ଆଜି ରାତିରେ ଉତ୍ତର ପ୍ରଦେଶରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ବର ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କର ଦର୍ଶନାଭିଳାଷୀ ବିମାନ ବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜଭବନରେ ରାତ୍ରୀଯାପନ କରିବେ ଏବଂ କାଲି ବ୍ରହ୍ମପୁର ଓ ନବରଙ୍ଗପୁର ଗସ୍ତ କରିବେ

ସେ ସକାଳ ୧୦ଟାରେ ବ୍ରହ୍ମପୁର ଓ ଦିନ ୧୨:୧୫ରେ ନବରଙ୍ଗପୁରରେ ନିର୍ବାଚନୀ ସଭାରେ ଯୋଗଦେବେ ।

By Nirvay

Leave a Reply

Your email address will not be published. Required fields are marked *