ନୂଆଦିଲ୍ଲୀ : ଗୁରୁବାର ସନ୍ଧ୍ୟାରେ ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ନିର୍ବାଚନର ପ୍ରଚାର ଆଜି ସନ୍ଧ୍ୟାରେ ବନ୍ଦ ହୋଇଯାଇଛି । ଷଷ୍ଠ ପର୍ଯ୍ୟାୟରେ ଆଠଟି ରାଜ୍ୟରେ ମୋଟ ୫୮ ଟି ଆସନ ପାଇଁ ମେ ୨୫ରେ ମତଦାନ ଅନୁଷ୍ଠିତ ହେବ। ଷଷ୍ଠ ପର୍ଯ୍ୟାୟରେ ଭୋଟ୍ ଅନୁଷ୍ଠିତ ହେବାକୁ ଥିବା ସିଟ୍ ମଧ୍ୟରେ ଉତ୍ତରପ୍ରଦେଶର ସର୍ବାଧିକ ୧୪ ଟି ଲୋକସଭା ଆସନ ରହିଛି।
ଷଷ୍ଠ ପର୍ଯ୍ୟାୟରେ ଯେଉଁ ଭୋଟ୍ ଅନୁଷ୍ଠିତ ହେବାକୁ ଯାଉଛି, ସେଗୁଡ଼ିକ ହେଉଛି ଉତ୍ତରପ୍ରଦେଶରେ ୧୪ ଟି, ହରିୟାଣାରେ ୧୦ ଟି, ବିହାର ଏବଂ ପଶ୍ଚିମବଙ୍ଗରେ ୮, ଦିଲ୍ଲୀର ସମସ୍ତ ୭ଟି , ଓଡିଶାରେ ୬ ଟି ଏବଂଝାଡ଼ଖଣ୍ଡରେ ୪ ସିଟ୍। ଏଥି ସହିତ ଜାମ୍ମୁ କାଶ୍ମୀରରେ ଅତି କମରେ ଗୋଟିଏ ଆସନରେ ଲୋକମାନେ ଭୋଟ୍ ଦେବେ।
ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ନିର୍ବାଚନର ପ୍ରଚାର ମଧ୍ୟ ଆଜି ସନ୍ଧ୍ୟାରେ ବନ୍ଦ ହୋଇଯାଇଛି । ଷଷ୍ଠ ପର୍ଯ୍ୟାୟରେ ଆଠଟି ରାଜ୍ୟରେ ମୋଟ ୫୮ ଟି ଆସନ ପାଇଁ ମେ ୨୫ରେ ମତଦାନ ଅନୁଷ୍ଠିତ ହେବ। ଷଷ୍ଠ ପର୍ଯ୍ୟାୟରେ ଭୋଟ୍ ଅନୁଷ୍ଠିତ ହେବାକୁ ଥିବା ଆସନ ମଧ୍ୟରେ ଉତ୍ତରପ୍ରଦେଶର ସର୍ବାଧିକ ୧୪ ଟି ଲୋକସଭା ଆସନ ରହିଛି।
ଷଷ୍ଠ ପର୍ଯ୍ୟାୟରେ ଯେଉଁ ଭୋଟ୍ ଅନୁଷ୍ଠିତ ହେବାକୁ ଯାଉଛି, ସେଗୁଡ଼ିକ ହେଉଛି ଉତ୍ତରପ୍ରଦେଶରେ ୧୪ ଟି, ହରିୟାଣାରେ ୧୦ ଟି, ବିହାର ଏବଂ ପଶ୍ଚିମବଙ୍ଗରେ ୮, ଦିଲ୍ଲୀର ସମସ୍ତ ୭ଟି , ଓଡିଶାରେ ୬ ଟି ଏବଂଝାଡ଼ଖଣ୍ଡରେ ୪ ଆସନ । ଏଥି ସହିତ ଜାମ୍ମୁ କାଶ୍ମୀରରେ ଅତି କମରେ ଗୋଟିଏ ଆସନରେ ଲୋକମାନେ ଭୋଟ୍ ଦେବେ।

By SonaliP

Leave a Reply

Your email address will not be published. Required fields are marked *