ତାଜା ଖବର ରାଜ୍ୟ ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ September 7, 2025 Papirani
ଡିଜିପିଙ୍କ ନିକଟରେ ଆତ୍ମସର୍ମପଣ କଲେ ୫୦ ମାଓ ମିଲିସିଆ June 2, 2022 ନିର୍ଭୟ ମିଡ଼ିଆ : ମାଲକାନଗିରି : ପୁଲିସକୁ ମିଳିଛି ଆଜି ବଡ଼ ସଫଳତା । ପୁଲିସ ଡିଜି ସୁନୀଲ କୁମାର ବଂଶଲଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ୫୦ ମାଓ ମିଲିସିଆ । ଗୁରୁବାର ଡିଜିପି ମାଲକାନଗିରି ଗସ୍ତରେ ଯାଇଥିଲା ବେଳେ ନକ୍ସଲମାନେ…
ଇଡିରେ ହାଜର ପୂର୍ବରୁ ସୋନିଆଙ୍କୁ କରୋନା June 2, 2022 ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ : କରୋନାରେ ଆକ୍ରାନ୍ତ ହେଲେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି । ମନି ଲଣ୍ଡରିଂ ମାମଲାରେ ଆସନ୍ତା ଜୁନ୍ ୮ ତାରିଖରେ ଇଡିରେ ହାଜର ହୋଇଥାନ୍ତେ ସୋନିଆ ଗାନ୍ଧି । ହେଲେ ତା’ ପୂର୍ବରୁ…
ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ June 2, 2022 ଏଜେନ୍ସୀ : ଶ୍ରୀନଗର : ଆତଙ୍କବାଦୀମାନେ ଲଗାତର ହିନ୍ଦୁମାନଙ୍କୁ ଟାର୍ଗେଟ କରୁଛନ୍ତି । ଏବେ ପୁଣି ଥରେ ଘାଟିରେ ଆଉ ଜଣେ ହିନ୍ଦୁଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଗୁରୁବାର ଜମ୍ମୁକଶ୍ମୀରର କୁଲଗାମରେ ଆତଙ୍କବାଦୀମାନେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କ ଉପରକୁ…
ଆସନ୍ତାକାଲି ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ଗଣତି June 2, 2022 ନିର୍ଭୟ ମିଡ଼ିଆ : ଝାରସୁଗୁଡ଼ା : ଆସନ୍ତାକାଲି ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ଗଣତି ହେବ । ଝାରସୁଗୁଡା ଇଞ୍ଜିନିୟରିଂ ସ୍କୁଲରେ ଏହି ଗଣତି ହେବ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସକାଳ ୮ଟାରୁ ଭୋଟ ଗଣତି ହେବ ।…
ଭାଜପାରେ ଯୋଗ ଦେଲେ ହାର୍ଦ୍ଦିକ ପଟେଲ June 2, 2022 ଏଜେନ୍ସୀ : ଅହମ୍ମଦାବାଦ : ଦିନେ ଭାଜପାକୁ ସମାଲୋଚନା କରୁଥିବା ଗୁଜୁରାଟର ପଟିଦାର ନେତା ହାର୍ଦ୍ଦିକ ପଟେଲ ଆଜି ଧରିଲେ ପଦ୍ମ । ଆଜି ସେ ବିଧିବଦ୍ଧ ଭାବେ ଭାଜପାରେ ଯୋଗ ଦେଲେ । ଏନେଇ ସେ ନିଜେ ଘୋଷଣା କରିଛନ୍ତି…
ମେଡିକାଲ ପରିସରରେ ଦୁର୍ବୃତ୍ତଙ୍କ ଗୁଳିମାଡ଼, ୪ ମୃତ June 2, 2022 ଏଜେନ୍ସୀ: ୱାଂଶିଟନ୍ : ଆମେରିକାରେ ପୁଣି ଗର୍ଜିଛି ବନ୍ଧୁକ । ଜୀବନ ହାରିଛନ୍ତି ଚାରି ଜଣ । ବୁଧବାର ଦିନ ଓକ୍ଲାହୋମାର ତୁଲସା ସ୍ଥିତ ଏକ ମେଡିକାଲ ପରିସରରେ ଆତତାୟୀର ଗୁଳିମାଡ଼ରେ ୪ଜଣ ସଧାରଣ ଲୋକଙ୍କର ମୃତ୍ୟୁ ହୋଇଛି । ତେବେ…
ରସୁଲଗଡ଼ ଓଭରବ୍ରିଜରେ ସିରିଜ ଦୁର୍ଘଟଣା June 2, 2022 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ରସୁଲଗଡ଼ ଓଭରବ୍ରିଜରେ ବୁଧବାର ବିଳମ୍ବିତ ରାତିରେ ସିରିଜ ଦୁର୍ଘଟଣା ଘଟିଯାଇଛି । ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ରାସ୍ତାରେ ଯାଉଥିବା ଏକ କାର୍କୁ ପଛ ପଟରୁ ଧକ୍କା ଦେଇଥିଲା ।…
ଆଜି ପଞ୍ଚଭୂତରେ ଲୀନ ହେବେ କେକେ, ମୁମ୍ବାଇରେ ହେବ ଶେଷକୃତ୍ୟ June 2, 2022 ଏଜେନ୍ସୀ : ମୁମ୍ବାଇ : ଆଜି ପଞ୍ଚଭୂତରେ ଲୀନ ହେବେ ବଲିଉଡର ଖ୍ୟାତନାମା ଗାୟକ କେକେ । ଆଜି ହେବ ତାଙ୍କ ଅନ୍ତିମ ସଂସ୍କାର । ମୁମ୍ବାଇ ଭର୍ସୋଭାର ମୁକ୍ତିଧାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯିବ ବୋଲି ସୂଚନା ମିଳିଛି ।…
ଆଜିଠୁ ଯୁକ୍ତ ଦୁଇ ମୂଲ୍ୟାୟନ June 2, 2022 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ମୂଲ୍ୟାୟନ । ୬୪ଟି ମୂଲ୍ୟାୟନ କେନ୍ଦ୍ରରେ ଅଫଲାଇନ ଯୋଗେ ଓ ୩୭ ଟି ମୂଲ୍ୟାୟନ କେନ୍ଦ୍ରରେ ଅନ୍ଲାଇନ ଯୋଗେ ମୂଲ୍ୟାୟନ ହେବ । ୨ ଟି ପର୍ଯ୍ୟାୟରେ…
୯ରୁ ପ୍ରତି ଜିଲ୍ଲାରେ କଂଗ୍ରେସ ୭୫କିମି ପଦଯାତ୍ରା June 1, 2022 ନିର୍ଣ୍ଣାୟକ ଲଢ଼େଇ ଲଢ଼ିବ କଂଗ୍ରେସ। କଂଗ୍ରେସର ଉଦୟପୁର ନବସଂକଳ୍ପ ଚିନ୍ତନ ଶିବିରରେ ନିଆଯାଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ଆଜିଠୁ ଭୁବନେଶ୍ୱରରେ ୨ଦିନିଆ ଚିନ୍ତନ ଶିବିର ଆରମ୍ଭ ହୋଇଛି। କେନ୍ଦ୍ରର ୮ବର୍ଷର ସରକାର ଓ ରାଜ୍ୟର ୨୨ବର୍ଷର ସରକାର ବିରୁଦ୍ଧରେ କଂଗ୍ରେସ…