ଆଜି ନେତା ବାଛିବେ ପଦ୍ମପୁରବାସୀ, ମତଦାନ ଆରମ୍ଭ

ନିର୍ଭୟ ମିଡ଼ିଆ : ବରଗଡ଼ : ପଦ୍ମପୁର ଉପନିର୍ବାଚନ ପାଇଁ ଚାଲିଛି ଭୋଟି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ଭୋଟ୍‌ ଦେବାକୁ ଲୋକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି । ସକାଳୁ ସକାଳୁ ଧାଡ଼ିରେ ଠିଆ ହୋଇ…

ତୃତୀୟ ସଂସ୍କରଣରେ ଆଶାଠୁ ଅଧିକ:ଆସିଛି ୧୦ ଲକ୍ଷ ୪୮ ହଜାର କୋଟିର ପ୍ରସ୍ତାବ

ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭର ତୃତୀୟ ସଂସ୍କରଣରେ ମିଳିଛି ଆଶାଠୁ ଅଧିକ ସଫଳ । ୩୦ ତାରିଖରୁ ଆରମ୍ଭ ହୋଇଥିବା ଏହି କନ୍‌କ୍ଳେଭର ଉଦ୍‌ଯାପନୀ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଥିଲା ବେଳେ ରବିବାର ମଧ୍ୟ ଖୋଲା ରହିବ ସାଧାରଣ ଜନତାଙ୍କ ପାଇଁ…

ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲାରେ ଭୟଙ୍କର ବିସ୍ଫୋରଣ

କୋଲକାତା: ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲାରେ ଭୟଙ୍କର ବିସ୍ଫୋରଣ। ଏଠାକାର ଅର୍ଜୁନ ନଗର ଅଞ୍ଚଳରେ ଥିବା ତ୍ରୁଣମୂଳ କଂଗ୍ରେସର ବୁଥ ସଭାପତି ରାଜକୁମାର ମନ୍ନାଙ୍କ ଘରେ ବିସ୍ଫୋରଣ ହୋଇଛି। ଏହି ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ…

ପଦ୍ମ ଭୂଷଣରେ ସମ୍ମାନୀତ ହେଲେ ଗୁଗଲ ଓ ଆଲ୍‌ଫାବେଟ୍ ସିଇଓ ସୁନ୍ଦର ପିଚାଇ।

ନୂଆଦିଲ୍ଲୀ: ପଦ୍ମ ଭୂଷଣରେ ସମ୍ମାନୀତ ହେଲେ ଗୁଗଲ ଓ ଆଲ୍‌ଫାବେଟ୍ ସିଇଓ ସୁନ୍ଦର ପିଚାଇ। ବାଣିଜ୍ୟ ଓ ଶିଳ୍ପ ବର୍ଗରେ ସୁନ୍ଦର ପିଚାଇଙ୍କୁ ୨୦୨୨ ବର୍ଷ ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ମଦୁରାଇ ଜନ୍ମିତ ପିଚାଇ ପରିବାରର ଘନିଷ୍ଠ ସଦସ୍ୟଙ୍କ…

ସଂସଦର ଶୀତ ଅଧିବେଶନରେ ଯୋଗଦେବେ ନାହିଁ -ରାହୁଲ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧିଙ୍କ ସମେତ ଜୟରାମ ରମେଶ ଓ ଦିଗବିଜୟ ସିଂହଙ୍କ ଭଳି ଅନେକ ବରିଷ୍ଠ ନେତା ସଂସଦର ଶୀତ ଅଧିବେଶନରେ ଯୋଗଦେବେ ନାହିଁ ବୋଲି ଜଣାପଡ଼ିଛି। ଏହି ନେତାମାନେ ରାହୁଲ ଗାନ୍ଧିଙ୍କ ସହ ଏବେ ଭାରତ…

ପୁରୀ ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍

ପୁରୀ୦୩/୧୨: ପୁରୀ ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍ । ୟୁଟ୍ୟୁବରେ ଭାଇରାଲ ହେଲା ଡ୍ରୋନରେ ନିଆଯାଇଥିବା ଶ୍ରୀମନ୍ଦିର ଭିଡିଓ । ଜଣେ ବଙ୍ଗୀୟ ୟୁଟ୍ୟୁବର ନିଜ ୟୁଟ୍ୟୁବରେ ଭିଡିଓ ଅପଲୋଡ଼ କରି ଭାଇରାଲ୍ କରିଛି । ୟୁନିଫାଏଡ୍ ନାମକ ଏକ ୟୁଟ୍ୟୁବ…

ପୁଣି ଖଲ୍ଲିକୋଟ ଆରସିଏମ କଲେଜରୁ ଆସିଛି ରାଗିଂ ଅଭିଯୋଗ

ଖଲ୍ଲିକୋଟ ୦୩/୧୨: ଗଞ୍ଜାମ ଜିଲ୍ଲା ଏବେ ଗୋଟିଏ ପରେ ଗୋଟିଏ କଲେଜରୁ ରାଗିଂ ଅଭିଯୋଗ ଆସୁଛି । ଏବେ ପୁଣି ଖଲ୍ଲିକୋଟ ଆରସିଏମ କଲେଜରୁ ଆସିଛି ରାଗିଂ ଅଭିଯୋଗ । କଲେଜର ବାର୍ଷିକ ଉତ୍ସବ ଚାନ୍ଦା ଆଦାୟକୁ ନେଇ ଜଣେ ସିନିୟର…

ଗୁଜରାଟରେ ବିଧାନସଭା ନିର୍ବାଚନର ଆଜି ସରୁଛି ପ୍ରଚାର

ଏଜେନ୍ସୀ : ଅହମ୍ମଦାବାଦ : ଗୁଜରାଟରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ଆଜି ସରୁଛି ପ୍ରଚାର। ଶେଷ ଦିନରେ ୩ ପ୍ରମୁଖ ଦଳ କ୍ୟାମ୍ପେନିଂକୁ ଆହୁରି ଜୋରଦାର କରିବେ। ଏଥିପାଇଁ ସକାଳୁ ହିଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି ।…

କୋଣାର୍କ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ନୃତ୍ୟଶିଳ୍ପୀଙ୍କ ମଣିପୁରୀ ନୃତ୍ୟ..ଜମିଥିଲା ଲୋକଙ୍କ ଭିଡ଼

କୋଣାର୍କ ୦୩/୧୨: କୋଣାର୍କ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ନୃତ୍ୟଶିଳ୍ପୀଙ୍କ ମଣିପୁରୀ ଓ ଓଡ଼ିଶୀ ଦର୍ଶକଙ୍କ ମନମୋହିଥିଲା । ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତ କାର୍ଯ୍ୟକ୍ରମର ପ୍ରଥମ ଚରଣରେ ଇମ୍ଫାଲର ଏଲ. ଉପେନ୍ଦ୍ର ଶର୍ମା ଓ ସାଥୀ କଳାକାର ମଣିପୁରୀ ନୃତ୍ୟ ପରିବେଷଣ…

ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର

ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର । ପ୍ରଚାରର ଶେଷ ଦିନରେ ଭୋଟରଙ୍କ ମନ ଜିଣିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିବେ ସବୁ ଦଳ । ଆଜି ବି ଷ୍ଟାର ପ୍ରଚାରକ ମାନେ ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର…