ତାଜା ଖବର ମନୋରଞ୍ଜନ Dharmendra Discharged: ହସ୍ପିଟାଲରୁ ଡିସଚାର୍ଜ ହେଲେ ଧର୍ମେନ୍ଦ୍ର; ଘରେ ହେବ ଚିକିତ୍ସା November 12, 2025 Nirvay
ତାଜା ଖବର ରାଜ୍ୟ Bargarh Dhanujatra: ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ୧୫ରୁ ହେବ କଳାକାର ଚୟନ ପ୍ରକ୍ରିୟା November 12, 2025 Papirani
ତାଜା ଖବର ମନୋରଞ୍ଜନ Dharmendra Discharged: ହସ୍ପିଟାଲରୁ ଡିସଚାର୍ଜ ହେଲେ ଧର୍ମେନ୍ଦ୍ର; ଘରେ ହେବ ଚିକିତ୍ସା November 12, 2025 Nirvay
ତାଜା ଖବର ରାଜ୍ୟ Bargarh Dhanujatra: ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ୧୫ରୁ ହେବ କଳାକାର ଚୟନ ପ୍ରକ୍ରିୟା November 12, 2025 Papirani
ରାଜନୀତି ରାଜ୍ୟ Nuapada Bye-Election: ରେକର୍ଡ ମତଦାନ ପାଇଁ ନୂଆପଡାବାସୀଙ୍କୁ ଧନ୍ୟବାଦ ଜଣାଇଲେ ବିଜେପି ସଭାପତି November 12, 2025 Nirvay
ରାଜନୀତି ରାଜ୍ୟ Nuapada Bye-Election: ନୂଆପଡ଼ାରେ ରେକର୍ଡ ଭୋଟିଂ;୮୧% ରୁ ଅଧିକ ମତଦାନ November 11, 2025 Nirvay
ପୂଜା ମଣ୍ଡପ ସ୍ଥାନକୁ ନେଇ ଗୋଷ୍ଠୀ ସଂଘର୍ଷ, ଗାଁରେ ଜାରି ହେଲା ୧୪୪ ଧାରା August 31, 2022 ନିର୍ଭୟ ମିଡିଆ :ଭଦ୍ରକ : ଗଣେଶ ପୂଜା ମଣ୍ଡପ ସ୍ଥାନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଗାଁରେ ଉତ୍ତେଜନା ପରିସ୍ଥିତି ଲାଗି ରହିଥିବାରୁ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ୧୪୪ଧାରା ଜାରି କରାଯାଇଛି। ଏଭଳି…
ଥଣ୍ଡା ଜ୍ୱରରେ ୨ ଛାତ୍ର ମୃତ, ୧୨ ଅସୁସ୍ଥ August 31, 2022 ନିର୍ଭୟ ମିଡିଆ : ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ୍ କୋଲାଗଣ୍ଡା ଆଶ୍ରମ ବିଦ୍ୟାଳୟରେ ଥଣ୍ଡା ଜ୍ୱରରେ ୨ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଛାତ୍ରଛାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। ଅସୁସ୍ଥ ପିଲାଙ୍କୁ ମାଲକାନାଗିରି ଜିଲ୍ଲା ମୁଖ୍ୟ…
ଆଜି ଗଣେଶ ଚତୁର୍ଥୀ August 31, 2022 ନିର୍ଭୟ ମିଡିଆ : ଭୁବନେଶ୍ୱର : ଆଜି ଗଣେଶ ଚତୁର୍ଥୀ। ଅଗ୍ରଗଣ୍ୟ ଗଜାନଙ୍କ ପୂଜା ଆରଧନାର ଦିନ। ଆଜିଠୁ ଆରମ୍ଭ ହେଉଛି ପାର୍ବଣ। ଗଣେଶ ପୂଜା ଅବସରରେ ସବୁଠି ଲାଗି ରହିଛି ଉତ୍ସବମୁଖର ପରିବେଶ। ଶିକ୍ଷାନୁଷ୍ଠାନ, କ୍ଲବ, ଅଫିସ, ଅନ୍ୟାନ୍ୟ ପ୍ରତିଷ୍ଠାନ…
କଂଗ୍ରେସକୁ ବଡ଼ ଝଟକା , ଏକାଥରେ ଇସ୍ତଫା ଦେବେ ୫୧ ନେତା August 30, 2022 ଏଜେନ୍ସୀ : ନୂଆଦିଲ୍ଲୀ : ଥମୁନି କଂଗ୍ରେସର ଅଡୁଆ। ଜଣକ ପରେ ଜଣେ ନେତା ଦେଉଛନ୍ତି ଇସ୍ତଫା। ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ଇସ୍ତଫା ପରେ କଂଗ୍ରେସକୁ ଲାଗିବାକୁ ଯାଉଛି ଆଉ ଏକ ବଡ଼ ଝଟକା । ହାତ ଛାଡିବାକୁ…
ବିଶ୍ୱର ତୃତୀୟ ଧନୀ ଆଦାନୀ August 30, 2022 ଏଜେନ୍ସୀ : ନୂଆଦିଲ୍ଲୀ : ପୁଣି ରେକର୍ଡ କଲେ ଗୌତମ ଆଦାନୀ। ହେଲେ ବିଶ୍ୱର ତୃତୀୟତମ ଧନୀ ବ୍ୟକ୍ତି। ଫ୍ରାନ୍ସର ବର୍ଣ୍ଣାଡ ଅଲ୍ଟାନଙ୍କୁ ପଛରେ ପକାଇ ଭାରତୀୟ କୋଟିପତି ଗୌତମ ଅଦାନୀ ବିଶ୍ୱର ତୃତୀୟ ଶ୍ରେଷ୍ଠ ବିତ୍ତଶାଳୀ ବ୍ୟକ୍ତି ଭାବେ ନିଜର…
ବାବ୍ରି ମାମଲାରେ ପୂର୍ଣ୍ଣଛେଦ, ଗୁଜରାଟ ଦଙ୍ଗା ମାମଲାରେ ଡୋରି August 30, 2022 ଏଜେନ୍ସୀ : ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ବାବ୍ରି ମସଜିଦ ମାମଲାରେ ପଡିଲା ପୂର୍ଣ୍ଣଛେଦ। ଗୁଜରାଟ ଦଙ୍ଗା ସହ ଜଡିତ ସମସ୍ତ ମାମଲରେ ବନ୍ଧା ହେଲା ଡୋରି। ଏନେଇ ଆଜି ଏକ ବଡ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ। ବାବ୍ରି ମସଜିଦ ଭାଙ୍ଗିବା…
୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡିଏସ୍ପି ଇନ୍ଚାର୍ଜ August 30, 2022 ନିର୍ଭୟ ମିଡିଆ : ଢେଙ୍କାନାଳ/କେନ୍ଦୁଝର : ଲାଞ୍ଚ ନେଇ ଫସିଗଲେ ଡିଏସ୍ପି ଇନ୍ଚାର୍ଜ । ମାଡ଼ି ବସିଲା ଭିଜିଲାନ୍ସ। ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲାରେ। ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଏହି ଡିଏସ୍ପି ଇନ୍ଚାର୍ଜଙ୍କ ନାଁ ଅଭିନବ ଡାଳୁଆ। ସେ ଢେଙ୍କାନାଳ ସଦର…
ମୁଣ୍ଡଳିରେ ଝାଳନାଳ ହେଲେ ଅଗ୍ନିଶମ କର୍ମଚାରୀ, ଭୁବନେଶ୍ୱରରୁ ଠାବ ହେଲେ ଯୁବକ August 30, 2022 ନିର୍ଭୟ ମିଡିଆ : କଟକ/ଆଠଗଡ଼ : ମହାନଦୀ ମୁଣ୍ଡଳି ବ୍ରିଜ୍ ଉପରେ ସ୍କୁଟି ମିଳିବା ଘଟଣାରେ ନାଟକୀୟ ଯବନିକା ପଡ଼ିଛି। ସ୍କୁଟି ଥୋଇ କେହି ନଦୀକୁ ଡେଇଁଥିବା ଆଶଙ୍କାରେ ଚାଲିଥିବା ତନାଘନାରେ ପଡ଼ିଲା ପୂର୍ଣ୍ଣଛେଦ। ନଦୀରେ କେହି ବୁଡ଼ି ଯାଇଥିବା ଆଶଙ୍କାରେ…
ସିବିଆଇ ସ୍କାନର୍ରେ ସିସୋଦିଆଙ୍କ ବ୍ୟାଙ୍କ ଲକର୍ August 30, 2022 ଏଜେନ୍ସୀ : ନୂଆଦିଲ୍ଲୀ : ରୋଚକ ହେଉଛି ଦିଲ୍ଲୀ ଶାସକ ଦଳ ଆମ ଆଦମୀ ପାର୍ଟି ଓ ଭାଜପା ମଧ୍ୟରେ ତୁତୁ ମେଁ ମେଁ। ଉପରାଜ୍ୟପାଳ ବିନୟ କୁମାର ସାକ୍ସେନାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ଆଜି ଆପ୍ ସିବିଆଇ ପାଖରେ…
ସିଦ୍ଧୁ ମୁସେୱାଲା ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ଗିରଫ August 30, 2022 ଏଜେନ୍ସୀ : ଚଣ୍ଡିଗଡ : ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡ ମାମଲାର ମାଷ୍ଟରମାଇଣ୍ଡ ଗିରଫ। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ସମ୍ପର୍କିୟ ସଚିନ ବିଷ୍ଣୋଇକୁ ଅଜରବୈଜାନରୁ ପୁଲିସ ଗିରଫ କରିଛି। ସଚିନ ବିଷ୍ଣୋଇ ମୁସେୱାଲା ହତ୍ୟାକାଣ୍ଡର ଦାୟିତ୍ୱ ନେଇଥିଲା। ତଦନ୍ତ…