ଛଅ ଲେନ୍ ବିଶିଷ୍ଟ ଭୁବନେଶ୍ବର ବାଇପାସ୍‌କୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ଓଡ଼ିଶାରେ କ୍ୟାପିଟାଲ ରିଜିଅନ ରିଙ୍ଗ୍‌ ରୋଡ୍‌ ପାଇଁ କ୍ୟାବିନେଟ୍‌ ମୋହର । ୬ ଲେନ୍‌ ବିଶିଷ୍ଟ ରିଙ୍ଗ ରୋଡ୍‌ ପାଇଁ ମିଳିଲା କେନ୍ଦ୍ରର ମଞ୍ଜୁରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ କମିଟି…

ଏସିଆ କପ୍‌ ପାଇଁ ଭାରତୀୟ ଦଳ ଘୋଷଣା: ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ ଦାୟିତ୍ବ

ଏସିଆ କପ୍ ୨୦୨୫ ପାଇଁ ଟିମ୍ ଇଣ୍ଡିଆ ଘୋଷଣା ହୋଇଛି । ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ ଦାୟିତ୍ବ ମିଳିଥିବା ବେଳେ ଶୁବମନ ଗିଲଙ୍କୁ ଉପଅଧିନାୟକ ଦାୟିତ୍ବ ମିଳିଛି । ସେହିପରି ଜସପ୍ରୀତ ବୁମରାଙ୍କୁ ମଧ୍ୟରେ ସ୍ଥାନ ମିଳିଛି । କିନ୍ତୁ ଧଳା…

ପଟ୍ଟାମୁଣ୍ଡାଇରେ ଛାତ୍ରୀ ପୋଡ଼ି ଘଟଣା; ଆସିଲା ପୋଷ୍ଟମର୍ଟମ ରିପୋର୍ଟ

କେନ୍ଦ୍ରାପଡାର ପଟ୍ଟାମୁଣ୍ଡାଇରେ ଛାତ୍ରୀ ପୋଡ଼ି ଘଟଣାର ଆସିଲା ପୋଷ୍ଟମର୍ଟମ ରିପୋର୍ଟ। ପୋଡ଼ିଯିବା କାରଣରୁ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ହୋଇଛି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଏସ୍‌ପି । ସେ ପ୍ରେସ୍‌ କନଫରେନ୍ସରେ ମାଧ୍ୟମରେ କହିଛନ୍ତି ଘଟଣାଦିନ ଛାତ୍ରୀ…

କପା ଆମଦାନୀ ଉପରେ ସୀମା ଶୁଳ୍କ ଛାଡ଼ କଲେ କେନ୍ଦ୍ର ସରକାର

କଞ୍ଚା କପା ଆମଦାନୀ ନେଇ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା । କପା ଆମଦାନୀ ଉପରେ ସମ୍ପୂର୍ଣ୍ଣ ସୀମା ଶୁଳ୍କ ଛାଡ଼ ଘୋଷଣା କଲେ ସରକାର । ଏହା ସହ କୃଷି ଭିତ୍ତିଭୂମି ଏବଂ ବିକାଶ ସେସ୍ (AIDC) ବି ସମ୍ପୂର୍ଣ୍ଣ…

ଉପରାଷ୍ଟ୍ରପତି ନିର୍ବାଚନ: ସୁଦର୍ଶନ ରେଡ୍ଡୀ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ

ଅବସରପ୍ରାପ୍ତ ବିଚାରପତି ସୁଦର୍ଶନ ରେଡ୍ଡୀ ବିରୋଧୀଙ୍କ ଉପରାଷ୍ଟ୍ରପତି ପ୍ରାର୍ଥୀ । ପ୍ରାର୍ଥୀ ଘୋଷଣା କଲେ AICC ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ସୁଦର୍ଶନ ରେଡ୍ଡୀଙ୍କୁ ମଇଦାନକୁ ଓହ୍ଲାଇଛି ଇଣ୍ଡିଆ ମେଣ୍ଟ । ରାଧାକୃଷ୍ଣନଙ୍କ ବିରୋଧରେ ଲଢିବେ ତେଲେଙ୍ଗାନାର…

ଶିଶୁ ବାଟିକା ପିଲାଙ୍କୁ ମାଗଣାରେ ଦିଆଯିବ ୟୁନିଫର୍ମ

ବିଦ୍ୟାଳୟରେ ଖୋଲିଥିବା ଶିଶୁ ବାଟିକା ପିଲାଙ୍କୁ ମାଗଣାରେ ଦିଆଯିବ ୟୁନିଫର୍ମ । ଶିଶୁ ବାଟିକା ପିଲାଙ୍କୁ ପୋଷାକ, ଜୋତା, କ୍ୟାପ ଏବଂ ପରିଚୟ ପତ୍ର ପ୍ରଦାନ କରାଯିବ । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଓସେପାର ଚିଠି ।…

ରାଧାକୃଷ୍ଣ ଭଜିବ ଶଙ୍ଖ ଦଳ !

ଉପ-ରାଷ୍ଟ୍ରପତି ପଦ ପାଇଁ ଏନଡିଏ ପ୍ରାର୍ଥୀ ଘୋଷଣା କରିଦେଲା । ପ୍ରାୟତଃ କେହି ଅନୁମାନ କରିନଥିଲେ ଯେ, ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଏନଡିଏ ବାଛିବ ଉପ-ରାଷ୍ଟ୍ରପତି ପଦ ପାଇଁ । ତାଙ୍କ ନାଁ ଘୋଷଣା ହେବା ମାତ୍ରେ ସେ ସସ୍ତ୍ରୀକ…

ସେପ୍ଟେମ୍ବରରୁ ଓଡ଼ିଶାରେ ଆରମ୍ଭ ହେବ ଏସ୍‌ଆଇଆର୍

ବିହାରରେ ଚାଲିଥିବା ଭୋଟର ତାଲିକାର ସ୍ଵତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍)କୁ ନେଇ ଦେଶର ରାଜନୀତି ଚଳଚଞ୍ଚଳ । ବିରୋଧୀ ଦଳ ଏହି ପ୍ରସଙ୍ଗରେ ଏକାଠି ହେବା ସ‌ହ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଆକ୍ଷେପ କରୁଥିଲା ବେଳେ ରବିବାର ମୁଖ୍ୟ ନିର୍ବାଚନ କମିଶନ…

ଆଜି ବସିବ ରଥଯାତ୍ରାର ସମୀକ୍ଷା ବୈଠକ

ଆଜି ଭୁବନେଶ୍ବରରେ ହେବ ରଥଯାତ୍ରାର ସମୀକ୍ଷା ବୈଠକ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଏ ନେଇ ସୂଚନା ଦେଇଛନ୍ତି ପୁରୀ ଏସପି ପିନାକ ମିଶ୍ର। ବୈଠକରେ ରଥଯାତ୍ରା ଓ ବାହୁଡ଼ାଯାତ୍ରା ଆଦି ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ…

ଦିଲ୍ଲୀରେ ଅମିତ ଶାହାଙ୍କୁ ଭେଟିଲେ ମନମୋହନ ସାମଲ

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବେ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି । ଏହି ଅବସରରେ ସାମଲ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସୌଜନ୍ୟମୂଳକ ଭାବେ ସାକ୍ଷାତ କରିଛନ୍ତି । ଏ ନେଇ ମନମୋହନ ତାଙ୍କ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ।…