ଦୁଷ୍ମର୍ମ ହତ୍ୟା ଘଟଣାରେ ରାଷ୍ଟ୍ରପତିଙ୍କ ଉଦବେଗ; ଝିଅମାନଙ୍କ ବିରୋଧରେ ଅପରାଧ ସହ୍ୟ କରାଯିବନି

କୋଲକାତାର ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ ସାକ୍ଷାକାରରେ ଦେଶରେ ହେଉଥିବା ଦୁଷ୍ମର୍ମ ହତ୍ୟା ଘଟଣାରେ ଉଦବେଗ ପ୍ରକାଶ କରି କହିଛନ୍ତି ଝିଅମାନଙ୍କ ବିରୋଧରେ ହେଉଥିବା ଅପରାଧ ଆଉ ସହ୍ୟ କରାଯିବନି…

ଭିଜିଲାନ୍ସ ଜାଲରେ ଆର୍‌ଆଇ

ପୁଣି ଭିଜିଲାନ୍ସ ଜାଲରେ ଜଣେ ସରକାରି ବାବୁ । ଲାଞ୍ଚ ନେବା ବେଳେ ଧରାପଡ଼ିଲେ ବାଲିକୁଦା ତହସିଲ ମଲ୍ଲିକାପୁର ଆର୍‌ଆଇ ବିଭୁଦତ୍ତ ସାହୁ । ଜଗତସିଂହପୁର ଭିଜିଲାନ୍ସ ବିଭାଗ ଦ୍ଵାରା ଆରଆଇ ବିଭୁଦତ ସାହୁଙ୍କୁ ଗିରଫ କରାଯାଇଛି। ଜମି କିସମ ବଦଳ…

ଦୁର୍ନୀତିଗ୍ରସ୍ତଙ୍କ ଆୟକର ଠକେଇର ଯାଞ୍ଚ କରାଯିବ – ଜଷ୍ଟିସ ପଶାୟତ

କଳାଧନ ପ୍ରସଙ୍ଗରେ ସରିଲା ଏସଆଇଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । କଟକ ସ୍ଥିତ ଅରଜିତ ପଶାୟତଙ୍କ ବାସଭବନରେ କଳାଧନ ସମ୍ପର୍କିତ ଏସଆଇଟି ବୈଠକ ପରେ ଜଷ୍ଟିସ ଅରିଜିତ ପଶାୟତଙ୍କ ମନ୍ତବ୍ୟ । ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଜଷ୍ଟିସ ଅରିଜିତ ପଶାୟତ କହିଛନ୍ତି ରାଜ୍ୟରେ…

ରାଜ୍ୟରେ ଗ୍ରାହକଙ୍କୁ ଠକୁଛନ୍ତି ବ୍ୟବସାୟୀ; ୩୭୦ ପେଟ୍ରୋଲ ପମ୍ପରେ ଗଫଲତି

ରାଜ୍ୟରେ ମାପ ଏବଂ ଓଜନରେ ଗ୍ରାହକଙ୍କୁ ଠକୁଛନ୍ତି କିଛି ବ୍ୟବସାୟୀ । ଆଜି ବିଧାନସଭାର ଗୃହରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଉତ୍ତରରେ କହିଛନ୍ତି ବର୍ଷକରେ ୨ ହଜାର ୮ ଶହ ୪୬ ଦୋକାନୀ ଗ୍ରାହକଙ୍କୁ ଠକିଥିବା ନଜରକୁ ଆସିଛି…

ରାଜ୍ୟରେ ୧୫ ହଜାର ୩୧୫ ବନ୍ଦ ରହିଛି ପଞ୍ଜୀକୃତ ଶିଳ୍ପ; କଟକରେ ସର୍ବାଧିକ

ରାଜ୍ୟରେ ୧୫ ହଜାରରୁ ଅଧିକ ବନ୍ଦ ରହିଛି ପଞ୍ଜୀକୃତ କରାଯାଇଥିବା ଶିଳ୍ପ । ବିଧାନସଭା ଗୃହରେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଉତ୍ତର ଦେଇ କହିଛନ୍ତି ଓଡ଼ିଶାରେ ୧୫ ହଜାର ୩୧୫ ପଞ୍ଜୀକୃତ କରାଯାଇଥିବା ଶିଳ୍ପ ବନ୍ଦ ରହିଛି । ଏଥି…

ମଣିଷ ଶରୀରରେ ଚିହ୍ନଟ ହେଲା ବାର୍ଡ ଫ୍ଲୁ ଭାଇରସ୍‌

ପୁରୀ ଜିଲ୍ଲା ମଙ୍ଗଳପୁରରେ ଜଣେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବା ସୂଚନା ଦେଲେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ । ସେ କହିଛନ୍ତି ବାର୍ଡ ଫ୍ଲୁ ଏକ ଭୁତାଣୁଜନିତ ରୋଗ ଯାହା ଦ୍ୱାରା କୁକୁଡା ଇତ୍ୟାଦି ପକ୍ଷୀ ଆକ୍ରାନ୍ତ ହୋଇଥାନ୍ତି…

ନୂଆଁଖାଇରେ ରାଜ୍ୟବାସୀଙ୍କୁ ମିଳିବ ସିଏମ୍‌ କିଷାନ ଟଙ୍କା

ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ସିଏମ କିଷାନ ଯୋଜନା । ଯେଉଁଥିରେ ଚାଷୀଙ୍କୁ ମିଳିବ ବର୍ଷକୁ ୨ଟି କିସ୍ତିରେ ୪ ହଜାର ଟଙ୍କା । ଆଜି ବିଧାନସଭାରେ ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ କୃଷିମନ୍ତ୍ରୀ କେଭି ସିଂଦେଓ ଉତ୍ତର ଦେଇ…

E KYC ଯାଞ୍ଚ ପରେ ରାଜ୍ୟବାସୀଙ୍କୁ ମିଳିବ ନୂଆ ରାସନ କାର୍ଡ

E KYC ଯାଞ୍ଚ ପରେ ରାଜ୍ୟବାସୀଙ୍କୁ ମିଳିବ ନୂଆ ରାସନ କାର୍ଡ । ବିଧାନସଭାରେ ଅନ୍ୟ ରାଜ୍ୟରେ କାମ କରୁଥିବା ଦାଦନ ଶ୍ରମିକ ମାନେ କେମିତି E-KYC କରିବେ ବୋଲି ବାସୁଦେବପୁର ବିଧାୟକ ଅଶୋକ ଦାସ ଖାଉଟି କଲ୍ଯାଣ ମନ୍ତ୍ରୀଙ୍କୁ କରିଥିବା…

ବିଧାନସଭା ଭିତରକୁ ମୋବାଇଲ ଓ ପାଣି ବୋତଲ ମନା

ଏଣିକି ଆଉ ବିଧାନସଭାରେ କେହି ବି ନେଇ ପାରିବେ ନାହିଁ ମୋବାଇଲ ଓ ପାଣି ବୋତଲ । ବିଧାନସଭା ଗୃହ ଭିତରକୁ ମୋବାଇଲ ଓ ପାଣି ବୋତଲ ନେବା ଉପରେ ଲାଗିଲା କଟକଣା । ଏହି ଭଳି ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି…

ଅଭୟାରଣ୍ୟ ଜଗିବେ ସନ୍ଧାନୀ କୁକୁର

ଅଭୟାରଣ୍ୟ ଜଗିବେ ସନ୍ଧାନୀ କୁକୁର। ବନ୍ୟଜନ୍ତୁ ଶିକାର ରୋକିବାକୁ ସନ୍ଧାନୀ କୁକୁର ନିୟୋଜିତ ହେବେ। ଏ ସମ୍ପର୍କରେ ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୦ଟି କୁକୁର ଛଡ଼ାଯିବ। ୭ଟି ବନଖଣ୍ଡରେ ଛଡ଼ାଯିବ ୧୦ଟି ସନ୍ଧାନୀ କୁକୁର। ବଢ଼ୁଥିବା…