ତାଜା ଖବର ଦେଶ Japan Earthquake: ଜାପାନରେ ଶକ୍ତିଶାଳୀ ଭୂମିକମ୍ପ ଝଟକା; ୨୦ରୁ ଅଧିକ ଆହତ August 23, 2026 Papirani ଜାପାନରେ ୫.୯ ତୀବ୍ରତାର ଏକ ଭୂମିକମ୍ପ ହୋଇଛି । ଏହାର ଝଟକା ରାଜଧାନୀ ଟୋକିଓ ସମେତ ଇବାରାକି, ଚିବା ଓ ସାଇତାମାରେ ଅନୁଭୂତ ହୋଇଛି । ଭୂମିକମ୍ପର କେନ୍ଦ୍ର ଇବାରାକିର ଦକ୍ଷିଣ ଅଞ୍ଚଳରେ ଭୂପୃଷ୍ଠଠାରୁ ପ୍ରାୟ ୭୦ କିଲୋମିଟର ତଳେ ଥିଲା…