ତାଜା ଖବର ରାଜ୍ୟ Chameli Ojha Assault Case: ଚାମେଲୀ ଓଝା ମାମଲାର ତଦନ୍ତ କରିବ NHRC; ଅକ୍ଟୋବର ୫ରେ କେନ୍ଦ୍ରାପଡ଼ା ଗସ୍ତ କରିବ ୩ ଜଣିଆ ଟିମ୍ October 2, 2026 Papirani
ଖେଳ ତାଜା ଖବର Cash Reward for Women’s Hockey Team: ସ୍ୱର୍ଣ୍ଣ ବିଜେତା ମହିଳା ହକି ଦଳକୁ ଆର୍ଥିକ ପୁରସ୍କାର October 2, 2026 Nirvay
ତାଜା ଖବର ରାଜ୍ୟ Chameli Ojha Assault Case: ଚାମେଲୀ ଓଝା ମାମଲାର ତଦନ୍ତ କରିବ NHRC; ଅକ୍ଟୋବର ୫ରେ କେନ୍ଦ୍ରାପଡ଼ା ଗସ୍ତ କରିବ ୩ ଜଣିଆ ଟିମ୍ October 2, 2026 Papirani
ଖେଳ ତାଜା ଖବର Cash Reward for Women’s Hockey Team: ସ୍ୱର୍ଣ୍ଣ ବିଜେତା ମହିଳା ହକି ଦଳକୁ ଆର୍ଥିକ ପୁରସ୍କାର October 2, 2026 Nirvay
ତାଜା ଖବର ରାଜ୍ୟ ‘Sujal’ Campaign in Odisha: ରାଜ୍ୟରେ ଶୁଭାରମ୍ଭ ହେଲା “ସୁଜଲ” ଅଭିଯାନ October 2, 2026 Papirani
ରାଜନୀତି Dharmendra Misleading People on Bauxite Issue: ବକ୍ସାଇଟ୍ ମାମଲାରେ ଜନତାଙ୍କୁ ଭ୍ରମିତ କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି October 2, 2026 Nirvay
ତାଜା ଖବର ରାଜନୀତି ରାଜ୍ୟ Dharmendra Pradhan Slams Naveen Patnaik: MMDR ବିଲ୍ ନେଇ ନବୀନଙ୍କୁ ଧର୍ମେନ୍ଦ୍ରଙ୍କ କଡ଼ା ସମାଲୋଚନା October 2, 2026 Papirani
ରାଜ୍ୟ କିସ୍ ଜମି ମାମଲାର ତଦନ୍ତ ହେବ: ଜିଲ୍ଲାପାଳ June 23, 2024 Nirvay କିସ୍ ଜମି ମାମଲାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। ସେ କହିଛନ୍ତି ଆମେ ଆଦିବାସୀ ମନ୍ତ୍ରାଳୟର ଚିଠି ପାଇଛୁ। ତା’ ଉପରେ ଅନୁଧ୍ୟାନ କରାଯାଉଛି। ଆଗରୁ କଣ ହୋଇଥିଲା ସେ ବିଷୟରେ ଆମେ ଜାଣିନୁ। ଏବେ କେସ୍ ରେକର୍ଡ ଷ୍ଟଡି…
ଦେଶ ଶସ୍ତା ହେବ ରେଲୱେ ପ୍ଲାଟଫର୍ମ ଟିକେଟ June 23, 2024 Nirvay ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ଜିଏସ୍ଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଶସ୍ତା ହେବ ରେଲୱେ ପ୍ଲାଟଫର୍ମ ଟିକେଟ୍। ପ୍ଲାଟଫର୍ମ ଟିକେଟ୍ କୁ ଜିଏସଟିମୁକ୍ତ କରାଯିବ। ପ୍ରତୀକ୍ଷାଳୟ ଏବଂ ବ୍ୟାଟେରୀ କାର୍ ସୁବିଧା ଜିଏସଟିରୁ ବାଦ୍ ଦିଆଯିବ। ସବୁ ପ୍ରକାରର…
ତାଜା ଖବର ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଦୁଇଦିନିଆ କେନ୍ଦୁଝର ଗସ୍ତ June 23, 2024 Nirvay ଆଜି ଦୁଇ ଦିନ କେନ୍ଦୁଝର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ପ୍ରଥମ ଥର ଜନ୍ମମାଟିକୁ ଗସ୍ତ। ପ୍ରଥମେ ଘଟଗାଁରେ ମା’ ତାରିଣୀଙ୍କୁ ଦର୍ଶନ କରିବେ। ପରେ କେନ୍ଦୁଝରରେ ଶ୍ରୀବଳଦେବଜୀଉଙ୍କୁ ଦର୍ଶନ କରି…
ରାଜ୍ୟ ଆଜିଠୁ ଶ୍ରୀ ଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ June 23, 2024 Nirvay ଆଜିଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ। ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି ଅଣସର ଦର୍ଶନ। ଏହି ସମୟରେ ଅଲାରନାଥରେ ବିଷ୍ଣୁ ରୂପରେ ଦର୍ଶନ ଦେବେ ମହାପ୍ରଭୁ। ଅଣସର ସମୟରେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କଲେ ଶ୍ରୀମନ୍ଦିରେ ଶ୍ରୀଜିଉଙ୍କୁ ଦର୍ଶନ…
ଦେଶ ନିଟ୍-ପିଜି ପ୍ରବେଶିକା ପରୀକ୍ଷା ସ୍ଥଗିତ June 22, 2024 Nirvay ଦେଶରେ ସ୍ଥଗିତ ହେଲା ସ୍ଥଗିତ ହେଲା NEET-PG (ନିଟ୍-ପିଜି) ପ୍ରବେଶିକା ପରୀକ୍ଷା । NTA ଦ୍ୱାରା ଆସନ୍ତାକାଲି ହେବାକୁ ଥିବା ପରୀକ୍ଷା ସ୍ଥଗିତ କରାଯାଇଛି । ନିକଟରେ ବିଭିନ୍ନ ପରୀକ୍ଷାକୁ ନେଇ ଅନିୟମିତତା ଅଭିଯୋଗ ପରେ ଏ ପଦକ୍ଷେପ ନିଆଯାଇଛି ।…
ତାଜା ଖବର ଦେଶ ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା: ହଟିଲେ ଏନଟିଏ ମହାନିର୍ଦ୍ଦେଶକ ସୁବୋଧ କୁମାର ସିଂ June 22, 2024 Papirani ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କେନ୍ଦ୍ର ସରକାର। ଜାତୀୟ ପରୀକ୍ଷା ।ଏନଟିଏ ମହାନିର୍ଦ୍ଦେଶକ ସୁବୋଧ କୁମାର ସିଂଙ୍କୁ ହଟେଇ ପ୍ରଦିପ ସିଂ ଖରୋଲାଙ୍କୁ ଏନଟିଏ’ର ନୂତନ ମହାନିର୍ଦ୍ଦେଶକ ନିଯୁକ୍ତ କରିଛି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ। ଏବେ ସେ ଇଣ୍ଡିଆ…
ତାଜା ଖବର ରାଜ୍ୟ ରତ୍ନଭଣ୍ଡାର ଖୋଲିବାକୁ ନେଇ ପ୍ରତିକ୍ରିୟା ଦେଲେ ଆଇନ ମନ୍ତ୍ରୀ June 22, 2024 Papirani ଶ୍ରୀଜିଉଙ୍କ ଗଜ ବେଶ ଦର୍ଶନ ପରେ ରତ୍ନଭଣ୍ଡାର ଖୋଲିବା ନେଇ ଆଜି ପ୍ରତିକ୍ରିୟା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ରତ୍ନଭଣ୍ଡାର ଖୋଲିବା ନେଇ ଖୁବ୍ଶୀଘ୍ର ସରକାର ନିଷ୍ପତ୍ତି ନେବେ । କେବେ ଖୋଲିବ ସେନେଇ ଆଲୋଚନା ହୋଇଛି…
ତାଜା ଖବର ରାଜନୀତି ରାଜ୍ୟ ବିଭିନ୍ନ ନିଗମ ଅଧ୍ୟକ୍ଷଙ୍କୁ ଦାୟିତ୍ବରୁ ଅବ୍ୟାହତି ଦେଲେ ରାଜ୍ୟ ସରକାର June 22, 2024 Papirani ବିଭିନ୍ନ ନିଗମ ଅଧ୍ୟକ୍ଷଙ୍କୁ ଦାୟିତ୍ବରୁ ଅବ୍ୟାହତି ଦେଲେ ରାଜ୍ୟ ସରକାର ।ରାଜ୍ୟର ବିଭିନ୍ନ ସରକାରୀ ନିଗମରେ ପୂର୍ବ ସରକାରଙ୍କ ସମୟରେ ଅଧ୍ୟକ୍ଷ ମାନଙ୍କୁ ନିଯୁକ୍ତି ଦିଆ ଯାଇଥିଲା। ଏହି ଅଧ୍ୟକ୍ଷ ମାନଙ୍କ ଯୋଗୁ ନିଗମ ଗୁଡ଼ିକର ପରିଚାଳନାରେ କୌଣସି ଗୁଣାତ୍ମକ ଉନ୍ନତି…
ତାଜା ଖବର ରାଜ୍ୟ ବାଲେଶ୍ବରରେ ପୁଣି କର୍ଫ୍ୟୁ କୋହଳ June 22, 2024 Papirani ବାଲେଶ୍ୱର ଗୋଷ୍ଠୀ ସଂଘର୍ଷ ମାମଲାରେ ଗତକାଲି ଠାରୁ କର୍ଫ୍ୟୁରୁ ଶିଳ୍ପାଞ୍ଚଳ ଥାନାକୁ ବାଦ ଦିଆଯାଇଥିବା ବେଳେ ଆଜି ସହଦେବଖୁଣ୍ଟା ଥାନା ଅଞ୍ଚଳର କର୍ଫ୍ୟୁ ସମୟକୁ ଆଧିକ କୋହଳ କରାଯାଇଛି। ଶନିବାର ସନ୍ଧ୍ୟାରେ ସାମ୍ୱାଦିକ ସମ୍ମିଳନୀ କରି ଜିଲ୍ଲାପାଳ ଠାକରେ କହିଛନ୍ତି ସହରରେ…
ତାଜା ଖବର ରାଜ୍ୟ ସ୍ନାନବେଦୀରେ ଦୁର୍ଲଭ ଗଜବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି June 22, 2024 Papirani ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ରତ୍ନବେଦୀରୁ ସ୍ନାନବେଦୀକୁ ଆସି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ସୁନା କୂଅର ୧୦୮ ସୁବାସିତ ଜଳରେ ସ୍ନାନ ସାରିବା ପରେ ବଡ଼ଠାକୁର ପ୍ରଭୁ ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ସୁଭଦ୍ରାଙ୍କୁ ଭକ୍ତମାନେ ହାତୀବେଶରେ ଦର୍ଶନ କରୁଛନ୍ତି।…