ଓଳାଶୁଣୀ ଭୋଜି, ଶଙ୍ଖରେ ଭାଳେଣି

ଓଳାଶୁଣୀ ଯାଜପୁର ଜିଲ୍ଲାର । ଗୋବରୀ ନଦୀ କୂଳରେ ଓଳାଶୁଣୀ ଗୁମ୍ଫା । ମନ୍ଦିର ବି ଅଛି । ସାଧୂ ଅରକ୍ଷିତ ଦାସଙ୍କ ସମାଧିପୀଠ ପାହାଡ ଉପରେ । ଏଇଠି ଅରକ୍ଷିତ ଦାସ ଲେଖୁଥିଲେ ମୋହିମା ମଣ୍ଡଳ ଗୀତା। ଶୂନ୍ୟ ବ୍ରହ୍ମର…

ବୁଲା କୁକୁର ପ୍ରସଙ୍ଗ: ସର୍ବସାଧାରଣ ସ୍ଥାନରେ ବୁଲା କୁକୁରଙ୍କୁ ଖାଦ୍ୟ ଦେବା ଉପରେ ଲାଗିଲା ରୋକ୍

ବୁଲାକୁକୁରଙ୍କ ସ୍ଥାନାନ୍ତର ନେଇ ଆସିଲା ସୁପ୍ରିମକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ । କୁକୁରଙ୍କୁ ବନ୍ଧ୍ୟାକରଣ ପରେ ବାହାରେ ଛଡାଯାଉ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏହା ସହ ଆକ୍ରାମଣାତ୍ମକ କୁକୁରଙ୍କୁ ଛଡାନଯାଉ ବୋଲି କହିଛନ୍ତି ସୁପ୍ରିମକୋର୍ଟ । କୋର୍ଟ ତାଙ୍କ ନିଷ୍ପତ୍ତିରେ ଅଗଷ୍ଟ…

ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ହେବ ସରକାରୀ ବସ୍‌ ଭଡ଼ା: ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ

ସରକାରୀ ବସ୍‌ରେ ମାଗଣା ସ୍କୁଲ୍ ଯାଇପାରିବେ ଛାତ୍ରଛାତ୍ରୀ । ଏ ନେଇ ଆଜି ସୂଚନା ଦେଇଛନ୍ତି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ କହିଛନ୍ତି ସରକାରୀ ବସ୍‌ରେ ପରିଚୟପତ୍ର ଦେଖାଇ ମାଗଣାରେ ସ୍କୁଲ୍ ଯିବେ ଛାତ୍ରଛାତ୍ରୀ ।…

ଭିଜିଲାନ୍ସ ଜାଲରେ କଟକ ସିଡିଏମଓର ସିନିୟର୍ ଆସିଷ୍ଟାଣ୍ଟ

ଭିଜିଲାନ୍ସ ଜାଲରେ କଟକ ସିଡିଏମଓର ସିନିୟର୍ ଆସିଷ୍ଟାଣ୍ଟ । ସରକାରୀ ଅର୍ଥ ହେରଫେର ଅଭିଯୋଗରେ କଟକ ଚୌଦ୍ବାର ସିଡିଏମଓର ସିନିୟର୍ ଆସିଷ୍ଟାଣ୍ଟ କିଶୋର କୁମାର ସାହାଣୀ । ସିନିୟର୍ ଆସିଷ୍ଟାଣ୍ଟଙ୍କ ପ୍ରଧାନିଆ ଫାର୍ମ ହାଉସ୍, ଘର ଓ ଅଫିସ୍ ସମେତ ୫ଟି…

ଆସନ୍ତା ୩ ବର୍ଷରେ ପ୍ରାଥମିକ ଶିକ୍ଷା ପାଇଁ ନିଯୁକ୍ତ ହେବେ ୪୫ ହଜାର ଶିକ୍ଷକ

ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ଓଡ଼ିଶାରେ ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ କରିବା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱ ଆରୋପ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୩୬ରେ ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ପୂରଣ କରିବା ପାଇଁ ପ୍ରାଥମିକ…

ଆଇପିଏସ ଓ ଓପିଏସ୍ ସ୍ତରରେ ହେଲା ବଡ ଧରଣର ଅଦଳବଦଳ

ଆଜି ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ସେହି ଅନୁସାରେ ଆଜି ୧୮ ଜଣଙ୍କ ବଦଳି କରାଯାଇଛି। ସେମାନଙ୍କ ମଧ୍ୟରେ ସାତଟି ଜିଲ୍ଲାର ଏସପି ମଧ୍ୟ ବଦଳି ହୋଇଛନ୍ତି। ସନ୍ତୋଷ ବାଲା ହେଲେ ନିର୍ଦ୍ଦେଶକ, ଏସଏଫଏସଏଲ ।…

କେନ୍ଦୁଝର ଜିଲ୍ଲାରେ ସ୍ଥାପିତ ହେବ ରାଜ୍ୟର ଦ୍ୱିତୀୟ ବୃହତ ଇସ୍ପାତ କାରଖାନା

ଆଜି ଅପରାହ୍ନରେ ଭୁବନେଶ୍ୱର ରାଜ୍ୟ ଅତିଥି ଭବନ ଠାରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସଂଗଠନ ଓ ନାଗରିକ ମଞ୍ଚ ଜିଲ୍ଲାରେ ଇସ୍ପାତ କାରଖାନା ପ୍ରତିଷ୍ଠା ହେବାକୁ ଯାଉଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଓ ସମ୍ୱର୍ଦ୍ଧନା ଜ୍ଞାପନ କରିଥିଲେ ।…

ଏସିଆ କପରେ ଭାରତ-ପାକିସ୍ତାନ ଫାଇଟ୍ କୁ କ୍ରୀଡ଼ା ମନ୍ତ୍ରାଳୟର ଗ୍ରୀନ ସିଗନାଲ

ଏସିଆ କପରେ ଭାରତ ଓ ପାକିସ୍ତାନ ମୁହାଁମୁହିଁକୁ ନେଇ ଲାଗି ରହିଥିବା ଅନିଶ୍ଚିତତାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ଚରମସୀମାରେ ରହିଥିବାବେଳେ ଦୁଇ ଦେଶ ପରସ୍ପର ସହ କ୍ରିକେଟ ମ୍ୟାଚ୍‌ ଖେଳିବେନା ନାହିଁ ସେ ନେଇ ଚାଲିଥିବା ସମସ୍ତ…

GST ରେ ବଡ଼ ସଂସ୍କାର: ହଟିବ ୧୨% ଓ ୨୮% ଟିକସ ବ୍ୟବସ୍ଥା

୪ଟି ନୁହେଁ ୨ଟି ସ୍ଲାବରେ ହେବ ଜିଏସଟି । ୨ ଜିଏସଟି ହାର ପ୍ରସ୍ତାବକୁ ସମର୍ଥନ କରିଛି ଜିଏସଟି ପ୍ୟାନେଲ । ସୂଚନା ଅନୁସାରେ ୨ଟି ସ୍ଲାବ ବିଶିଷ୍ଟ ହେବ ଜିଏସଟି । ଗୋଟିଏ ହେଉଛି ୫% ସ୍ଲାବ ଓ ଅନ୍ୟଟି…

କଟକ ଦୁର୍ଗାପୂଜା ପ୍ରସଙ୍ଗରେ ହାଇକୋର୍ଟଙ୍କ କଟକଣା

କଟକର ପ୍ରସିଦ୍ଧ ଦୁର୍ଗାପୂଜା ମଣ୍ଡପଗୁଡ଼ିକରେ ମୂର୍ତ୍ତିର ଉଚ୍ଚତା କେତେ ରହିବ ସେ ନେଇ ଓଡିଶା ହାଇକୋର୍ଟ କଟକଣା ଜାରି କରିଛନ୍ତି । ସୁଉଚ୍ଚ ତୋରଣ ସହିତ ଇଲେକ୍ର୍ଟିକ ଗେଟ୍‌ ନିର୍ମାଣ ଉପରେ ଵି କଟକଣା ଜାରି କରିଛନ୍ତି ହାଇକୋର୍ଟ । ତେବେ…