ତାଜା ଖବର ରାଜ୍ୟ Dhauli Gang Rape: ଧଉଳି ନାବାଳିକା ଗଣଦୁଷ୍କର୍ମ ମାମଲା; ମୁଖ୍ୟ ଅଭିଯୁକ୍ତ ଗିରଫ December 18, 2025 Papirani
ତାଜା ଖବର ଦେଶ Delhi Pollution: ବାୟୁ ପ୍ରଦୂଷଣ ମୁକାବିଲା ପାଇଁ ଦିଲ୍ଲୀ ସରକାରଙ୍କ ନୂଆ ନିୟମ; ପ୍ରଦୂଷଣ ସାର୍ଟିଫିକେଟ ନଥିଲେ ତେଲ ମିଳିବନି December 18, 2025 Papirani
ତାଜା ଖବର ରାଜ୍ୟ Dhauli Gang Rape: ଧଉଳି ନାବାଳିକା ଗଣଦୁଷ୍କର୍ମ ମାମଲା; ମୁଖ୍ୟ ଅଭିଯୁକ୍ତ ଗିରଫ December 18, 2025 Papirani
ତାଜା ଖବର ଦେଶ Delhi Pollution: ବାୟୁ ପ୍ରଦୂଷଣ ମୁକାବିଲା ପାଇଁ ଦିଲ୍ଲୀ ସରକାରଙ୍କ ନୂଆ ନିୟମ; ପ୍ରଦୂଷଣ ସାର୍ଟିଫିକେଟ ନଥିଲେ ତେଲ ମିଳିବନି December 18, 2025 Papirani
ଖେଳ ତାଜା ଖବର ଦେଶ ବିଶ୍ୱ IND vs SA 4th T20I: ଘନ କୁହୁଡ଼ି କାରଣରୁ ଭାରତ-ଦକ୍ଷିଣ ଆଫ୍ରିକା ୪ର୍ଥ T-20 ରଦ୍ଦ December 17, 2025 Nirvay
ରାଜ୍ୟ Signboard Collapses In Koraput: ବିଦ୍ୟାଳୟର ନାମଫଳକ ଖସି ତୃତୀୟ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ December 17, 2025 Nirvay
ରାଜନୀତି ରାଜ୍ୟ Odisha Politics: ମାନସିକ ଅବସାଦର ଚରମ ସୀମାରେ ପହଁଚିଛି ବିଜେଡି: ବିରଂଚି ନାରାୟଣ ତ୍ରିପାଠୀ December 17, 2025 Nirvay
ଆସ୍ଥା ଭୋଟ୍ ଜିତିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ September 1, 2022 ଏଜେନ୍ସୀ : ନୂଆଦିଲ୍ଲୀ : ସଂଖ୍ୟା ଗରିଷ୍ଠ ପ୍ରମାଣ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ଦିଲ୍ଲୀରେ ଆସ୍ଥା ଭୋଟ୍ ଜିତିଲା ଆପ୍। ଭାଜପା ବିରୋଧରେ ଘୋଡ଼ା ବେପାର ଅଭିଯୋଗ ଆଣିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଆସ୍ଥା ଭୋଟରେ ବାଜିମାତ କରିଛନ୍ତି।…
ଦାଉଦଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୨୫ ଲକ୍ଷ ଟଙ୍କା September 1, 2022 ଏଜେନ୍ସୀ : ମୁମ୍ବାଇ : କୁଖ୍ୟାତ୍ ଡନ୍ ଦାଉଦ ଇବ୍ରାହିମଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୨୫ ଲକ୍ଷ ଟଙ୍କା। ଏମିତି କିଛି ବଡ଼ ଅକାରର ଆର୍ଥିକ ପୁରସ୍କାର ଘୋଷଣା କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ। କେବଳ ଦାଉଦ ନୁହଁ…
ଶାଳନ୍ଦୀ ନଦୀରେ ବୁଡ଼ି ଗଲେ ନାବାଳକ September 1, 2022 ନିର୍ଭୟ ମିଡିଆ : ଭଦ୍ରକ : ଶାଳନ୍ଦୀ ନଦୀରେ ବୁଡ଼ି ଜଣେ ନାବଳକ ନିଖୋଜ ହୋଇଯାଇଛନ୍ତି। ଏଭଳି ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ନାବାଳକଙ୍କୁ ଖୋଜାଖୋଜି କରୁଛନ୍ତି। ଆଜି ସକାଳେ ୩ଜଣ ନାବଳକ ଶାହାପୁର ଘାଟରେ…
ସାପୋର୍ ଏନ୍କାଉଣ୍ଟର୍: ୨ ଜୈଶ୍-ଏ-ମହମ୍ମଦ୍ ଆତଙ୍କବାଦୀ ନିହତ, ଜଣେ ସାଧାରଣ ନାଗରିକ ଆହତ September 1, 2022 ଏଜେନ୍ସୀ : ଶ୍ରୀନଗର : ବୁଧବାର ରାତିରେ ଉତ୍ତର କଶ୍ମୀରର ସୋପୋର ବୋମାଇ ଗାଁରେ ନିରାପତ୍ତା ବଳ ଏବଂ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳିବିନିମୟ ଘଟି ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ‘ଜୈଶ୍-ଏ-ମହମ୍ମଦ୍’ର ୨ଜଣ ଆତଙ୍କବାଦୀ ନିହତ ଓ ଜଣେ ସାଧାରଣ ନାଗରିକ ଆହତ…
ଉତ୍ସବମୁଖର ପଶ୍ଚିମ ଓଡ଼ିିଶା, ମା’ ସମଲେଶ୍ୱରୀଙ୍କ ଠାରେ ଲାଗି ହେଲା ନବାନ୍ନ September 1, 2022 ନିର୍ଭୟ ମିଡିଆ : ସମ୍ବଲପୁର : ନୂଆଖାଇ ପାଇଁ ଉତ୍ସବମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ନିକଟରେ ସକାଳ ୧୦.୫୬ ରୁ ୧୧.୧୦ ମଧ୍ୟରେ ନବାନ୍ନ ଲାଗି ହୋଇଛି। ଘଣ୍ଟଘଣ୍ଟା…
ଗଙ୍ଗା ନଦୀରେ ଓଲଟିଲା ଡଙ୍ଗା, ୨ ମୃତ September 1, 2022 ଏଜେନ୍ସୀ : ଲକ୍ଷ୍ନୌ : ନଦୀ ପାର୍ ବେଳେ ଅଘଟଣ। ଗଙ୍ଗା ନଦୀରେ ଓଲଟିଲା ଯାତ୍ରୀବାହୀ ଡଙ୍ଗା। ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ଅଛନ୍ତି। ଉତ୍ତରପ୍ରଦେଶର ଗାଜିପୁରରେ ଏହି ଦୁର୍ଘଟଣା ଘଟିଛି। ପ୍ରବଳ ବର୍ଷା ପରେ…
ଅଧା ବାଟରୁ ଫେରି ଆସିଲା ସ୍ପାଇସଜେଟ୍ ବିମାନ September 1, 2022 ଏଜେନ୍ସୀ : ନୂଆଦିଲ୍ଲୀ : ଅଧା ବାଟରୁ ଫେରି ଆସିଲା ବିମାନ। ରାଜଧାନୀ ଦିଲ୍ଲୀରୁ ନାସିକ ଅଭିମୁଖେ ଯାତ୍ରା କରୁଥିବା ଏକ ବିମାନରେ ତ୍ରୁଟି ନଜରକୁ ଆସିଥିଲା। ଫଳରେ ବିମାନଠିକୁ ମଝି ରାସ୍ତାରେ ପ୍ରତ୍ୟାବର୍ତ୍ତନ କରି ଜରୁରୀ ଅବତରଣ କରିଥିଲା। ଗୁରୁବାର…
ଦୁମକା ହତ୍ୟା ମାମଲା: ଆଜି ସ୍ୱତନ୍ତ୍ର କୋର୍ଟରେ ଶୁଣାଣି September 1, 2022 ଏଜେନ୍ସୀ : ରାଞ୍ଚି : ଝାରଖଣ୍ଡର ଦୁମକା ହତ୍ୟାକୁ ନେଇ ଥମୁନି ଉତ୍ତେଜନା । ଏହି ହତ୍ୟାକାଣ୍ଡ ମାମଲାରେ ଆଜି ସ୍ଵତନ୍ତ୍ର କୋର୍ଟ ଶୁଣାଣି କରିବେ । ପୀଡ଼ିତାଙ୍କ ବୟସ ପ୍ରଥମେ ୧୯ ଦର୍ଶାଯାଇଥିବା ବେଳେ ପରେ ୧୫ ବୋଲି ରିପୋର୍ଟ…
ଆସିଲାନି ଆମ୍ବୁଲାନ୍ସ, ଠେଲାଗାଡ଼ିରେ ପତ୍ନୀଙ୍କୁ ବୋହିଲେ ସ୍ୱାମୀ September 1, 2022 ଏଜେନ୍ସୀ : ଭୋପାଳ : ଆସିଲାନି ଆମ୍ବୁଲାନ୍ସ । ଶେଷରେ ଅପେକ୍ଷା କରି ନିରାଶ ହେବା ପରେ ପତ୍ନୀଙ୍କୁ ଠେଲାଗାଡ଼ିରେ ହସପିଟାଲ ନେଇଥିଲେ ସ୍ୱାମୀ । ମଧ୍ୟପ୍ରଦେଶର ଦାମୋହ ଜିଲା ମୁଖ୍ୟାଳୟଠାରୁ ୬୦ କିମି ଦୂର ରାନେହ ଗ୍ରାମରେ ଏମିତି ଏକ…
ଭାରତୀୟ ମହିଳାଙ୍କ ଚାଲିଗଲା ଜୀବନ, ଇସ୍ତଫା ଦେଲେ ପର୍ତ୍ତୁଗାଲର ସ୍ୱାସ୍ଥ୍ୟମନ୍ତ୍ରୀ September 1, 2022 ଏଜେନ୍ସ: ନୂଆଦିଲ୍ଲୀ : ନିଜ ଦେଶର ନାଗରିକ ନହୋଇ ମଧ୍ୟ ଜଣେ ଅତିଥିଙ୍କ ସେବାରେ ଅବହେଳାକୁ ସ୍ୱୀକାର କରି କେମିତି ସମ୍ବେଦନଶୀଳ ଓ ନୈତିକ ଦାୟିତ୍ୱ ନିଆଯାଇପାରେ ତାର ଏକ ଉଦାହରଣ ପର୍ତ୍ତୁଗାଲରେ ଦେଖିବାକୁ ମିଳିଛି । ପର୍ତ୍ତଗାଲରେ ଜଣେ ଭାରତୀୟ…