ଭିଜିଲାନ୍ସ ଜାଲରେ ବଲାଙ୍ଗିରର ବଙ୍ଗୋମୁଣ୍ଡା ତହସିଲ୍ ଅମିନ ।ଲାଞ୍ଚ ନେବା ପଡିଲା ମହଙ୍ଗା । ୧୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଅମିନ ନିର୍ମଳେନ୍ଦୁ କବି ଗିରଫ। ଜମି ପଟ୍ଟା କରାଇ ଦେବାକୁ ମାଗିଥିଲେ ଲାଞ୍ଚ। ଟଙ୍କା ନେବା ସମୟରେ ଭିଜିଲାନ୍ସ ଟିମ୍ ଅମିନ ନିର୍ମଳେନ୍ଦୁ କବିଙ୍କୁ ଗିରଫ କରିଛି ଭିଜିଲାନ୍ସ। Post navigation New Railway Division and Changes: ଜୁନ୍ ୧ ରୁ କାର୍ଯ୍ୟକ୍ଷମ ହେବ ନୂତନ ଦକ୍ଷିଣ ତଟ ରେଳ ଜୋନ୍; ରାୟଗଡ଼ା ପାଇଁ ନୂତନ ଡିଭିଜନ Water Crisis in Balangir: ପାଣି ସମସ୍ୟା ନେଇ ପି.ଏଚ. ଡି ଅଫିସ ଘେରାଉ; ଯନ୍ତ୍ରୀଙ୍କ ଟେବୁଲରେ ମାଠିଆ ରଖି ପ୍ରତିବାଦ