ତାଜା ଖବର ରାଜ୍ୟ ବିକଶିତ ଓଡ଼ିଶାର ଲକ୍ଷ୍ୟ ପୂରଣ ପାଇଁ କୃଷି ଓ କୃଷକମାନଙ୍କ ବିକାଶ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିବ: ମୁଖ୍ୟମନ୍ତ୍ରୀ June 17, 2025 Papirani ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତ୍ତି ପାଳନ ଅବସରରେ ବଲାଙ୍ଗୀର ଠାରେ ଆୟୋଜିତ ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ରାଜ୍ୟରେ କୃଷକ ମାନଙ୍କୁ ସଶକ୍ତ କରିବା ପାଇଁ ସରକାର ସମସ୍ତ ପ୍ରକାର ଯାନ୍ତ୍ରିକ…
ରାଜ୍ୟ ବଲାଙ୍ଗିର ସାମ୍ବାଦିକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ମିଳିଲା ଜାମିନ୍ May 31, 2025 Nirvay କାର୍ଯ୍ୟରତ ସାମ୍ବାଦିକ ବିଜୟ ପ୍ରଧାନଙ୍କୁ ଆକ୍ରମଣ ଘଟଣାକୁ ରାଜ୍ୟବ୍ୟାପୀ ତୀବ୍ର ନିନ୍ଦା କରାଯାଇଥିବାବେଳେ ଆଜି ବଲାଙ୍ଗିର SDJM କୋର୍ଟରୁ ସମସ୍ତ ୪ ଜଣଙ୍କୁ ଜାମିନ୍ ମିଳିଛି । ମୁଖ୍ୟ ଅଭିଯୁକ୍ତ ଗଜେନ୍ଦ୍ର ଦଳାଇଙ୍କୁ ମାତ୍ର ୨ ଦିନରେ ଜାମିନ୍ ମିଳିଛି ।…
ରାଜ୍ୟ ବଲାଙ୍ଗିରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ନିଜ ଆଡୁ ଡିଜିପିଙ୍କୁ ନୋଟିସ୍ କଲେ NHRC May 30, 2025 Nirvay ବଲାଙ୍ଗିରରେ ହାତଗୋଡ଼ ବାନ୍ଧି ସାମ୍ବାଦିକଙ୍କୁ ମାଡ଼ ମାରିବା ଘଟଣାରେ ନିଜ ଆଡୁ ମାମଲା ଗ୍ରହଣ କରି ନୋଟିସ୍ କଲେ NHRC । ମାମଲା ଗ୍ରହଣ ସହ ଡିଜିପିଙ୍କୁ ନୋଟିସ୍ କଲେ NHRC । ୨ ସପ୍ତାହ ମଧ୍ୟରେ ସବିଶେଷ ରିପୋର୍ଟ ଦେବାକୁ…
ରାଜ୍ୟ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ May 27, 2025 Nirvay ଖବର ସଂଗ୍ରହବେଳେ ବଲାଙ୍ଗିର ଜିଲ୍ଲା, ପୁଇଁତଳା ଥାନା ଅନ୍ତର୍ଗତ କୁଲଥିପାଲି ଗାଁରେ ସାମ୍ବାଦିକ ବିଜୟ କୁମାର ପ୍ରଧାନଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଠିକାଦାର ଗଜେନ୍ଦ୍ର ଦଳାଇ ଆଜି ଗିରଫ ହୋଇଛି । ଏନେଇ ଉତ୍ତରାଞ୍ଚଳ ଆଇଜି ହିମାଂଶୁ…
ରାଜ୍ୟ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା: ଜୁନ୍ ୧୭ ସୁଦ୍ଧା ଆସିବ ଚୂଡ଼ାନ୍ତ ରାୟ May 3, 2025 Nirvay ଜୁନ୍ ୧୭ ସୁଦ୍ଧା ଆସିବ ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଚୂଡ଼ାନ୍ତ ରାୟ । ଆଜି ପୁଞ୍ଜିଲାଲଙ୍କ ସପକ୍ଷରେ ପଡ଼ୋଶୀ ଜିତେନ୍ ପଟେଲଙ୍କ ସାକ୍ଷ୍ୟଗ୍ରହଣ ହୋଇଥିବାବେଳେ ଆସନ୍ତା ୫ ତାରିଖରେ ପ୍ରତିପକ୍ଷଙ୍କ ସାକ୍ଷ୍ୟଗ୍ରହଣ ନେଇ ଶୁଣାଣି ହେବ…
ତାଜା ଖବର ରାଜ୍ୟ ବିଜୁ ପଟ୍ଟନାୟକଙ୍କ ପ୍ରତିମୁର୍ତ୍ତିକୁ ଜାଳିଦେଲେ ଦୁର୍ବୃତ୍ତ April 15, 2025 Papirani ବିଜୁ ପଟ୍ଟନାୟକଙ୍କ ପ୍ରତିମୁର୍ତ୍ତିକୁ ଜାଳିଦେଲେ ଦୁର୍ବୃତ୍ତ । ଆଜି ସକାଳେ ଓଡ଼ିଶାର ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ବ୍ଲକ ଛକରେ କିଛି ଲୋକ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପୋଡ଼ି ଦେଇଥିବା ଦେଖିବାକୁ ମିଳିଛି। ବ୍ଳକ ଛକଠାରେ…
ରାଜ୍ୟ ଏସଟିଏଫ ହାତରେ ଲାଗିଛି ୫୦୦ ଟଙ୍କିଆ ଜାଲ୍ ନୋଟ୍; ୨ ଗିରଫ April 10, 2025 Nirvay ବଲାଙ୍ଗିର ଜିଲ୍ଲା ଟିଟିଲାଗଡରୁ ଜବତ ହୋଇଛି ୫୦,୦୦୦ ଟଙ୍କାର ୫୦୦ ଟଙ୍କିଆ ଜାଲ ନୋଟ୍ । ଏସମ୍ପର୍କରେ ଭୁବନେଶ୍ୱର STF ଏବଂ ଟିଟିଲାଗଡ଼ ପୋଲିସ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ସ୍ପେଶାଲ ଟାସ୍କ ଫୋର୍ସ ଦ୍ୱାରା ୫୦,୦୦୦ ଟଙ୍କାର…
ରାଜ୍ୟ ବଲାଙ୍ଗିର ରେଳ ୱାଗନ୍ରୁ ବୋମା ଜବତ ଘଟଣା: ଗୋଳାବାରୁଦ କାରଖାନାର ୨ କର୍ମଚାରୀ ନିଲମ୍ବିତ February 4, 2025 Nirvay ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ଜବତ ହୋଇଛି ୧୨ଟି ବୋମା । ତେବେ ଏହାକୁ ଜବତ କରି ଅଧିକାରୀମାନେ ତଦନ୍ତ ଆରମ୍ଭ କରିଛନ୍ତି । ଦାୟିତ୍ୱରେ ଥିବା କଣ୍ଟାବାଞ୍ଜି ଷ୍ଟେସନ୍ ମ୍ୟାନେଜର କହିଛନ୍ତି ଯେ, ଯାହାର ବୋମା ଥିଲା ତାଙ୍କୁ…
ତାଜା ଖବର ରାଜ୍ୟ ପାଟଣାଗଡ଼ରେ ନବଜାତ ଶିଶୁକନ୍ୟା ବିକ୍ରି ମାମଲା; ଏଏନ୍ଏମ୍ ନିଲମ୍ବିତ November 22, 2024 Papirani ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ୯ଦିନର ନବଜାତ ଶିଶୁକନ୍ୟା ବିକ୍ରି ମାମଲାରେ ସଂପୃକ୍ତି ଅଭିଯୋଗରେ ଏଏନ୍ଏମ୍ ନିଲମ୍ବିତ ହୋଇଛନ୍ତି।ଏଏନ୍ଏମ୍ ମମତା ଭୋଇଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍ଓ) ନିଲମ୍ବନ କରିଥିବା ସୂଚନା ମିଳିଛି। ନବଜାତ ଶିଶୁକନ୍ୟାକୁ ତାଙ୍କ ମା’ଙ୍କ ଠାରୁ ଆଣି…
ରାଜ୍ୟ ବଲାଙ୍ଗୀର ଘଟଣା କୁ ନେଇ କୁମ୍ଭୀର କାନ୍ଦଣା ବନ୍ଦ କରୁ ବିଜେଡି:ଦିଲୀପ ମଲ୍ଲିକ November 22, 2024 Sitaram Senapati ଆଜି ବିଜେପି ମୁଖପାତ୍ର ଦିଲୀପ ମଲ୍ଲିକ ବିଜେଡି ବିରୁଦ୍ଧରେ ମନ୍ତବ୍ୟ ଦେଇଛନ୍ତି ଯେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ଓ ଦୁର୍ଭାଗ୍ୟଜନକ । ଏନେଇ ସ୍ଥାନୀୟ ପୋଲିସ ମାମଲା ରୁଜୁ କରିବା ସହ କାର୍ଯ୍ୟାନୁଷ୍ଠାନ ନେବା ପ୍ରକ୍ରିୟା ଆରମ୍ଭ…