ସମବାୟ ସମିତିର ସରକାରୀ ପାଣ୍ଠିରୁ ୨୨.୧୯ ଲକ୍ଷ ଟଙ୍କା ହଡ଼ପ କରିବା ଅଭିଯୋଗରେ ବଲାଙ୍ଗୀର ଜିଲ୍ଲାର ଜଣେ ପୂର୍ବତନ ସମବାୟ ସମ୍ପାଦକଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗିରଫ ଅଭିଯୁକ୍ତ ଜଣକ ହେଲେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସୁନାମୁଦି ପ୍ରାଥମିକ କୃଷି ସମବାୟ ସମିତି ପୂର୍ବତନ ସେକ୍ରେଟାରୀ ମୌସମ ବେହେରା। Post navigation Nuakhai Lagna 2026: ବଲାଙ୍ଗୀରର ଇଷ୍ଟଦେବୀ ମା’ ସମଲେଶ୍ୱରୀଙ୍କ ପାଖରେ ଲାଗି ହେବ ନବାନ୍ନ मोहन भागवत का बड़ा बयान: Gen-Z पुरानी पीढ़ी से ज्यादा देशभक्त, उन पर आंख बंद करके हे भरोसा