ଅଗଷ୍ଟ ୩ ଯାଏ ଇଡି ହେପାଜତକୁ ଗଲେ ପାର୍ଥ ଓ ଅର୍ପିତା

ଏଜେନ୍ସୀ : ନୂଆଦିଲ୍ଲୀ : ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ଗିରଫ ହୋଇଥିବା ପଶ୍ଚିମବଙ୍ଗର ମନ୍ତ୍ରୀ ପାର୍ଥ ଚାଟାର୍ଜା ଓ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜାଙ୍କୁ କୋଲକାତାର ସ୍ୱତନ୍ତ୍ର କୋର୍ଟ ଅଗଷ୍ଟ ୩ ଯାଏ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ହେପାଜତକୁ ପଠାଇ ଦେଇଛନ୍ତି ।…

ହିନ୍ଦୁ ଓ ଶିଖ ଲୋକଙ୍କୁ ଦେଶକୁ ଫେରିବା ପାଇଁ ଅନୁରୋଧ କଲା ତାଲିବାନ

ଏଜେନ୍ସୀ : କାବୁଲ : ବନ୍ଧୁକ ଦେଖାଇ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ଏବେ ନିଜର ଭାବମୂର୍ତ୍ତି ସୁଧାରିବାକୁ ଚେଷ୍ଟା ଆରମ୍ଭ କରିଛି । ଦେଶ ଛାଡ଼ିଥିବା ଆଫଗାନୀ ହିନ୍ଦୁ ଓ ଶିଖମାନଙ୍କୁ ପୁଣିଥରେ ଦେଶକୁ ଫେରି ଆସିବାକୁ ଅନୁରୋଧ କରିଛି…

ବିଷାକ୍ତ ମଦ ପିଇ ୧୯ ମୃତ

ଏଜେନ୍ସୀ : ଗୁଜୁରାଟ : ଦୀର୍ଘ ବର୍ଷ ହେଲାଣି ଗୁଜରାଟରେ ମଦକୁ ସଂପୂର୍ଣ୍ଣ ଭାବେ ନିଷେଦ୍ଧ କରାଯାଇଛି । ବିହାର ଭଳି ଗୁଜରାଟ ମଧ୍ୟ ଗୋଟିଏ ଡ୍ରାଏ ରାଜ୍ୟ । ଅର୍ଥାତ ଏଠାରେ ମଦ ମିଳେନାହିଁ । କିନ୍ତୁ ମଦ ମିଳୁ…

ଭାରତକୁ ବଡ଼ ଝଟକା : ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରୁ ନୀରଜ ଚୋପ୍ରା ଆଉଟ୍‌

ଏଜେନ୍ସୀ : ନୂଆଦିଲ୍ଲୀ : ଆଉ ମାତ୍ର ଦିନକ ପରେ ଇଂଲଣ୍ଡର ବର୍ମିହାମରେ ଆରମ୍ଭ ହେବ ରାଜ୍ୟଗୋଷ୍ଠୀ କ୍ରୀଡ଼ା । ତେବେ ଏହା ପୂର୍ବରୁ ଭାରତକୁ ଲାଗିଛି ବହୁତ ବଡ଼ ଝଟକା । ଆହତ କାରଣରୁ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରୁ ବାଦ…

ନଗ୍ନ ଫଟୋସୁଟ୍‌ ପରେ ଅଡ଼ୁଆରେ ରଣବୀର, ଏଫଆଇଆର ରୁଜୁ, ଯାଇପାରନ୍ତି ଜେଲ୍‌

ଏଜେନ୍ସୀ : ମୁମ୍ବାଇ : ବଲିଉଡ ଅଭିନେତା ରଣବୀର ସିଂହଙ୍କ ନଗ୍ନ ଫଟୋ ସୁଟ୍‌କୁ ନେଇ ଆରମ୍ଭ ହୋଇଯାଇଛି ଜୋରଦାର ବିବାଦ । ଏହି ଫଟୋକୁ ନେଇ ଟ୍ରୋଲ୍‌ ହେଉଥିବା ରଣବୀର ଏବେ ଆଇନର ଜାଲରେ ଫସିବାକୁ ଯାଉଛନ୍ତି । ଅଭିନେତାଙ୍କ…

ଝାଡ଼ାବାନ୍ତି ଆତଙ୍କ; ଜଣେ ମୃତ, ୨୦ରୁ ଅଧିକ ଅସୁସ୍ଥ

ନିର୍ଭୟ ମିଡ଼ିଆ : ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଜଟଗଡ ଗାଁରେ ଝାଡାବାନ୍ତି ଆତଙ୍କ ଦେଖିବାକୁ ମିଳିଛି । ଝାଡାବାନ୍ତିରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଜଣ ଅସୁସ୍ଥ ହୋଇଛନ୍ତି । ସେମାନଙ୍କୁ…

ଟ୍ରାକ୍ଟର ଓଲଟି ୨ ମହିଳା ମୃତ, ୩ ଗୁରୁତର

ନିର୍ଭୟ ମିଡ଼ିଆ : ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ବଦାମପାହାଡ଼ ଥାନା ଅନ୍ତର୍ଗତ ପୂର୍ଣ୍ଣିଆ ଗାଁ ନିକଟରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଦୁଇ ମହିଳାଙ୍କ ମୃତ୍ୟୁ ଘଟିଥିବା…

ଲିଫ୍ଟ ମାଗି ବ୍ୟବସାୟୀଙ୍କୁ ଭୁଜାଲିରେ ହାଣିଦେଲେ

ନିର୍ଭୟ ମିଡ଼ିଆ : ବାଲେଶ୍ୱର : ଲିଫ୍ଟ ମାଗିବା ବାହାନାରେ ଦିନ ଦ୍ୱିପହରରେ ରାସ୍ତାରେ ଯାଉଥିବା ଜଣେ ବ୍ୟବସାୟୀଙ୍କୁ ଭୁଜାଲିରେ ହାଣି ଦେଇଛନ୍ତି ୫ ଲୁଟେରା । ବ୍ୟବସାୟୀଜଣକ ରାସ୍ତାରେ ପଡ଼ି ଛଟପଟ ହେଉଥିବା ବେଳେ ତାଙ୍କ ଡିଜିରେ ଥିବା ୧…

ସାଳନ୍ଦୀ ନଦୀକୁ ଡେଇଁ ପଡ଼ିଲେ ଯୁବତୀ

ନିର୍ଭୟ ମିଡ଼ିଆ : ଭଦ୍ରକ : ଭଦ୍ରକ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ରାଜଘାଟ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ଜଣେ ଯୁବତୀ ନିଖୋଜ ହୋଇ ଯାଇଛନ୍ତି । ଏପର୍ଯ୍ୟନ୍ତ ଯୁବତୀଙ୍କ ପତ୍ତା ମିଳି ନାହିଁ । ଯୁବତୀଙ୍କ ପରିଚୟ…

ସୋନିଆ ଗାନ୍ଧୀଙ୍କୁ ଇଡିର ଜେରା ନେଇ କଂଗ୍ରେସର ବିରୋଧ ପ୍ରଦର୍ଶନ, ରାହୁଲ ଗାନ୍ଧୀ ଅଟକ

ଏଜେନ୍ସୀ : ନୂଆଦିଲ୍ଲୀ : ନ୍ୟାସ୍‌ନାଲ୍‌ ହେରାଲ୍ଡ ଖବରକାଗଜ ମାମଲାରେ ଦ୍ୱିତୀୟ ଥର ଜେରା ପାଇଁ ଇଡି ଡାକିଥିବା ବେଳେ କଂଗ୍ରେସ ପାର୍ଟିର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପୂର୍ବାହ୍ନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ତାଙ୍କ ସହ…