ରାୟଗଡ଼ା ରେଳ ଷ୍ଟେସନ ନିକଟରୁ ବିପୁଳ ଟାବ୍‌ଲେଟ୍‌ ଧରିଲେ ଲୋକେ। ଏମିତି ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି।

ଏକ କଣ୍ଟେନରରୁ ୮ଟି ଇନୋଭା ଗାଡ଼ିରେ ଲୋଡ୍‌ ବେଳେ ଧରାପଡ଼ିଛି।ମୋଟ ୧୯, ୬୦୦ ଟାବ୍‌ଲେଟ୍‌ ଧରିଛି ପୋଲିସ। ସୂଚନା ଅନୁଯାୟୀ ମିଳିଥିବା ଟାବ୍‌ଲେଟ୍‌ରେ ମୁଖ୍ୟମନ୍ତ୍ରୀ ଓ ୫ଟି ଫଟୋ ଲାଗିଛି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *