ନୟାଗଡ : ସରପଞ୍ଚଙ୍କ ସ୍ୱାମୀ ନାଁରେ ଦୁଷ୍କମ ଅଭିଯୋଗ ମାମଲା । ଓଡଗାଁ ଥାନା ଅଞ୍ଚଳରେ ଦୁଷ୍କମ ମାମଲାରେ ତାତିରେ ବିଜେପି କର୍ମୀ । ଅଭିଯୁକ୍ତଙ୍କୁ ଗିରଫ ଦାବୀରେ ଥାନା ଘେରିଲେ ବିଜେପି କର୍ମୀ । ଥାନା ଭିତରକୁ ଧସେଇ ପଶିବା ବେଳେ ପୋଲିସ ସହ ଧସ୍ତାଧସ୍ତି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *