ଆମେରିକାର ଡ୍ରୋନ୍‌ ଆକ୍ରମଣରେ ଅଲ୍‌କାଏଦା ଚିଫ୍‌ ନିହତ

ଏଜେନ୍ସୀ : ୱାଂଶିଟନ୍‌ : ଆମେରିକା ଉପରେ ହୋଇଥିବା ୯/୧୧ ଆତଙ୍କବାଦୀ ଆକ୍ରମଣର ଦୀର୍ଘ ୨୧ ବର୍ଷ ପରେ ନିହତ ହେଲେ ଏହାର ଅନ୍ୟତମ ମାଷ୍ଟର ମାଇଣ୍ଡ ତଥା ଅଲ-କାଏଦା ଚିଫ୍‌ ଅଲ-ଜାୱାହିରୀ । ଆମେରିକାର ଡ୍ରୋନ ଆକ୍ରମଣରେ ଜୁଲାଇ ୩୧…

ମିଳିଲାନି ଶବବାହକ ଗାଡ଼ି, ମା’ର ମୃତଦେହକୁ ବାଇକରେ ବୋହିଲା ପୁଅ

ଏଜେନ୍ସୀ : ଭୋପାଳ : ସ୍ମାର୍ଟ ସିଟି, ପୁରା ଚକାଚକ୍ ରାସ୍ତା। ସ୍ୱାସ୍ଥ୍ୟ ସୁବିଧା ବି ବେଶ୍ ଭଲ। କିନ୍ତୁ ରୋଗୀଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ଘରେ ପହଞ୍ଚାଇବା ପାଇଁ ମିଳୁନି ଶବବାହକ ଗାଡି। କିଏ ମୃତଦେକୁ କାନ୍ଧରେ ବୋହି…

କାଉଡ଼ିଆଙ୍କୁ ଦଳିଦେଲା ଜିପ୍, ଜଣେ ମୃତ

ଏଜେନ୍ସୀ : ଲକ୍ଷ୍ନୌ : କାଉଡିଆଙ୍କ ପାଇଁ କାଳ ସାଜିଛି ଶ୍ରାବଣ ମାସ। ପ୍ରତିଦିନ କାଉଡିଆଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସୁଛି। ଉତ୍ତରପ୍ରଦେଶରେ କାଉଡିଆଙ୍କ ମୃତ୍ୟୁ ମାମଲା ଥମିବାର ନାଁ ଧରୁନି। ଆଜି ସକାଳୁ ଏଟା ଜିଲ୍ଲାର ରିଜୋର ଅଞ୍ଚଳରେ ଜିପ୍…

ଚାପ ପରେ ପ୍ରତ୍ୟାହାର ହେଲା ସାଂସଦଙ୍କ ନିଲମ୍ବନ ଆଦେଶ

ଏଜେନ୍ସୀ : ନୂଆଦିଲ୍ଲୀ : କଂଗ୍ରେସ ୪ ଲୋକସଭା ସାଂସଦଙ୍କ ଉପରେ ଲାଗୁ ହୋଇଥିବା ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିଛନ୍ତି ବାଚସ୍ପତି ଓମ ବିର୍ଲା। ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବାକୁ ବିରୋଧୀ ଦଳଗୁଡ଼ିକ ଦୀର୍ଘ ୫୦ ଘଣ୍ଟା କାଳ ସଂସଦ ବାହାରେ…

କାନପୁରରେ ଉପରମୁହାଁ କ୍ରାଇମ୍‌ଗ୍ରାଫ; ବଦଳିଲେ ୨ କମିଶନରଙ୍କ ସମେତ ୭ ଆଇପିଏସ୍‌

ଏଜେନ୍ସୀ : ଲକ୍ଷ୍ନୌ : କାନପୁରରେ କ୍ରାଇମ୍‌ଗ୍ରାଫ ଉପରମୁହାଁ ଥିବା ବେଳେ ଆକ୍ସନ ମୁଡକୁ ଆସିଛି ଯୋଗୀ ସରକାର । ଅପରାଧକୁ ନିୟନ୍ତ୍ରଣକୁ ଆଣିବାକୁ ଫେଲ୍‌ ହେଉଥିବା ବଡ଼ ବଡ଼ ପୁଲିସ୍‌ ଅଧିକାରୀଙ୍କୁ କଡ଼ା ସନ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।…

ଆଉ ଜଣେ ସନ୍ଦିଗ୍ଧ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ

ଏଜେନ୍ସୀ : ରାଞ୍ଚି : କରୋନା ପରେ ଏବେ ଦେଶରେ ଆତଙ୍କ ଖେଳାଇବାକୁ ଲାଗିଲାଣି ମଙ୍କିପକ୍ସ ଭାଇରସ । କେରଳ, ତାମିଲନାଡୁ ଓ ଦିଲ୍ଲୀ ପରେ ଏବେ ଝାଡଖଣ୍ଡର ଦେଓଘରରେ ମଧ୍ୟ ଜଣେ ସନ୍ଦିଗ୍ଧ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…

ପ୍ରତିଦିନ ସକାଳୁ ବାଜୁଥିବା ସାଇରନ୍‌ ବନ୍ଦ ହୋଇଗଲା

ଏଜେନ୍ସୀ : ମୁମ୍ବାଇ : ଜମି ଦୁର୍ନୀତି ମାମଲାରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଯେବେଠୁ ଇଡି ଗିରଫ କରିଛି ସେବେଠାରୁ ରାଜ୍ୟ ରାଜନୀତି ସରଗରମ ରହିଛି । ବିରୋଧୀ ଦଳ କେତେବେଳେ ଶାସକ ଦଳକୁ ଟାର୍ଗେଟ କରୁଛି ତ ଆଉ…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ଓଡ଼ିଶାର ୨୬ ବିଧାୟକ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ଓଡ଼ିଶାର ବିଧାୟକ । ସେଥିପାଇଁ ଆସନ୍ତାକାଲି ଏହି ୨୬ ବିଧାୟକ ଦିଲ୍ଲୀ ଅଭିମୁଖେ ବାହାରିବେ । ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ସମସ୍ତ ବିଧାୟକ ଦିଲ୍ଲୀ ଯିବେ…

ଅଧା ରହିଗଲା ଜଳାଭିଷେକ, କେନାଲରେ ଭାସିଗଲେ କାଉଡ଼ିଆ

ନିର୍ଭୟ ମିଡ଼ିଆ : ଢେଙ୍କାନାଳ : ଜଳାଭିଷେକ କରିବାକୁ ଆସି କେନାଲରେ ଭାସିଗଲେ କାଉଡ଼ିଆ । ଏଭଳି ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ କୁଆଳୋ ଗାଁ ସ୍ଥିତ ରେଙ୍ଗାଳୀ ବାମପାର୍ଶ୍ୱ କେନାଲରେ । ନିଖୋଜ କାଉଡ଼ିଆ ଜଣଙ୍କ…

ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ

ନିର୍ଭୟ ମିଡ଼ିଆ : ନବରଙ୍ଗପୁର : ଘରୁ ଡାକି ଆଣି ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ । ଏପରି ଘଟଣା ଘଟିଛି ନବରଙ୍ଗପୁର ସଦର ମହକୁମା ସାହିଲ ହୋଟେଲ ନିକଟରେ । ଦୁର୍ବୃତ୍ତମାନଙ୍କ ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ…