ପଦ୍ମପୁର : ଚେକିଂବେଳେ ବାଇକ୍ରୁ ୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ ହୋଇଛି । ଝାରବନ୍ଧ ଥାନା ଡଭା ଛକରେ ଚେକିଂ ବେଳେ ଜବତ ହୋଇଛି । ୬ ଲକ୍ଷ ୫୨ ହଜାର ଟଙ୍କା କରିଛି ଝାରବନ୍ଧ ଥାନା ପୋଲିସ । ବାଇକ୍ ଆରୋହୀଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି ପୋଲିସ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *