ଘରୋଇ ବସକୁ ୮ ଲକ୍ଷ ୪୦ ହଜାର ଟଙ୍କାର ଜରିମାନା । ଛତ୍ରପୁର ଏନ୍ଏଚ୍ରେ ଯାଞ୍ଚ ବେଳେ ‘ଜୟଶ୍ରୀ’ ନାମକ ଏକ ଘରୋଇ ବସ୍ (ଓଡି ୧୯ ଆର୍ ୪୫୯୭)କୁ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଜରିମାନା ଲଗାଯାଇଛି। ଫିଟ୍ନେସ, ରୋଡ୍ ଟ୍ୟାକ୍ସ, ପଲ୍ୟୁସନ, ବୀମା, ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ୮ ଲକ୍ଷ ୪୦ ହଜାର ଟଙ୍କାର ଜରିମାନା ଲଗାଇଛି ପରିବହନ ବିଭାଗ । Post navigation Deep Depression crosses Odisha-WB Coast, Heavy Rainfall likely in Next 24 Hours