ତାଜା ଖବର ରାଜ୍ୟ +3 Admission Process Begins in Odisha: ଆଜିଠୁ +୩ ନାମଲେଖା ଆରମ୍ଭ May 27, 2026 Papirani ରାଜ୍ୟରେ ସ୍ନାତକ (ଯୁକ୍ତ ତିନି) ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠୁ ଅନ୍ଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜିଠାରୁ ଜୁନ୍ ୧୦ ତାରିଖ ରାତି ୧୧ଟା ୪୫ ମିନିଟ୍ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ସାମ୍ସ (SAMS) ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। ଯୁକ୍ତ…