ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଇଁ ବାହାରିଲା ଶୁଭଲଗ୍ନ । ବଲାଙ୍ଗୀର ଜିଲ୍ଲା ପାଇଁ ଚଳିତ ବର୍ଷର ନୂଆଖାଇ ଲଗ୍ନ ପାଟଣା ମହାରାଜାଙ୍କ ଶୈଳଶ୍ରୀ ପ୍ୟାଲେସରୁ ବାହାରିଛି। ସେପ୍ଟେମ୍ବର ୧୫ ତାରିଖ ସକାଳ ୯ଟା ୩୬ରୁ ୧୦ଟା ୧୦ ଅମୃତ ବେଳା। ଏହି ଅମୃତ ବେଳାରେ ବଲାଙ୍ଗୀରର ଇଷ୍ଟଦେବୀ ମା’ ସମଲେଶ୍ୱରୀଙ୍କ ପାଖରେ ଲାଗି ହେବ ନବାନ୍ନ । ଇଷ୍ଟଦେବୀଙ୍କ ନିକଟରେ ପ୍ରଥମେ ନବାନ୍ନ ଅର୍ପଣ କରାଯିବା ପରେ ସମସ୍ତେ ନୂଆ ଖାଇବାର ପରମ୍ପରା ରହିଛି।

Leave a Reply

Your email address will not be published. Required fields are marked *