Tag: balangir

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

ଖବର ସଂଗ୍ରହବେଳେ ବଲାଙ୍ଗିର ଜିଲ୍ଲା, ପୁଇଁତଳା ଥାନା ଅନ୍ତର୍ଗତ କୁଲଥିପାଲି ଗାଁରେ ସାମ୍ବାଦିକ ବିଜୟ କୁମାର ପ୍ରଧାନଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଠିକାଦାର ଗଜେନ୍ଦ୍ର ଦଳାଇ ଆଜି ଗିରଫ ହୋଇଛି । ଏନେଇ ଉତ୍ତରାଞ୍ଚଳ ଆଇଜି ହିମାଂଶୁ…

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା: ଜୁନ୍ ୧୭ ସୁଦ୍ଧା ଆସିବ ଚୂଡ଼ାନ୍ତ ରାୟ

ଜୁନ୍ ୧୭ ସୁଦ୍ଧା ଆସିବ ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଚୂଡ଼ାନ୍ତ ରାୟ । ଆଜି ପୁଞ୍ଜିଲାଲଙ୍କ ସପକ୍ଷରେ ପଡ଼ୋଶୀ ଜିତେନ୍ ପଟେଲଙ୍କ ସାକ୍ଷ୍ୟଗ୍ରହଣ ହୋଇଥିବାବେଳେ ଆସନ୍ତା ୫ ତାରିଖରେ ପ୍ରତିପକ୍ଷଙ୍କ ସାକ୍ଷ୍ୟଗ୍ରହଣ ନେଇ ଶୁଣାଣି ହେବ…

ବିଜୁ ପଟ୍ଟନାୟକଙ୍କ ପ୍ରତିମୁର୍ତ୍ତିକୁ ଜାଳିଦେଲେ ଦୁର୍ବୃତ୍ତ

ବିଜୁ ପଟ୍ଟନାୟକଙ୍କ ପ୍ରତିମୁର୍ତ୍ତିକୁ ଜାଳିଦେଲେ ଦୁର୍ବୃତ୍ତ । ଆଜି ସକାଳେ ଓଡ଼ିଶାର ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ବ୍ଲକ ଛକରେ କିଛି ଲୋକ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପୋଡ଼ି ଦେଇଥିବା ଦେଖିବାକୁ ମିଳିଛି। ବ୍ଳକ ଛକଠାରେ…

ଏସଟିଏଫ ହାତରେ ଲାଗିଛି ୫୦୦ ଟଙ୍କିଆ ଜାଲ୍‌ ନୋଟ୍‌; ୨ ଗିରଫ

ବଲାଙ୍ଗିର ଜିଲ୍ଲା ଟିଟିଲାଗଡରୁ ଜବତ ହୋଇଛି ୫୦,୦୦୦ ଟଙ୍କାର ୫୦୦ ଟଙ୍କିଆ ଜାଲ ନୋଟ୍ । ଏସମ୍ପର୍କରେ ଭୁବନେଶ୍ୱର STF ଏବଂ ଟିଟିଲାଗଡ଼ ପୋଲିସ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ସ୍ପେଶାଲ ଟାସ୍କ ଫୋର୍ସ ଦ୍ୱାରା ୫୦,୦୦୦ ଟଙ୍କାର…

ବଲାଙ୍ଗିର ରେଳ ୱାଗନ୍‌ରୁ ବୋମା ଜବତ ଘଟଣା: ଗୋଳାବାରୁଦ କାରଖାନାର ୨ କର୍ମଚାରୀ ନିଲମ୍ବିତ

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ଜବତ ହୋଇଛି ୧୨ଟି ବୋମା । ତେବେ ଏହାକୁ ଜବତ କରି ଅଧିକାରୀମାନେ ତଦନ୍ତ ଆରମ୍ଭ କରିଛନ୍ତି । ଦାୟିତ୍ୱରେ ଥିବା କଣ୍ଟାବାଞ୍ଜି ଷ୍ଟେସନ୍ ମ୍ୟାନେଜର କହିଛନ୍ତି ଯେ, ଯାହାର ବୋମା ଥିଲା ତାଙ୍କୁ…

ପାଟଣାଗଡ଼ରେ ନବଜାତ ଶିଶୁକନ୍ୟା ବିକ୍ରି ମାମଲା; ଏଏନ୍‌ଏମ୍‌ ନିଲମ୍ବିତ

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ୯ଦିନର ନବଜାତ ଶିଶୁକନ୍ୟା ବିକ୍ରି ମାମଲାରେ ସଂପୃକ୍ତି ଅଭିଯୋଗରେ ଏଏନ୍‌ଏମ୍‌ ନିଲମ୍ବିତ ହୋଇଛନ୍ତି।ଏଏନ୍‌ଏମ୍‌ ‌ମମତା ଭୋଇଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ନିଲମ୍ବନ କରିଥିବା ସୂଚନା ମିଳିଛି। ନବଜାତ ଶିଶୁକନ୍ୟାକୁ ତାଙ୍କ ମା’ଙ୍କ ଠାରୁ ଆଣି…

ବଲାଙ୍ଗୀର ଘଟଣା କୁ ନେଇ କୁମ୍ଭୀର କାନ୍ଦଣା ବନ୍ଦ କରୁ ବିଜେଡି:ଦିଲୀପ ମଲ୍ଲିକ

ଆଜି ବିଜେପି ମୁଖପାତ୍ର ଦିଲୀପ ମଲ୍ଲିକ ବିଜେଡି ବିରୁଦ୍ଧରେ ମନ୍ତବ୍ୟ ଦେଇଛନ୍ତି ଯେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ଓ ଦୁର୍ଭାଗ୍ୟଜନକ । ଏନେଇ ସ୍ଥାନୀୟ ପୋଲିସ ମାମଲା ରୁଜୁ କରିବା ସହ କାର୍ଯ୍ୟାନୁଷ୍ଠାନ ନେବା ପ୍ରକ୍ରିୟା ଆରମ୍ଭ…

ବଲାଙ୍ଗୀର ରେ ଅଭାବନୀୟ ଘଟଣା : ଆଦିବାସୀ ବାଳିକା ଙ୍କୁ ଜାତିଆଣ ଆକ୍ଷେପ କରି ଦୁର୍ବ୍ୟବହାର

ବଲାଙ୍ଗୀର ଜିଲ୍ଲା ରେ ଏକ ଅଭାବନୀୟ ଘଟଣା ଲୋକଲୋଚନ କୁ ଆସିଛି | ଗତ ୧୬ ତାରିଖରେ ବଙ୍ଗୋମୁଣ୍ଡା ଥାନା ଅଞ୍ଚଳରେ ଏକ ଆଦିବାସୀ ଯୁବତୀ ଗାଧୋଇ ସାରି ଘରକୁ ଫେରିବା ବାଟରେ ଅଭୟ ବାଗ ନାମକ ଏକ ଯୁବକ ତାଙ୍କୁ…

ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ଯୋଗାଣ ସହାୟକ

ବିଧବା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୋଗାଣ ସହାୟକଙ୍କୁ ଛତିଶଗଡ଼ରୁ ଗିରଫ। ଗିରଫ ଅଭିଯୁକ୍ତ ହେଲେ ବଲାଙ୍ଗିର ଆଗଲପୁର ବ୍ଲକ ବୁଦୁଲା ପଞ୍ଚଯାତର ଯୋଗାଣ ସହାୟକ ଗିରିଶଚନ୍ଦ୍ର ସାହୁ । ଦୁଷ୍କର୍ମ ଓ ନିର୍ଯାତନା ମାମଲାରେ ଗିରଫ କଲା ଆଗଲପୁର ପୋଲିସ ।…

ବଲାଙ୍ଗୀର ରେ ଯୋଗାଣ ଅଧିକାରୀ ଦ୍ୱାରା ବିଧବା ମହିଳା ଙ୍କ ବଳାତ୍କାର

ଏକ ନିନ୍ଦନୀୟ ଘଟଣାରେ, ବଲାଙ୍ଗିରର ଆଗଲପୁର ପୋଲିସ ଷ୍ଟେସନର ବୁଦୁଲା ଗ୍ରାମ ପଞ୍ଚାୟତ ଠାରେ ଜଣେ ଯୋଗାଣ ସହାୟକ ଜଣେ ବିଧବା ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ମହିଳା ଜଣକ ଦାବି କରିଛନ୍ତି ଯେ ଅଭିଯୁକ୍ତ ଗିରିଶ ଚନ୍ଦ୍ର ସାହୁ…