ତେଲ ପାଇଁ ଚାଲିଗଲା ରୋଗୀର ଜୀବନ। ଅଧବାଟରେ ଆମ୍ବୁଲାନ୍ସରୁ ପଟ୍ରୋଲ ସରିଯିବା ଫଳରେ ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗ ଏବେ ସାମ୍ନାକୁ ଆସିଛି। କେନ୍ଦ୍ରାପଡା ଅଞ୍ଚଳରେ ଜଣେ ଯୁବକ ବିଷ ପିଇ ଗୁରୁତର ହେବାରୁ ଭୁବନେଶ୍ବର ହସ୍ପିଟାଲକୁ ନେବା ସମୟରେ କାଠଯୋଡୀ ନଦୀ ବ୍ରିଜ ଉପରେ ହଠାତ ପେଟ୍ରୋଲ ଶେଷ ହୋଇଯାଇଥିଲା ଫଳରେ କିଛି ସମୟ ପରେ ରୋଗୀଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । Post navigation Transfer Mandatory for Revenue Staff Posted Over 3 Years in One Office Southwest Monsoon likely to hit Kerala on May 26: IMD