ତାଜା ଖବର ରାଜ୍ୟ CM Mohan Majhi Extends Nuakhai Greetings to People of Odisha September 14, 2026 Nirvay
ତାଜା ଖବର ରାଜ୍ୟ CM Mohan Majhi Extends Nuakhai Greetings to People of Odisha September 14, 2026 Nirvay
ତାଜା ଖବର ରାଜ୍ୟ Kataka Police Crack the Whip on Forced Donations: କଟକରେ ଜୋରଜବରଦସ୍ତ ଚାନ୍ଦା ଆଦାୟ ଅଭିଯୋଗ; ୩ ଜଣଙ୍କୁ ଗିରଫ କଲା ପୋଲିସ September 14, 2026 Papirani
ଖେଳ ତାଜା ଖବର ଦେଶ Dhiraj Bommadevara Creates History, Wins Archery World Cup Final Gold September 14, 2026 Nirvay
ତାଜା ଖବର ରାଜ୍ୟ ରାଜ୍ୟରେ ଆରମ୍ଭ ହେଲା ‘ଆମ ଶାସନ’ ବ୍ୟବସ୍ଥା August 26, 2025 Papirani ରାଜ୍ୟରେ ଆରମ୍ଭ ହେଲା ‘ଆମ ଶାସନ’ ବ୍ୟବସ୍ଥା । ରାଜ୍ୟରେ ‘ଆମ ଶାସନ’ ବ୍ୟବସ୍ଥାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଡିଜିଟାଲ ଯୋଜନା ମାଧ୍ୟମରେ ସାଧାରଣ ଲୋକଙ୍କୁ ମତାମତ ନେବେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ । ରାଜ୍ୟ…
ତାଜା ଖବର ରାଜ୍ୟ ବନ୍ୟା ସ୍ଥିତି ଅନୁଧ୍ୟାନ ପାଇଁ ଯାଜପୁର ଯିବେ ରାଜସ୍ବ ମନ୍ତ୍ରୀ August 26, 2025 Papirani ଯାଜପୁରକୁ ଛାଡ଼ି ବନ୍ୟା ସ୍ଥିତି ସବୁ ଜିଲ୍ଲାରେ ସ୍ଥିତି ସ୍ବାଭାବିକ ରହିଛି । ତେଣୁ ବନ୍ୟା ସ୍ଥିତି ଅନୁଧ୍ୟାନ ପାଇଁ ଯାଜପୁର ଜିଲ୍ଲା ଯିବେ ରାଜସ୍ବ ମନ୍ତ୍ରୀ । ଯାଜପୁର ଜିଲ୍ଲା ଗସ୍ତ ପୂର୍ବରୁ ପ୍ରତିକ୍ରିୟା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ…
ତାଜା ଖବର ରାଜ୍ୟ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର; ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା August 26, 2025 Papirani ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଅଧିକ ଘନୀଭୂତ ହେବ । ଆଗାମୀ ୨ ଦିନରେ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ…
ତାଜା ଖବର ରାଜ୍ୟ ୧୫ ଦିନ ପରେ ଆନ୍ଦୋଳନରୁ ଓହରିଲା ଅମଲା ସଂଘ August 26, 2025 Papirani ଦୀର୍ଘ ୧୫ ଦିନ ଧରି ଜାରି ରହିଥିବା ଆନ୍ଦୋଳନକୁ ସ୍ଥଗିତ ରଖିଲା ଅମଲା ସଂଘ । ଗତକାଲି ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା ପରେ ସଂଘ ଆନ୍ଦୋଳନକୁ ସ୍ଥଗିତ ରଖିଛି । ଏ ନେଇ ସୂଚନା ଦେଇଛନ୍ତି ଅମଲା ସଂଘ…
ରାଜନୀତି ରାଜ୍ୟ ବିଜଦ ରୂପାନ୍ତରଣର ମିଳୁଛି ଆଭାସ; ଅରୁଣ କାର୍ଯ୍ୟକାରୀ ସଭାପତି, ସୁଜାତା ମହାସଚିବ ! August 26, 2025 Papirani ବିଜୁ ପଟ୍ଟନାୟକ ବଡ଼ପୁଅ ପ୍ରେମ ପଟ୍ଟନାୟକ ସସ୍ତ୍ରୀକ ନବୀନ ନିବାସକୁ ଆସିବା ଓ ରହିବା କେବଳ କ’ଣ ପାରିବାରିକ ଘଟଣା ? ପ୍ରେମ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ବଡ଼ଭାଇ । ମୁମ୍ବାଇ ହସ୍ପିଟାଲରେ ସ୍ପାଇନ ସର୍ଜରୀ ପରେ ପ୍ରେମ…
ତାଜା ଖବର ରାଜ୍ୟ ଆଜିଠୁ ରାଜ୍ୟରେ ଆରମ୍ଭ ଆମ ଶାସନ ବ୍ୟବସ୍ଥା; ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ଓ ପ୍ରଶାସନ August 26, 2025 Papirani ଆଜିଠୁ ରାଜ୍ୟରେ ଆମ ଶାସନ ବ୍ୟବସ୍ଥା । ଲୋକଙ୍କ ମତାମତ ଆଧାରରେ ନିର୍ଦ୍ଧାରଣ ହେବ ନୀତି । ରାଜ୍ୟରେ ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ନାଗରିକମାନଙ୍କଠାରୁ ସିଧାସଳଖ ମତାମତ ସଂଗ୍ରହ ପାଇଁ ଆମ ଶାସନ ବ୍ୟବସ୍ଥା ଆରମ୍ଭ…
ତାଜା ଖବର ରାଜ୍ୟ ଓଡିଶାରେ ସମବାୟ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ବିଭିନ୍ନ ପ୍ରସ୍ତାବ ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ August 25, 2025 Papirani ଆଜି ଲୋକସେବା ଭବନରେ କେନ୍ଦ୍ର ସମବାୟ ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମୋହୋଲ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସମବାୟ ରାଷ୍ଟ୍ରମନ୍ତ୍ରୀଙ୍କ ସହିତ ଓଡିଶାରେ ସମବାୟ କ୍ଷେତ୍ରର ଅଭିବୃଦ୍ଧି ବିଷୟରେ ଆଲୋଚନା କରିଛନ୍ତି। ଏହି ବୈଠକରେ ରାଜ୍ୟରେ…
ରାଜନୀତି ରାଜ୍ୟ ପୁଣି ପାଣ୍ଡିଆନଙ୍କୁ ଟାର୍ଗେଟ୍ କଲେ ସୌମ୍ୟରଞ୍ଜନ ପଟ୍ଟନାୟକ August 25, 2025 Nirvay ରୁବେନ ବାନାର୍ଜୀଙ୍କ ପୁସ୍ତକ ‘ନବୀନ ପଟ୍ଟନାୟକ’ ଉନ୍ମୋଚନ ଉତ୍ସବରେ ପୁଣି ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଛନ୍ତି ପୂର୍ବତନ ବିଧାୟକ ତଥା ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ । 5T ଅଧୀନରେ ସମସ୍ତ ସ୍କୁଲ ଏବେ ସୁନ୍ଦର ଶୌଚାଳୟ ପାଲଟିଯାଇଛି ।…
ରାଜ୍ୟ ଧାରଣାରତ ରାଜସ୍ଵ କର୍ମଚାରୀଙ୍କୁ ସରକାରଙ୍କ ନାଲିଆଖି August 25, 2025 Nirvay ରାଜ୍ୟରେ ଧାରଣାରତ ରାଜସ୍ଵ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜସ୍ଵ ବିଭାଗ ଚେତାବନୀ ଦେଇଛି । ଏ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ରାଜସ୍ଵ ବିଭାଗ ପକ୍ଷରୁ ଚିଠି ଜାରି କରାଯାଇଛି । ଛୁଟିରେ ଯାଇଥିବା ସମସ୍ତ କର୍ମଚାରୀଙ୍କ ତାଲିକା…
ରାଜନୀତି ରାଜ୍ୟ ସରକାରଙ୍କ ବିଫଳତା ଲୁଚାଇବାକୁ ବିଜେପି ବିଧାୟକଙ୍କ ଅବାଂଛିତ ମନ୍ତବ୍ୟ: ବିଜେଡି August 25, 2025 Nirvay ବିଜେପି ବିଧାୟକ ସରୋଜ ପାଢ଼ୀ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜୁ ଜନତା ଦଳ ପ୍ରତି ଦେଇଥିବା ଅରୁଚିକର ଓ ଅଶାଳୀନ ମନ୍ତବ୍ୟ ଉପରେ ବିଜୁ ଜନତା ଦଳ ପ୍ରତିକ୍ରିୟା ଦେଇ, ସରକାରଙ୍କ ବିଫଳତାକୁ ଲୁଚାଇବାକୁ ବିଧାୟକ ଏପରି…