ତାଜା ଖବର ମନୋରଞ୍ଜନ ରାଜ୍ୟ Centre Revamps CBFC Panel: କେନ୍ଦ୍ରୀୟ ଫିଲ୍ମ ବୋର୍ଡ ପ୍ରମାଣପତ୍ରର ପୁନର୍ଗଠନ; CBFCର ସଦସ୍ୟରେ ଓଡ଼ିଶାର ନୀଳମାଧବ ପଣ୍ଡା ସାମିଲ September 16, 2026 Papirani
ତାଜା ଖବର ରାଜ୍ୟ Anemia Detected in Orangutans: ଉଦ୍ଧାର ଓରାଙ୍ଗଉଟାନଙ୍କଠାରେ ଦେଖାଦେଲା ରକ୍ତହୀନତା September 16, 2026 Papirani
ତାଜା ଖବର ମନୋରଞ୍ଜନ ରାଜ୍ୟ Centre Revamps CBFC Panel: କେନ୍ଦ୍ରୀୟ ଫିଲ୍ମ ବୋର୍ଡ ପ୍ରମାଣପତ୍ରର ପୁନର୍ଗଠନ; CBFCର ସଦସ୍ୟରେ ଓଡ଼ିଶାର ନୀଳମାଧବ ପଣ୍ଡା ସାମିଲ September 16, 2026 Papirani
ତାଜା ଖବର ରାଜ୍ୟ Anemia Detected in Orangutans: ଉଦ୍ଧାର ଓରାଙ୍ଗଉଟାନଙ୍କଠାରେ ଦେଖାଦେଲା ରକ୍ତହୀନତା September 16, 2026 Papirani
ଖେଳ ତାଜା ଖବର ଦେଶ Team India Squads Announced for West Indies ODI and T20I Series September 16, 2026 Nirvay
ତାଜା ଖବର ରାଜନୀତି ରାଜ୍ୟ Former Kataka Corporator Ramjan Khan Joins Congress: କଂଗ୍ରେସରେ ମିଶିଲେ ପୂର୍ବତନ କର୍ପୋରେଟର ରମଜାନଙ୍କ ସହ ଅନେକ ନେତୃବୃନ୍ଦ September 16, 2026 Papirani
ତାଜା ଖବର ରାଜନୀତି ରାଜ୍ୟ Congress target BJP Govt Over UPI Taxes: ୟୁପିଆଇ କାରବାର ଉପରେ ଟିକସ ନିଷ୍ପତ୍ତିକୁ କଂଗ୍ରେସର ଦୃଢ଼ ବିରୋଧ; ଲୋକଙ୍କଠୁ ଶୋଷିବା ବିଜେପିର କାମ: ଭକ୍ତ ଦାସ September 16, 2026 Papirani
ପ୍ରୀତି ବନ୍ଧନ’ରେ ସମ୍ବିତ-ତମନ୍ନା May 8, 2022 ପୁଣି ଏକ ନୂଆ ଓଡ଼ିଆ ଛବିରେ ଯୋଡ଼ି ହୋଇ ଆସୁଛନ୍ତି ସମ୍ବିତ-ତମନ୍ନା। ଏକ ଭିନ୍ନ ଧରଣର କଥାବସ୍ତୁକୁ ଆଧାର କରି ନେକ୍ସଟ୍ ଡୋର୍ ଫିଲ୍ମସ ବ୍ୟାନର୍ରେ ନିର୍ମିତ ହେଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ପ୍ରୀତି ବନ୍ଧନ’, ଯେଉଁଥିରେ ନଜର ଆସିବେ ସମ୍ବିତ-ତମନ୍ନା…
ପରଦାକୁ ଫେରିଲେ ସିଦ୍ଧାନ୍ତ-ରୀୟା ଯୋଡ଼ି May 8, 2022 ପରଦାକୁ ଫେରିଲେ ସିଦ୍ଧାନ୍ତ-ରୀୟା ଯୋଡ଼ି ପୁଣି ପରଦାରେ ନଜର ଆସିବେ ସିଦ୍ଧାନ୍ତ-ରୀୟା ଯୋଡ଼ି। ଯେଉଁ ସିନେମା ଜରିଆରେ ଏହି ଯୋଡ଼ିଙ୍କର ପ୍ରତ୍ୟାବର୍ତ୍ତନ ହେଉଛି, ତା’ର ଟାଇଟଲ ହେଲା କିଛି କହିବାର ଅଛି’। ସୀତାରାମ ଅଗ୍ରୱାଲଙ୍କ ପ୍ରଯୋଜିତ ଏହି ସିନେମାର ନିଦେ୍ର୍ଦଶକ ହେଲେ…
ହରସଙ୍ଗାଙ୍କ ବୋଲିଂରେ ଫସିଲା ଅରେଞ୍ଜ ଆର୍ମୀ ହାଇଦ୍ରାବାଦ୍କୁ ୬୭ରନ୍ରେ ହରାଇଲା ବାଙ୍ଗାଲୋର May 8, 2022 ଫାଫ୍ ଡୁପ୍ଲେସିସ୍ଙ୍କ ଅଧିନାୟକତ୍ୱ ଇନିଂସ ପରେ ସ୍ପିନର ୱାନିନ୍ଦୁ ହସରଙ୍ଗାଙ୍କ ସ୍ପିନ୍ ଯାଦୁ ବଦଳରେ ଆଇପିଏଲ୍ ସୁପରସନେ୍ଦର ପ୍ରଥମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ୍କୁ ୬୭ରନ୍ରେ ହରାଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ବାଙ୍ଗାଲୋରର ଏହା ୯ମ ବିଜୟ। ୧୪ପଏଣ୍ଟ ନେଇ ଦଳ ୪ର୍ଥ…
ମେ ମାସ ୧୫ ରୁ ଆନ୍ତଃ ବିଦ୍ୟାଳୟ ବାସ୍କେଟବଲ୍ May 8, 2022 ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ସହ ମିଶି ଖୋର୍ଦ୍ଧା ଜିଲା ବାସ୍କେଟବଲ ସଂଘ ମେ ୧୫ତାରିଖରୁ ଆରମ୍ଭ କରିବାକୁ ଯାଉଛି ଆନ୍ତଃ ବିଦ୍ୟାଳୟ ବାସ୍କେଟବଲ ପ୍ରତିଯୋଗିତା। ୧୭ ବର୍ଷରୁ କମ୍ ଏବଂ ୧୯ ବର୍ଷରୁ କମ୍ ବୟସ ବର୍ଗର ଏହି…
ସ୍ପେନରେ ଚେସ୍ ପ୍ରତିଯୋଗିତା ଜିତିଲେ ଗୁକେଶ May 8, 2022 ଭାରତୀୟ ଯୁବା ଗ୍ରାଣ୍ଡ ମାଷ୍ଟର ଡି. ଗୁକେଶ ରବିବାର ଦିନ ସ୍ପେନର ଏକ ପ୍ରମୁଖ ଚେସ୍ ପ୍ରତିଯୋଗିତାରେ ଚମ୍ପିଆନ୍ ହୋଇଛନ୍ତି। ସ୍ପେନର କୁନ୍ତା ପି୍ରମା ଠାରେ ଅନୁଷ୍ଠିତ ଚେସବଲ ସନ୍ୱେ ଓପନ ୨୦୨୨ ଚେସ୍ ଟୁର୍ଣ୍ଣାମେଣ୍ଟରେ ଗୁକେଶ ଚମ୍ପିଆନ୍ ହୋଇଛନ୍ତି। ୨୬୩୭…
ରାଉରକେଲାରେ ବିଶ୍ୱକପ୍ ଖେଳିବା ଏକ ଭିନ୍ନ ଅନୁଭୂତି ହେବ : ଅମିତ୍ May 8, 2022 ଆସନ୍ତା ବର୍ଷ ପ୍ରାରମ୍ଭରେ ଅର୍ଥାତ୍ ଜାନୁଆରୀ ୧୩ ରୁ ୨୯ ତାରିଖ ଯାଏଁ ଓଡ଼ିଶାରେ ଅନୁଷ୍ଠିତ ହେବାକୁଯାଉଛି ପୁରୁଷ ହକି ବିଶ୍ୱକପ୍। ଲଗାତାର ଦ୍ୱିତୀୟ ଥର ପାଇଁ ଓଡ଼ିଶାରେ ଆୟୋଜିତ ହେଉଛି ହକି ଦୁନିଆର ଏହି ମେଗା ଇଭେଣ୍ଟ। ୨୦୧୮ ମସିହାରେ…
ଆର ପାରିରେ ପଦ୍ମଶ୍ରୀ ରଜତ କର May 8, 2022 ନିର୍ଭୟ (ଭୁବନେଶ୍ୱର): ଭଞ୍ଜ ସାହିତ୍ୟର ଶ୍ରେଷ୍ଠ ବ୍ୟାଖ୍ୟାକାର ପଦ୍ମଶ୍ରୀ ରଜତ କର ଏବେ ପରଲୋକ ଘଟିଛି। ସେ ରାଜଧାନୀର ଏକ ଘରୋଇ ଚିକତ୍ସାଳୟ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ପୁଅ ରଂଜିତ ଦେଇଥିବା ବାର୍ତା ମୁତାବକ ହୃଦଘାତରେ ତାଙ୍କର ପରଲୋକ…
ବହୁତ ଦିନରେ ଅପେକ୍ଷା ପରେ ବାବା ଦେଲେ ଦର୍ଶନ ୩ କିଲୋ ମିଟରର ଲମ୍ବା ଧାଡିରେ ଭକ୍ତ କଲେ ଦର୍ଶନ May 8, 2022 ବଦ୍ରିନାଥ : ବହୁ ଚର୍ଚିତ ବାବା ବଦ୍ରୀନାଥଙ୍କ ଶୈବ ପୀଠ ଦୀର୍ଘ ୨ବର୍ଷର ଅପେକ୍ଷା ପରେ ଖୋଲିଲା ମନ୍ଦିରର ଦ୍ୱାର। ବିଶ୍ୱର କରୋନା କଟକଣା ପରେ ଚଳିତ ବର୍ଷ ବଦ୍ରିନାଥରେ ପ୍ରଭୁଙ୍କୁ ଦର୍ଶନ ଲାଗି ଭକ୍ତଙ୍କ ପାଇଁ ମନ୍ଦିରର ଦ୍ୱାର ଖୋଲାଯାଇଛି।…
ରୁଷର ବୋମା ମାଡ଼ରେ ଉଡ଼ିଗଲା ୟୁକ୍ରେନ୍ର ସ୍କୁଲ May 8, 2022 କିଭ୍: ପୂର୍ବ ୟୁକ୍ରେନ୍ର ଲୁହାନ୍ସକ୍ରେ ଏକ ସ୍କୁଲ ଉପରେ ରୁଷର ବୋମା ମାଡ଼ରେ ୟୁକ୍ରେନର ୬୦ ଜଣଙ୍କର ମୃତ୍ୟୁ ଘଟିଛି। ୟୁକ୍ରେନ୍ ଉପରେ ଆକ୍ରମଣକୁ ଅଧିକ ଯୋରଦାର କରିଛି ରୁଷ। ରବିବାର ସ୍ଥାନୀୟ ରାଜ୍ୟପାଳ ଏହା କହିଛନ୍ତି। ରାଜ୍ୟପାଳ ସେରହିୟ ଗାଇଡାଇ…
ଆଜି ହେଉଛି ବିଶ୍ୱ ମାତୃ ଦିବସ May 8, 2022 ନିର୍ଭୟ : ବିଶ୍ୱରେ ସବୁ ଦେଶରେ ଆଜି ମାତୃ ଦିବସ ପାଳନ କରିଛି ବିଶ୍ୱ। ଫିଲ୍ମ ହେଉ କି ରିୟଲ ଲାଇଫ୍ ମାଆଙ୍କ ବିନା ଯେପରି କିଛି ସମ୍ଭବ ନୁହେଁ। ମାଆ ଏପରି ଏକ ଶବ୍ଦ ଯାହାର ବର୍ଣ୍ଣନା କେହି କରିପାରିବେ…