ ସୃଷ୍ଟି କରିବା ସହ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରିବା ପାଇଁ ବର୍ତ୍ତମାନର ବିଜେପି ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ନିର୍ବାଚନୀ ପ୍ରତିଶ୍ରୁତି ମୁତାବକ ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କାକୁ ବୃଦ୍ଧି…