ନ୍ୟାୟ ପାଇଁ ଧାରଣାରେ ବସିଲେ ଭାଜପା ସାଂସଦ

ଏଜେନ୍ସୀ : ଜୟପୁର : ମାଇନିଂ ମାଫିଆମାନେ ହତ୍ୟା କରିବା ପାଇଁ କାର୍‌ ଉପରେ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ଆଣିଛନ୍ତି ରାଜସ୍ଥାନ ଭାଜପାର ଭରତପୁର ସାଂସଦ ରଞ୍ଜିତା କୋଲି । ଏଥିସହ ପୁଲିସ୍‌ ତାଙ୍କ ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ…

ଜିଏସଟି ଅଧିକାରୀଙ୍କ ଅମାପ ସମ୍ପତ୍ତି, ମାଳମାଳ କୋଠାକୁ ଜମି ବି ଅଛି

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଯିଏ ଅନ୍ୟକୁ ଜିଏସ୍‌ଟି ଜାଲରେ ଛନ୍ଦୁଥିଲେ, ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ବାନ୍ଧୁଥିଲେ, ଖୋଦ ସେ ଅଧିକାରୀ ଆଜି ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି । ଜିଏସ୍‌ଟିର ଜଣେ କୁବେର ଅଧିକାରୀଙ୍କ ଘରେ ଆଜି ସକାଳୁ…

ମୁଖ୍ୟମନ୍ତ୍ରୀ ଦୁଷ୍କର୍ମକାରୀଙ୍କ ଭାଷା କହିବା ବନ୍ଦ କରନ୍ତୁ: ମହିଳା କମିଶନ

ଏଜେନ୍ସୀ : ନୂଆଦିଲ୍ଲୀ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବୟାନକୁ ନେଇ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି ଦିଲ୍ଲୀ ମହିଳା କମିଶନ । ସେ ନିକଟରେ ଦେଶରେ ବଢୁଥିବା ଦୁଷ୍କର୍ମ ଘଟଣାକୁ ନେଇ ବିବାଦ ବୟାନ ଦେଇଥିଲେ । ତେଣୁ…

ବେଆଇନ ଜମି କାରବାର: ୪୦ ଜଣିଆ ଅଭିଯୁକ୍ତ ତାଲିକାରେ ଭାଜପା ବିଧାୟକ ଓ ମେୟରଙ୍କ ନାଁ

ଏଜେନ୍ସୀ : ଅଯୋଧ୍ୟା : ମନ୍ଦିର ସହର ଅଯୋଧ୍ୟାରେ ଚାଲିଛି ବେଧଡ଼କ ବେଆଇନ ଜମି କାରବାର ମାମଲା । ବେଆଇନ ଜମି କାରବାର ମାମଲାରେ ଅଯୋଧ୍ୟା ଡେଭଲପମେଣ୍ଟ ଅଥୋରିଟି(ଏଡିଏ) ପ୍ରଥମ ପର୍ଯ୍ୟାୟରେ ୪୦ ଜଣିଆ ଅଭିଯୁକ୍ତଙ୍କ ତାଲିକା ଜାରି କରିଛି ।…

ଟେନସେନରେ ଭାଜପା-ଜେଡିୟୁ ମେଣ୍ଟ ସରକାର

ଏଜେନ୍ସୀ : ପାଟନା : ଅଡ଼ୁଆରେ ବିହାରରେ ଗଠନ ହୋଇଥିବା ମେଣ୍ଟ ସରକାର । ଭାଜପା ଓ ଜେଡିୟୁ ଏକାଠି ସରକାର ଗଠନ କରିଥିବା ବେଳେ ଏବେ କିନ୍ତୁ ଏଥିରେ ଫାଟ ସୃଷ୍ଟି ହୋଇଛି । ଦୁଇ ଦଳ ସରକାରରେ ଥିଲେ…

ଭାରତ ପାଇଁ ଟିଟିରେ ସ୍ୱର୍ଣ୍ଣ ଜିତିଲେ ଶରତ-ଶ୍ରୀଜା ଯୋଡ଼ି

ଏଜେନ୍ସୀ : ବର୍ମିଂହମ୍‌ : ଭାରତୀୟ ଟେବୁଲ ଟେନିସର କିମ୍ବଦନ୍ତୀ ଖେଳାଳି ଶରତ କମଲ ଓ ଯୁବ ତାରକା ତଥା ଡେବୁ୍ୟଟାଣ୍ଟ ଶ୍ରୀଜା ଅକୁଳା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଶରତ କମଲ ଓ ଶ୍ରୀଜା ଯୋଡ଼ି ମିକ୍ସଡ ଡବଲ୍ସ…

ଜିଏସଟି ଅତିରିକ୍ତ କମିଶନରଙ୍କ ଘରେ ପଶିଲା ଭିଜିଲାନ୍ସ

ନିର୍ଭୟ ମିଡ଼ିଆ : ଯାଜପୁର : ଜିଏସଟି ବିଭାଗ ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ । ବାଣିଜ୍ୟ କର ଓ ଜିଏସଟି ବିଭାଗ,କଟକ କର୍ପୋରେଟ-୨ର ଅତିରିକ୍ତ କମିଶନର ପିୟୁଷ ପାଣିଙ୍କ ଘର ଉପରେ ଆଜି ସକାଳୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ…

ହୀରାକୁଦ ଡ୍ୟାମରେ ନିଖୋଜ ଘଟଣା: ମିଳିଲା ୨ଜଣଙ୍କ ମୃତଦେହ

ନିର୍ଭୟ ମିଡ଼ିଆ : ସମ୍ବଲପୁର : ସମ୍ବଲପୁର ହୀରାକୁଦ ଡ୍ୟାମରେ ଗତକାଲିଠୁ ନିଖୋଜ ହୋଇଯାଇଥିବା୨ଜଣ ଏମସିଏଲ୍‌ କର୍ମଚାରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଆଜି ସକାଳେ ଅଭିଷେକ କୁମାରଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ପରେ ମହେଶ ଛିଟୁରୀଙ୍କ ମୃତଦେହ ଉଦ୍ଧାର…

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ରେଜଲ୍ଟ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ରେଜଲ୍ଟ । ଅପରାହ୍ନ ୪ଟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷାଫଳ ପ୍ରକାଶ ପାଇବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା…

୨ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ, ୮ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ୱେଲ୍‌ମାର୍କଡ ଲୋ’ପ୍ରେସରରେ ପରିଣତ ହୋଇଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ତେବେ ଆଜି ୨ଟି ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଥିବା…