ରାୟଗଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ ପଟ୍ଟନାୟକ ଗିରଫ। ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଗିରଫ କଲା ଭିଜିଲାନ୍ସ ଟିମ୍ । କାର୍ଯ୍ୟ ଅଭିଜ୍ଞତା ପ୍ରମାଣପତ୍ର ପାଇଁ ଠିକାଦାରଙ୍କଠାରୁ ନେଉଥିଲେ ଲାଞ୍ଚ । ରାୟଗଡ଼ା କ୍ୱାର୍ଟରରୁ ଲାଞ୍ଚକୁ ମିଶାଇ ମୋଟ୍ ୫ ଲକ୍ଷ ୩୯ ହଜାର ଟଙ୍କା ଜବତ କରାଯାଇଛି। ଗତ ଜୁନ୍ ୩୦ରେ ଚାକିରିରୁ ଅବସର ନେଇଥାନ୍ତେ ଯନ୍ତ୍ରୀ ପ୍ରସନ୍ନ ପଟ୍ଟନାୟକ । Post navigation Puri Encounter: ବଳିଆପଣ୍ଡା ହୋଟେଲ୍ ମାଲିକ ହତ୍ୟା ମାମଲା; ଅଭିଯୁକ୍ତ ଚନ୍ଦନ ପଲାରଙ୍କୁ ଏନ୍କାଉଣ୍ଟର यूपी में अवैध इमारतों में चल रहे कोचिंग सेंटर्स पर एक्शन, खान सर समेत 84 सेंटर सील