ଭୁବନେଶ୍ୱରରେ ଖୋଲିବ SEBIର ବ୍ରାଞ୍ଚ ଅଫିସ । ଓଡ଼ିଶାରେ ନିବେଶକଙ୍କ ପହଞ୍ଚିବା ଏବଂ ନିୟାମକ ଉପସ୍ଥିତିକୁ ସୁଦୃଢ଼ କରିବା ପାଇଁ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (SEBI) ଖୁବ୍ ଶୀଘ୍ର ଭୁବନେଶ୍ୱରରେ ଏକ ଶାଖା କାର୍ଯ୍ୟାଳୟ ଖୋଲିବ। ଏ ନେଇ ସୂଚନା ଦେଲେ SEBI ଅଧକ୍ଷ ତୁହିନକାନ୍ତ ପାଣ୍ଡେ । ଏହା ହେବ ପୂର୍ବ ଭାରତରେ SEBIର ପ୍ରଥମ କାର୍ଯ୍ୟାଳୟ । କିଛି ମାସ ମଧ୍ୟରେ ଆରମ୍ଭ ହେବ ଆଞ୍ଚଳିକ କାର୍ଯ୍ୟାଳୟ । Post navigation Odia Youth Killed in Ukraine Drone: ରୁଷିଆ-ୟୁକ୍ରେନ୍ ଯୁଦ୍ଧରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ All accused identified in Balianta Soumya Murder Case: Crime Branch DG