ବିଜେପି ଏବଂ ବିଜେଡି ମଧ୍ୟରେ ସମ୍ଭାବ୍ୟ ମେଣ୍ଟ ଚର୍ଚ୍ଚା ଭିତରେ ରାଜ୍ୟପାଳ ରଘୁବର ଦାସ ଆଜି ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଗୁରୁତ୍ଵପୂର୍ଣ୍ଣ ବୈଠକ କରିଛନ୍ତି।
ତେବେ ତାଙ୍କ ଭିତରେ କଣ ରାଜନୈତିକ ଚର୍ଚ୍ଚା ହୋଇଛି ତାହା ଆଗକୁ ଜଣାପଡିବ।
One Step Ahead